ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨ଟି ପାଣି କମ୍ପାନୀରେ ଚଢାଉ

କଟକ : କଟକରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨ଟି ପାଣି କମ୍ପାନୀରେ ବୁଧବାର ଚଢାଉ କରାଯାଇଛି । ଶଙ୍କରପୁର ଦାସସାହି ଓ ଉପରସାହି ସ୍ଥିତ ପାଣି କମ୍ପାନୀ ସିଲ୍ କରାଯାଇଛି । ପାଣିକୁ ବିଶୁଦ୍ଧ ନକରି ବିକ୍ରି କରୁଥିବା ଅଭିଯୋଗରେ ସିଲ୍ କରାଯାଇଛି । ବିଶୁଦ୍ଧ ନକରି ମାର୍କେଟ୍କୁ ୨୦ ଲିଟର ବିଶିଷ୍ଟ ପାଣି ଜାର୍ ଛଡାଯାଉଥିଲା । ଘଟଣାର ତଦନ୍ତ ଜାରି ରହିଛି ।
Powered by Froala Editor