ଚାରିଧାମ ପାଇଁ ହେଲିକପ୍ଟର ସେବା ପୁନଃ ଆରମ୍ଭ

ଡେରାଡୁନ: ଚାରିଧାମ ପାଇଁ ମଙ୍ଗଳବାରଠାରୁ ହେଲିକପ୍ଟର ସେବା ପୁନଃ ଆରମ୍ଭ ହୋଇଛି। ଜୁନ୍ ୧୫ ତାରିଖରେ କେଦାରନାଥ ଧାମ ଅଞ୍ଚଳରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣା ପରେ ଚାରିଧାମ ପାଇଁ ହେଲି ସେବା ବନ୍ଦ କରିଦିଆଯାଇଥିଲା। ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣର ସିଇଓ ସୋନିକା କହିଛନ୍ତି ଯେ, ହେଲି ସେବା କାର୍ଯ୍ୟ ଆରମ୍ଭ ହେବା ନିଶ୍ଚିତ ହୋଇଛି।
Powered by Froala Editor