କମିଲା ସୁନା ଦର

ଭୁବନେଶ୍ୱର : ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ଖୁସି ଖବର । କମିଲା ସୁନା ଦାମ୍ । ଜୁନ୍ ୭ ଅର୍ଥାତ୍ ଶନିବାର କମିଛି ସୁନା ଦାମ୍ ।
୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୭,୯୭୦ ଟଙ୍କା ରହିଛି । ଗତକାଲି ଏହା ୯୯,୬୦୦ ଟଙ୍କା ଥିଲା । ଏଥିରେ ୧୬୩୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୯,୮୦୦ ଟଙ୍କା ରହିଛି । ଗତକାଲି ଏହା ୯୧,୩୦୦ ଟଙ୍କା ଥିଲା । ଏଥିରେ ୧,୫୦୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩,୪୮୦ ଟଙ୍କା ରହିଛି । ଗତକାଲି ଏହା ୭୪,୭୦୦ ଟଙ୍କା ଥିଲା । ଏଥିରେ ୧,୨୦୦ ଟଙ୍କା ହ୍ରାସ ହୋଇଛି ।
ସେହିପରି ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୮୦୦ ଟଙ୍କା ରହିଛି । ଗତକାଲି ଏହା ୧୧,୮୦୦ ଥିଲା ।
ଏପ୍ରିଲ ୨୨ରେ ସୁନା ଦାମ୍ ସମସ୍ତ ରେକର୍ଡ ଭାଙ୍ଗି ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ ଏଯାଏଁ ପ୍ରାୟ ୩ ହଜାର ଟଙ୍କା ଦାମ୍ ହ୍ରାସ ହୋଇଛି ।
Powered by Froala Editor