କାର୍ଯ୍ୟରେ ଅବହେଳା, ନିଲମ୍ବିତ ହେଲେ ୫ ପୁଲିସ କର୍ମଚାରୀ

ବାଲେଶ୍ୱର: ବାଲେଶ୍ୱରରେ ୫ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁଁ ଜଣେ ହାବିଲଦାର, ୪ଜଣ କନଷ୍ଟେବଲ୍ଙ୍କୁ ନିଲମ୍ବନ କରିଛନ୍ତି ବାଲେଶ୍ୱର ଏସପି। କାର୍ଯ୍ୟ ସମ୍ପାଦନରେ ଅବହେଳା ଅଭିଯୋଗରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏସପି।
Powered by Froala Editor