ଟ୍ରଲର୍-ତୀର୍ଥଯାତ୍ରୀ ବସ୍ ଧକ୍କା, ୫ ଗୁରୁତର

ଜଳେଶ୍ୱର: ଟ୍ରଲର୍କୁ ଏକ ତୀର୍ଥଯାତ୍ରୀ ବସ୍ ଧକ୍କା ଦେବା ଫଳରେ ୫ ଜଣ ଗୁରୁତର ହୋଇଛନ୍ତି । ବସ୍ତା ଥାନା ଜାତୀୟ ରାଜପଥ -୬୦ର ସନ୍ତୋଷପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଗୁରୁତରଙ୍କୁ ବସ୍ତା ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ପଶ୍ଚିମବଙ୍ଗରୁ ୫୧ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି ।
Powered by Froala Editor