ଟ୍ରକକୁ ପଛରୁ ପିଟିଲା ବସ୍, ୧୦ ଆହତ

ଭୁବନେଶ୍ବର: ରାସ୍ତାରେ ଛିଡା ହୋଇଥିବା ବେଳେ ଟ୍ରକକୁ ପଛରୁ ପିଟିଲା ବସ୍ । ଏହି ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲା ଏନଏଚ୍ ୧୬ ରମ୍ଭା ଥାନା ସୁବଳୟା ଛକ ନିକଟରେ । ଦୁର୍ଘଟଣାରେ ୧୦ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ତୀର୍ଥଯାତ୍ରୀ ବସଟି ଉତ୍ତରପ୍ରଦେଶରୁ ତୀର୍ଥ ସାରି ଆନ୍ଧ୍ରପ୍ରଦେଶକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।
Powered by Froala Editor