ଓଲଟିଲା ବସ୍, ଜଣେ ମୃତ
ସୁନ୍ଦରଗଡ଼଼: ହେମଗିରି ଥାନା ଡୁଲିଙ୍ଗା କୋଇଲା ଖଣିକୁ ଶ୍ରମିକଙ୍କୁ ନେଇ ଯିବାବେଳେ ଅଘଟଣ। ଶ୍ରମିକଙ୍କୁ ନେଇ ଯାଉଥିବା ବସ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୫ରୁ ଅଧିକ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡ଼ା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
Powered by Froala Editor