Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଜେପିକୁ ବଡ଼ ଝଟକା: ବିଧାୟକ କୁଶାଗ୍ର ...

  • ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ...

  • କୃଷକଙ୍କ ପାଇଁ ଏମିତି ଅଫର ଦେଲେ ଟ୍ରମ୍ପ

  • ଟାଇଗର ଶ୍ରଫ୍‌ଙ୍କୁ ଫାୟାରିଂ ମାମଲାରେ ...

  • ବିଜୟାଦଶମୀରେ ୨୨୧ ଫୁଟ ଉଚ୍ଚ ରାବଣ ...

  • ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ...

  • ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି

  • ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ...

  • ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ...

  • ଆଖି ଭ୍ରୁଲତାରେ ଦାନ୍ତ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ସ୍ଥାନାନ୍ତର ହେବ ତିହାର ଜେଲ, ସର୍ଭେ କାର୍ଯ୍ୟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ

ସ୍ଥାନାନ୍ତର ହେବ ତିହାର ଜେଲ, ସର୍ଭେ କାର୍ଯ୍ୟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ

2025-03-30 11:14:50
15692
Share:
Facebook
Twitter
E-Mail
WhatsApp
Telegram
ସ୍ଥାନାନ୍ତର ହେବ ତିହାର ଜେଲ, ସର୍ଭେ କାର୍ଯ୍ୟ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ତିହାର ଜେଲକୁ ସ୍ଥାନାନ୍ତର କରିବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା ଜଣାପଡିଛି। ଜେଲ ସ୍ଥାନାନ୍ତରଣ ସର୍ଭେ କାର୍ଯ୍ୟ ପାଇଁ ଚଳିତ ବଜେଟରେ ୧୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୂଚନା ଦେଇଛନ୍ତି। ଦିଲ୍ଲୀର ଆବାସିକ ସ୍ଥଳରେ ଏହି ଜେଲ ଅବସ୍ଥିତ ହୋଇଥିବାରୁ ଆଖପାଖରେ ବାସ କରୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ତେଣୁ ତିହାର ଜେଲକୁ ଦିଲ୍ଲୀ ଉପକଣ୍ଠସ୍ଥ କୌଣସି ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଯୋଜନା କରାଯାଇଛି। ୧୯୫୮ରେ ସ୍ଥାପିତ ତିହାର ଦେଶର ଅନ୍ୟତମ ବୃହତ୍ତମ ଜେଲ ଭାବେ ପରିଗଣିତ ହୋଇଥାଏ। ୪୦୦ ଏକର ଜମିରେ ନିର୍ମିତ ତିହାର ପରିସରରେ ୯ଟି କେନ୍ଦ୍ରୀୟ ଜେଲ ରହିଛି। ଏହା ଦେଶର ସବୁଠାରୁ ସୁରକ୍ଷିତ ଜେଲ ହୋଇଥିବାବେଳେ ଏଠାରେ ଆତଙ୍କବାଦୀଙ୍କ ଭଳି ଦୁର୍ଦାନ୍ତ କଏଦୀଙ୍କୁ ରଖାଯାଇଥାଏ। ଏ ପର୍ଯ୍ୟନ୍ତ କୌଣସି କଏଦୀ ତିହାର ଜେଲରୁ ଚମ୍ପଟ ମାରିଥିବା ଜଣାପଡିନାହିଁ। ତିହାର ଜେଲରେ ସର୍ବାଧିକ ୫୨୦୦ କଏଦୀ ରହିବାର ବନ୍ଦୋବସ୍ତ ଥିବାବେଳେ ବର୍ତ୍ତମାନ ୧୪ ହଜାରୁ ଅଧିକ କଏଦୀ ରହିଛନ୍ତି। ଏତେସଂଖ୍ୟକ କଏଦୀଙ୍କ ଉପସ୍ଥିତି ଯୋଗୁଁ କଏଦୀଙ୍କ ପରିଚାଳନା ବ୍ୟବସ୍ଥା କ୍ରମଶଃ କଷ୍ଟକର ହୋଇପଡୁଛି। ୧୯୬୬ ପର୍ଯ୍ୟନ୍ତ ଏହି ଜେଲ୍‌ର ପରିଚାଳନା ଦାୟିତ୍ବ ପଞ୍ଜାବ ସରକାର ବହନ କରୁଥିଲେ। ପରବର୍ତ୍ତୀ ସମୟରେ ଏହା ଦିଲ୍ଲୀ ସରକାରଙ୍କ ଅଧୀନକୁ ଆସିଥିଲା। ଦେଶର ପ୍ରଥମ ମହିଳା ଆଇପିଏସ କିରଣ ବେଦୀ ଆଇଜି (ଜେଲ୍‌) ଥିବାବେଳେ ତିହାର ଜେଲରେ ଏକାଧିକ ସଂସ୍କାର ଆଣିଥିଲେ। ସେ ତିହାର ଜେଲ୍‌ର ନାମ ‘ତିହାର ଆଶ୍ରମ’କୁ ପରିବର୍ତ୍ତନ କରିଥିବାବେଳେ ଉଭୟ କଏଦୀ ଓ ଜେଲ୍‌ କର୍ମଚାରୀଙ୍କ ନିମନ୍ତେ ‘ବିପାସନା (ଯୋଗ)’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତିହାର ଜେଲରେ କଏଦୀଙ୍କ ଶିକ୍ଷା ପ୍ରତି ଉଚିତ ଧ୍ୟାନ ଦିଆଯାଇଥାଏ। ଇତିମଧ୍ୟରେ ୬୬ ଜଣ କଏଦୀ ସରକାରୀ ଚାକିରି ପାଇଥିବା ଜଣାପଡିଛି। ଏପରିକି ଜଣେ କଏଦୀ ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ମଧ୍ୟ ହୋଇଛନ୍ତି। ଏହା ବ୍ୟତୀତ ୩୧ ଜଣ କଏଦୀଙ୍କୁ ବିଭିନ୍ନ ଘରୋଇ କମ୍ପାନୀ ଏବଂ ସ୍ବେଚ୍ଛାସେବୀ ସଂଗଠନ (ଏନ୍‌ଜିଓ)ରେ ଚାକିରି ମିଳିସାରିଛି। ତିହାର ଜେଲରେ ଚାର୍ଲସ ଶୋଭରାଜ, ଛୋଟା ରାଜନ,ଲରେନ୍ସ ବିଷ୍ଣୋଇ, ଅଫଜଲ ଗୁରୁଙ୍କ ଭଳି କୁଖ୍ୟାତ ଅପରାଧୀଙ୍କ ବ୍ୟତୀତ ଲାଲୁ ପ୍ରସାଦ ଯାଦବ, ସ୍ବର୍ଗତ ସଞ୍ଜୟ ଗାନ୍ଧୀ, ସୁରେଶ କାଲମାଡି, ଅମର ସିଂହ, ଆନ୍ନା ହଜାରେ, ଅରବିନ୍ଦ କେଜରିୱାଲ, ପି.ଚିଦମ୍ବରମ, ବଲିଉଡ ଅଭିନେତା ସଞ୍ଜୟ ଦତ୍ତ, କହ୍ନେୟା କୁମାରଙ୍କ ଭଳି ବ୍ୟକ୍ତି କଏଦୀ ଭାବେ ଅବସ୍ଥାନ କରିସାରିଛନ୍ତି।

Powered by Froala Editor

Tags Tihar jail

Related articles Odisha News Lens 4.1

  • ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ
    ଦେଶ-ଦେଶାନ୍ତର

    ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ

    15806
    Oct 20, 2026
  • କୃଷକଙ୍କ ପାଇଁ ଏମିତି ଅଫର ଦେଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    କୃଷକଙ୍କ ପାଇଁ ଏମିତି ଅଫର ଦେଲେ ଟ୍ରମ୍ପ

    13768
    Oct 21, 2026
  • ଟାଇଗର ଶ୍ରଫ୍‌ଙ୍କୁ ଫାୟାରିଂ ମାମଲାରେ ବଡ଼ ଖୁଲାସା: ସଲମାନ୍ ଖାନ୍ ଥିଲେ ପ୍ରଥମ ...
    ଦେଶ-ଦେଶାନ୍ତର

    ଟାଇଗର ଶ୍ରଫ୍‌ଙ୍କୁ ଫାୟାରିଂ ମାମଲାରେ ବଡ଼ ଖୁଲାସା: ସଲମାନ୍ ଖାନ୍ ଥିଲେ ପ୍ରଥମ ...

    13434
    Oct 21, 2026
  • ବିଜେପିକୁ ବଡ଼ ଝଟକା: ବିଧାୟକ କୁଶାଗ୍ର ସାଗରଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ବିଜେପିକୁ ବଡ଼ ଝଟକା: ବିଧାୟକ କୁଶାଗ୍ର ସାଗରଙ୍କ ଇସ୍ତଫା

    14908
    Oct 22, 2026
  • ଆଖି ଭ୍ରୁଲତାରେ ଦାନ୍ତ
    ଦେଶ-ଦେଶାନ୍ତର

    ଆଖି ଭ୍ରୁଲତାରେ ଦାନ୍ତ

    15406
    Oct 19, 2026
  •  ବିଜୟାଦଶମୀରେ  ୨୨୧ ଫୁଟ ଉଚ୍ଚ ରାବଣ ପୁତ୍ତଳିକା ହେବ ଦହନ
    ଦେଶ-ଦେଶାନ୍ତର

    ବିଜୟାଦଶମୀରେ ୨୨୧ ଫୁଟ ଉଚ୍ଚ ରାବଣ ପୁତ୍ତଳିକା ହେବ ଦହନ

    15594
    Oct 20, 2026
  • ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ଚିକେନ୍ ଖଣ୍ଡ
    ଦେଶ-ଦେଶାନ୍ତର

    ନବରାତ୍ରୀରେ ପନିର ଟିକ୍କା ବିରିୟାନୀରୁ ଚିକେନ୍ ଖଣ୍ଡ

    14531
    Oct 19, 2026
  • ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଫ୍ରାନ୍ସ ଦଙ୍ଗାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କଲେ ଟ୍ରମ୍ପ

    15568
    Oct 20, 2026
  • ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି
    ଦେଶ-ଦେଶାନ୍ତର

    ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି

    14953
    Oct 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଜେପିକୁ ବଡ଼ ଝଟକା: ବିଧାୟକ କୁଶାଗ୍ର ସାଗରଙ୍କ ଇସ୍ତଫା

    14908
    Oct 22, 2026
  • ଦେଶ-ଦେଶାନ୍ତର

    ବିଜୟାଦଶମୀ ଶୁଭେଚ୍ଛା ଜଣାଇଲେ ମୋଦି

    14953
    Oct 20, 2026
  • ବାଣିଜ୍ୟ

    ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ...

    14010
    Oct 21, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17201
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17897
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17842
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18267
    Sep 06, 2023

ବିଶେଷ

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14983
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15440
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14783
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14878
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15880
    Sep 29, 2026

ବାଣିଜ୍ୟ

ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

ଫ୍ୟୁଚର ରେଡି ଓମେନ୍‌ ପ୍ରୋଗ୍ରାମ ଅଧୀନରେ ଏହି ସର୍ବପ୍ରଥମ ପ୍ରୟାସ ରଜୋନିବୃତ୍ତି ସଚେତନତାକୁ ଓଡ଼ିଶାର ଚାରିଟି ଜିଲ୍ଲାରେ ଗ୍ରାମାଞ୍ଚଳ, ଆଦିବାସୀ ବହୁଳ ଓ ସହରାଞ୍ଚଳ ସମୁଦାୟଙ୍କ ନିକଟକୁ ଆଣିଛି

...

  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

    14603
    Oct 16, 2026
  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14630
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13995
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15114
    Oct 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସରକାର ପରିବର୍ତ୍ତନ ଦ୍ୱାରା ପରିସ୍ଥିତି ବଦଳିଯାଏ ନାହିଁ: ମୋହନ ଭାଗବତ

    15806
    Oct 20, 2026
  • ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

    14010
    Oct 21, 2026
  • କୃଷକଙ୍କ ପାଇଁ ଏମିତି ଅଫର ଦେଲେ ଟ୍ରମ୍ପ

    13768
    Oct 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In