ବଚସା ପରେ ଗଣ୍ଡଗୋଳ, ଯୁବକଙ୍କୁ ଗୁଳିମାଡ

ରାଉରକେଲା: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଗୁଳିମାଡ ଘଟିଛି । ରଘୁନାଥପାଲି ଥାନା ଦେ ଗାଁର ଏକ ଢାବା ନିକଟରେ ପ୍ରଥମେ ବଚସା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଶେଷରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି । ୨ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।
Powered by Froala Editor