ରାଜ୍ୟରେ ଡ୍ରପ ଆଉଟ ସଂଖ୍ୟା କମିଛି
ଭୁବନେଶ୍ୱର: ରାଜ୍ୟରେ ଡ୍ରପ ଆଉଟ ସଂଖ୍ୟା କମିଛି । ଶୁକ୍ରବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତାଙ୍କ ସୂଚନା ଅନୁଯାୟୀ ୨୦୨୦-୨୧ରେ ୨୧ ଲକ୍ଷ ୯ହଜାର ୭୯୬ଜଣ ପିଲା ଥିଲେ । ୨୦୨୩-୨୪ରେ ୨୧ ଲକ୍ଷ ୧୦ ହଜାର ୪୯୩ ଜଣ ପିଲା ଅଛନ୍ତି ।
Powered by Froala Editor