Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା ‘ଦ ...

  • ଫିକା ପଡିବ ସୁନାର ଚମକ

  • ଅଭିଜିତଙ୍କ ପାଇଁ ଶହ ଶହ ବିବାହ ପ୍ରସ୍ତାବ

  • ନିଟ୍‌ ଛାତ୍ରୀଙ୍କ ଫାଶୀ ଲଗାଇ ଆତ୍ମହତ୍ୟା

  • ସାଉଦି ଉପରେ ଆକ୍ରମଣ : ବାବ୍ ଏଲ୍-ମାଣ୍ଡେବ ...

  • ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ...

  • ମୋଦି ସରକାର ପେପର ଲିକ୍ ବିରୋଧରେ ...

  • 'ମନ୍ କି ବାତ' କାର୍ଯ୍ୟକ୍ରମ: ଯୁବପିଢ଼ି ...

  • ‘ଏକ୍ସୋମୁନ୍‌’ର ସନ୍ଧାନ ମିଳିଲା !

  • ସ୍ପିରିଟ୍‌ରେ ଦୀପିକାଙ୍କ ସ୍ଥାନରେ ନଜର ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆଇଏଏସ୍ ଜ୍ଞାନେଶ୍ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର

ଆଇଏଏସ୍ ଜ୍ଞାନେଶ୍ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର

2025-02-18 20:13:10
16065
Share:
Facebook
Twitter
E-Mail
WhatsApp
Telegram
ଆଇଏଏସ୍ ଜ୍ଞାନେଶ୍ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର

କେରଳ କ୍ୟାଡରର ପୂର୍ବତନ ଆଇଏଏସ୍ ଜ୍ଞାନେଶ କୁମାରଙ୍କୁ ଦେଶର ୨୬ତମ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ସୋମବାର ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଚୟନ କମିଟି ବୈଠକରେ ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ଭାବେ ଜ୍ଞାନେଶ କୁମାରଙ୍କୁ ନିଯୁକ୍ତି ମିଳିଛି । ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ସ୍ଥାନ ନେବେ ।

୧୯୮୮ ବ୍ୟାଚର କେରଳ କ୍ୟାଡର IAS ହେଉଛନ୍ତି ଜ୍ଞାନେଶ କୁମାର । ୧୯୬୪ ଜାନୁଆରୀ ୨୭ରେ ଉତ୍ତରପ୍ରଦେଶ ଆଗ୍ରାଠାରେ ତାଙ୍କର ଜନ୍ମ । ପୂର୍ବରୁ ସେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଥିଲେ । ଏପରିକି ସେ ରାମ ମନ୍ଦିର ନିର୍ମାଣ କମିଟିର ସଦସ୍ୟ ରହିଥିଲେ । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ ଓ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କାଶ୍ମୀରରେ ନିଷ୍ପତ୍ତି ଲାଗୁ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଏଥିସହ କେରଳର ଏର୍ଣ୍ଣାକୁଲମରେ ଆସିଷ୍ଟାଣ୍ଟ କଲେକ୍ଟର, ଆଦୂରରେ ଡେପୁଟି କଲେକ୍ଟର, କେରଳ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ନିଗମର ପ୍ରବନ୍ଧ ନିର୍ଦ୍ଦେଶକ ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିସାରିଛନ୍ତି । ୨୦୨୯ ଜାନୁୟାରୀ ୨୬ ଯାଏ ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳ ରହିଛି ।

ସେହିପରି ୧୯୮୯ ବ୍ୟାଚ୍ ହରିୟାଣା କ୍ୟାଡର ଆଇଏଏସ୍ ବିବେକ ଯୋଶୀଙ୍କୁ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି।


Powered by Froala Editor

Tags gyanesh

Related articles Odisha News Lens 4.1

  • ‘ଏକ୍ସୋମୁନ୍‌’ର ସନ୍ଧାନ ମିଳିଲା !
    ଦେଶ-ଦେଶାନ୍ତର

    ‘ଏକ୍ସୋମୁନ୍‌’ର ସନ୍ଧାନ ମିଳିଲା !

    13684
    Jul 26, 2026
  • ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ
    ଦେଶ-ଦେଶାନ୍ତର

    ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ

    13597
    Jul 26, 2026
  • ସାଉଦି ଉପରେ ଆକ୍ରମଣ : ବାବ୍ ଏଲ୍-ମାଣ୍ଡେବ ଦେଇ ଜାହାଜ ଯାତାୟାତ ହ୍ରାସ
    ଦେଶ-ଦେଶାନ୍ତର

    ସାଉଦି ଉପରେ ଆକ୍ରମଣ : ବାବ୍ ଏଲ୍-ମାଣ୍ଡେବ ଦେଇ ଜାହାଜ ଯାତାୟାତ ହ୍ରାସ

    15305
    Jul 27, 2026
  • ମୋଦି ସରକାର ପେପର ଲିକ୍ ବିରୋଧରେ ଆବଶ୍ୟକୀୟ ସଂସ୍କାର କାର୍ଯ୍ୟକାରୀ କରିବାକୁ ...
    ଦେଶ-ଦେଶାନ୍ତର

    ମୋଦି ସରକାର ପେପର ଲିକ୍ ବିରୋଧରେ ଆବଶ୍ୟକୀୟ ସଂସ୍କାର କାର୍ଯ୍ୟକାରୀ କରିବାକୁ ...

    13509
    Jul 26, 2026
  • ସ୍ପିରିଟ୍‌ରେ ଦୀପିକାଙ୍କ ସ୍ଥାନରେ ନଜର ଆସିବେ କ୍ୟାଟ୍ରିନା
    ମନୋରଞ୍ଜନ

    ସ୍ପିରିଟ୍‌ରେ ଦୀପିକାଙ୍କ ସ୍ଥାନରେ ନଜର ଆସିବେ କ୍ୟାଟ୍ରିନା

    14969
    Jul 26, 2026
  • ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା  ‘ଦ ଓଡିସି’
    ମନୋରଞ୍ଜନ

    ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା ‘ଦ ଓଡିସି’

    13397
    Jul 27, 2026
  • ଅଭିଜିତଙ୍କ ପାଇଁ ଶହ ଶହ ବିବାହ ପ୍ରସ୍ତାବ
    ଦେଶ-ଦେଶାନ୍ତର

    ଅଭିଜିତଙ୍କ ପାଇଁ ଶହ ଶହ ବିବାହ ପ୍ରସ୍ତାବ

    14915
    Jul 27, 2026
  • ଫିକା ପଡିବ ସୁନାର ଚମକ
    ବାଣିଜ୍ୟ

    ଫିକା ପଡିବ ସୁନାର ଚମକ

    13534
    Jul 27, 2026
  •   'ମନ୍ କି ବାତ' କାର୍ଯ୍ୟକ୍ରମ:  ଯୁବପିଢ଼ି ହିଁ ଭାରତର ଶକ୍ତି
    ଦେଶ-ଦେଶାନ୍ତର

    'ମନ୍ କି ବାତ' କାର୍ଯ୍ୟକ୍ରମ: ଯୁବପିଢ଼ି ହିଁ ଭାରତର ଶକ୍ତି

    13662
    Jul 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଫିକା ପଡିବ ସୁନାର ଚମକ

    13534
    Jul 27, 2026
  • ଦେଶ-ଦେଶାନ୍ତର

    ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ

    13597
    Jul 26, 2026
  • ଦେଶ-ଦେଶାନ୍ତର

    ‘ଏକ୍ସୋମୁନ୍‌’ର ସନ୍ଧାନ ମିଳିଲା !

    13684
    Jul 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17000
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17606
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17658
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18059
    Sep 06, 2023

ବିଶେଷ

  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15716
    Jul 25, 2026
  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    15368
    Jul 22, 2026
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    16026
    Jul 21, 2026
  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    14277
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14551
    Jul 15, 2026

ବାଣିଜ୍ୟ

ଫିକା ପଡିବ ସୁନାର ଚମକ

ସୁନାର ଚମକ ଧିରେ ଧିରେ ଫିକା ପଡିବା ପରି ଅନୁମାନ କରାଯାଉଛି । ଜାନୁଆରୀ ୨୦୨୬ରେ ସୁନା ମୂଲ୍ୟ ପ୍ରତି ଆଉନ୍ସ ୫, ୬୦୨ର ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏହା ପ୍ରାୟ ୨୮ ପ୍ରତିଶତ ହ୍ରାସ ପାଇଛି । ଗତ କିଛି ଦିନରେ ମୂଲ୍ୟ ୨ ଥର ଆଉନ୍ସ ୪ ହଜାର ତଳକୁ ଖସି ଆସିଛି । ବର୍ତ୍ତମାନ ପ୍ରାୟ ୪,୦୪୦ରେ କାରବାର ହେଉଛି ।< ...

  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି

    15753
    Jul 23, 2026
  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15925
    Jul 22, 2026
  • ବେଦାନ୍ତ ଆଲୁମିନିୟମ ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି

    15298
    Jul 21, 2026
  • ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା

    13899
    Jul 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବକ୍ସ ଅଫିସରେ ରେକର୍ଡ କଲେକ୍ସନ କଲା ‘ଦ ଓଡିସି’

    13397
    Jul 27, 2026
  • ସ୍ପିରିଟ୍‌ରେ ଦୀପିକାଙ୍କ ସ୍ଥାନରେ ନଜର ଆସିବେ କ୍ୟାଟ୍ରିନା

    14969
    Jul 26, 2026
  • ଫିକା ପଡିବ ସୁନାର ଚମକ

    13534
    Jul 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In