Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, December 17, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

  • ଆବୁଧାବିରେ ଆଇପିଏଲ ନିଲାମୀ : ଖେଳାଳିଙ୍କ ...

  • ଅନିରୁଦ୍ଧାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ...

  • ଋଣ ଆଦାୟ ପାଇଁ ଚାଷୀଙ୍କ କିଡନୀ ବିକ୍ରି କଲେ ...

  • ଟୁର୍ଣ୍ଣାମେଣ୍ଟରେ ଗୁଳି ବର୍ଷା : କବାଡି ...

  • ପ୍ରକାଶ ପାଇଲା ଏସାଇଆରରେ ବାଦ ପଡିଥିବା ...

  • ମନରେଗା ଯୋଜନାର ନାମ ପରିବର୍ତ୍ତନ ନେଇ ...

  • ଗୋଆ ଅଗ୍ନିକାଣ୍ଡ : ୧୦ ଦିନ ପରେ ...

  • ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ...

  • ୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମା’ ଆକାଉଂଟରୁ ୩ ଲକ୍ଷ ନେଇଗଲା ପୁଅ

ମା’ ଆକାଉଂଟରୁ ୩ ଲକ୍ଷ ନେଇଗଲା ପୁଅ

2021-06-30 08:45:53
15302
Share:
Facebook
Twitter
E-Mail
WhatsApp
Telegram
ମା’ ଆକାଉଂଟରୁ ୩ ଲକ୍ଷ ନେଇଗଲା ପୁଅ

ରାୟପୁର: ଛତିଶଗଡ଼ କାଙ୍କେର ଜିଲ୍ଲାର ଜଣେ ଶିକ୍ଷୟିତ୍ରୀ ସାଇବର ଠକେଇର ଶିକାର ହୋଇଥିବା ନେଇ ପୁଲିସରେ ଅଭିଯୋଗ କରିଥିଲେ । ତାଙ୍କ ଆକାଉଣ୍ଟରୁ ୩.୨ ଲକ୍ଷ ଟଙ୍କା ଗାଏବ ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ । କିନ୍ତୁ ଶେଷରେ ତାଙ୍କ ସାମ୍ନାକୁ ଯେଉଁ ସତ୍ୟ ଆସିଲା ତାହା ସେ ବିଶ୍ୱାସ କରିପାରିଲେନି । ପ୍ରକୃତରେ ସେ କୌଣସି ସାଇବର ଠକେଇର ଶିକାର ହୋଇନଥିଲେ । ତାଙ୍କ ନିଜ ପୁଅ ଅନଲାଇନ ଗେମ ପାଇଁ କିଛି ଅସ୍ତ୍ର କିଣିବାକୁ ତାଙ୍କ ଆକାଉଣ୍ଟରୁ ୩.୨ ଲକ୍ଷ ଟଙ୍କା ଗାଏବ କରିଥିଲା । ପ୍ରାୟ ୩ ମାସ ଧରି ଉକ୍ତ ଶିକ୍ଷୟିତ୍ରୀଙ୍କ ପୁଅ ତାଙ୍କ ଫୋନରୁ ୨୭୮ ଥର କାରବାର କରିଥିଲା । ଏହା ଜଣାପଡ଼ିନଥିଲା କାରଣ ଏଥିପାଇଁ କୌଣସି ଓଟିପି ଦରକାର ହେଉନଥିଲା । ସତ ଜଣାପଡ଼ିବା ପରେ ଶିକ୍ଷୟିତ୍ରୀଙ୍କ ପୁଅକୁ ପୁଲିସ ଜେରା କରିଛି । ଜେରାରୁ ଜଣାପଡ଼ିଛି ଯେ, ତାଙ୍କ ଗ୍ରୁପରେ ଅନ୍ୟ ୨ ଜଣ ମଧ୍ୟ ଅଛନ୍ତି । ସେମାନେ ଲକ୍ଷାଧିକ ଟଙ୍କାସର ଅସ୍ତ୍ର କିଣିଛନ୍ତି ବୋଲି ସନେ୍ଦହ କରାଯାଉଛି ।

Powered by Froala Editor

Tags cyber crime

Related articles Odisha News Lens 4.1

  • ଋଣ ଆଦାୟ ପାଇଁ ଚାଷୀଙ୍କ କିଡନୀ ବିକ୍ରି କଲେ ମହାଜନ
    ଦେଶ-ଦେଶାନ୍ତର

    ଋଣ ଆଦାୟ ପାଇଁ ଚାଷୀଙ୍କ କିଡନୀ ବିକ୍ରି କଲେ ମହାଜନ

    14172
    Dec 16, 2025
  • ଅନିରୁଦ୍ଧାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ
    ଦେଶ-ଦେଶାନ୍ତର

    ଅନିରୁଦ୍ଧାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ

    14698
    Dec 16, 2025
  • ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ଉପାୟ
    ବିଶେଷ

    ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ଉପାୟ

    14386
    Dec 16, 2025
  • ୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଅର୍ଜୁନ
    ମନୋରଞ୍ଜନ

    ୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଅର୍ଜୁନ

    15665
    Dec 15, 2025
  • ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର
    ଦେଶ-ଦେଶାନ୍ତର

    ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

    13822
    Dec 16, 2025
  • ଆବୁଧାବିରେ ଆଇପିଏଲ ନିଲାମୀ : ଖେଳାଳିଙ୍କ ଉପରେ ଟଙ୍କା ବର୍ଷା
    ଖେଳ ଖବର

    ଆବୁଧାବିରେ ଆଇପିଏଲ ନିଲାମୀ : ଖେଳାଳିଙ୍କ ଉପରେ ଟଙ୍କା ବର୍ଷା

    14072
    Dec 16, 2025
  • ମନରେଗା ଯୋଜନାର ନାମ ପରିବର୍ତ୍ତନ ନେଇ ପ୍ରବଳ ହଟ୍ଟଗୋଳ
    ଦେଶ-ଦେଶାନ୍ତର

    ମନରେଗା ଯୋଜନାର ନାମ ପରିବର୍ତ୍ତନ ନେଇ ପ୍ରବଳ ହଟ୍ଟଗୋଳ

    14219
    Dec 16, 2025
  • ଗୋଆ ଅଗ୍ନିକାଣ୍ଡ : ୧୦ ଦିନ ପରେ ଥାଇଲାଣ୍ଡରୁ ଦିଲ୍ଲୀ ଫେରିଲେ ଲୁଥ୍ରା ଭ୍ରାତା
    ଦେଶ-ଦେଶାନ୍ତର

    ଗୋଆ ଅଗ୍ନିକାଣ୍ଡ : ୧୦ ଦିନ ପରେ ଥାଇଲାଣ୍ଡରୁ ଦିଲ୍ଲୀ ଫେରିଲେ ଲୁଥ୍ରା ଭ୍ରାତା

    15319
    Dec 16, 2025
  • ପ୍ରକାଶ ପାଇଲା ଏସାଇଆରରେ ବାଦ ପଡିଥିବା ଭୋଟରଙ୍କ ତାଲିକା
    ଦେଶ-ଦେଶାନ୍ତର

    ପ୍ରକାଶ ପାଇଲା ଏସାଇଆରରେ ବାଦ ପଡିଥିବା ଭୋଟରଙ୍କ ତାଲିକା

    15528
    Dec 16, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଋଣ ଆଦାୟ ପାଇଁ ଚାଷୀଙ୍କ କିଡନୀ ବିକ୍ରି କଲେ ମହାଜନ

    14172
    Dec 16, 2025
  • ଦେଶ-ଦେଶାନ୍ତର

    ଟୁର୍ଣ୍ଣାମେଣ୍ଟରେ ଗୁଳି ବର୍ଷା : କବାଡି ଖେଳାଳିଙ୍କୁ ହତ୍ୟା

    14933
    Dec 16, 2025
  • ଦେଶ-ଦେଶାନ୍ତର

    ଅନିରୁଦ୍ଧାଚାର୍ଯ୍ୟଙ୍କ ବିରୋଧରେ ଗୁରୁତର ଅଭିଯୋଗ

    14698
    Dec 16, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17253
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17338
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17683
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16155
    Apr 03, 2021

ବିଶେଷ

  • ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ଉପାୟ

    14386
    Dec 16, 2025
  • ଏହି ଶାଖ ଗୁଡ଼ିକୁ ଖାଦ୍ୟରେ ସାମିଲ କରନ୍ତୁ, ଭିଟାମିନ ବି୧୨ରେ ଭରପୁର

    14517
    Dec 15, 2025
  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

    14314
    Dec 13, 2025
  • କେଶ ଝଡିବା ରୋକିବ ଏହି ମାସ୍କ

    16107
    Dec 12, 2025
  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

    15740
    Dec 11, 2025

ବାଣିଜ୍ୟ

ରୂପା ମୂଲ୍ୟରେ ବଡ଼ ବୃଦ୍ଧି

ଚଳିତ ବର୍ଷ ସୁନା ଏବଂ ରୂପା ନିବେଶକମାନଙ୍କୁ ଦୃଢ଼ ରିଟର୍ଣ୍ଣ ପ୍ରଦାନ କରିଛି। ତେବେ ରୂପା ଦର ୧୨ହଜାରରୁ ୨ ଲକ୍ଷ ଟଙ୍କାରେ ପହଞ୍ଚିଛି । ସୋମବାର ସକାଳେ ବଜାର ଖୋଲିବା ମାତ୍ରେ ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା । ଯାହା ଫଳରେ ନିବେଶକ ଏବଂ କ୍ରେତାଙ୍କ ନଜର ପୁଣି ଥରେ ସେମାନଙ୍କ ଉପରେ ନିର ...

  • ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

    15990
    Dec 08, 2025
  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15145
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14244
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    15012
    Nov 20, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

    13822
    Dec 16, 2025
  • ପ୍ରକାଶ ପାଇଲା ଏସାଇଆରରେ ବାଦ ପଡିଥିବା ଭୋଟରଙ୍କ ତାଲିକା

    15528
    Dec 16, 2025
  • ଟୁର୍ଣ୍ଣାମେଣ୍ଟରେ ଗୁଳି ବର୍ଷା : କବାଡି ଖେଳାଳିଙ୍କୁ ହତ୍ୟା

    14933
    Dec 16, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In