Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ...

  • ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ...

  • ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ ...

  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ...

  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ...

  • ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ...

  • କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ...

  • ଆସାମ ରାଇଫଲ୍ସ ନିକଟରେ ଆଇଇଡି ବିସ୍ଫୋରଣ, ...

  • ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ

  • ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ...

ଖେଳ ଖବର
Home ›› ଖେଳ ଖବର ››ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ୍ ଓ ମର୍ଲିନ ଗ୍ରୁପ୍ ପୂର୍ବ ଭାରତକୁ ଆଣୁଛନ୍ତି କ୍ରିକେଟ ଟାଲେଣ୍ଟ ହଣ୍ଟ୍: ପରବର୍ତ୍ତୀ ବୃହତ୍ କ୍ରିକେଟିଂ ସୁପରଷ୍ଟାର ଖୋଜା ଭୁବନେଶ୍ୱରରୁ ଆରମ୍ଭ ହେଉଛି

ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ୍ ଓ ମର୍ଲିନ ଗ୍ରୁପ୍ ପୂର୍ବ ଭାରତକୁ ଆଣୁଛନ୍ତି କ୍ରିକେଟ ଟାଲେଣ୍ଟ ହଣ୍ଟ୍: ପରବର୍ତ୍ତୀ ବୃହତ୍ କ୍ରିକେଟିଂ ସୁପରଷ୍ଟାର ଖୋଜା ଭୁବନେଶ୍ୱରରୁ ଆରମ୍ଭ ହେଉଛି

2024-11-03 15:14:02
21343
Share:
Facebook
Twitter
E-Mail
WhatsApp
Telegram
ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ୍ ଓ ମର୍ଲିନ ଗ୍ରୁପ୍ ପୂର୍ବ ଭାରତକୁ ଆଣୁଛନ୍ତି କ୍ରିକେଟ ଟାଲେଣ୍ଟ ହଣ୍ଟ୍: ପରବର୍ତ୍ତୀ ବୃହତ୍ କ୍ରିକେଟିଂ ସୁପରଷ୍ଟାର ଖୋଜା ଭୁବନେଶ୍ୱରରୁ ଆରମ୍ଭ ହେଉଛି

ଭୁବନେଶ୍ୱର : ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ (ୱାଇଏସ୍ସିଇ), ମର୍ଲିନ ଗ୍ରୁପ୍ର କ୍ରୀଡା ବିଭାଗ କ୍ଲବ ପାଭିଲିଅନ ସହଯୋଗିତାରେ ପୂର୍ବ ଭାରତରେ ସ୍ୱତନ୍ତ୍ର କ୍ରିକେଟ ଟାଲେଣ୍ଟ ହଣ୍ଟ (ପ୍ରତିଭା ଅନ୍ୱେଷଣ) ଶୁଭାରମ୍ଭ ସମ୍ପର୍କରେ ଗର୍ବର ସହିତ ଘୋଷଣା କରୁଛି । ଏକାଧିକ ସହରରେ ହେବାକୁ ଥିବା ଏହି ଟାଲେଣ୍ଟ ହଣ୍ଟ୍ ଭୁବନେଶ୍ୱରରେ ୨୦୨୪ ନଭେମ୍ବର ୯ ତାରିଖରେ ଆରମ୍ଭ ହେବ ଏବଂ ଏହା ଓଡ଼ିଶାରୁ ଉଦୀୟମାନ ଯୁବ କ୍ରିକେଟ ଖେଳାଳିଙ୍କ ଚିହ୍ନଟ ଓ ପରିପୋଷଣ କରିବା ଲକ୍ଷ୍ୟ ରଖିଛି । ଏହି ଅନୁସନ୍ଧାନ ପ୍ରକ୍ରିୟା ପାଟନା, ସିଲିଗୁଡି ଏବଂ କୋଲକାତା ସମେତ ପୂର୍ବ ଭାରତର ବୃହତ ସହରଗୁଡିକୁ ମଧ୍ୟ ପରିବ୍ୟାପ୍ତ କରାଯିବ ଏବଂ ବିଶ୍ୱ ଶ୍ରେଣୀର ତାଲିମ ଜରିଆରେ ଆକାଙ୍କ୍ଷୀ ଖେଳାଳିମାନଙ୍କୁ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଭଳି ସୁଯୋଗ ଯୋଗାଇ ଦିଆଯିବ । 

ଓଡ଼ିଶା ନିମନ୍ତେ ଟାଲେଣ୍ଟ ଖୋଜିବ କାର୍ଯ୍ୟ ଭୁବନେଶ୍ୱରରେ ୨୦୨୪ ନଭେମ୍ବର ୯ ତାରିଖରେ ବିଜେବି ହାଇସ୍କୁଲ ପଡିଆରେ ଆୟୋଜିତ ହେବାକୁ ଯାଉଛି । ଏହି ଏକ ଦିବସୀୟ ଟ୍ରାଏଲ ଉକ୍ତ ତାରିଖରେ ଅନୁଷ୍ଠିତ ହେବ ଏବଂ ଏହା ଶ୍ରୀ ବିଶାଲ ଭାଟିଆ (ବିସିସିଆଇ ଲେବଲ ୧ ପ୍ରମାଣିକୃତ କୋଚ ଏବଂ ହେଡ କୋଚ- ଯୁବରାଜ  ସିଂ ସେଣ୍ଟର ଅଫ ଏକ୍ସଲେନ୍ସ) ଏବଂ ଶ୍ରୀ ସତ୍ୟେନ୍ଦ୍ର ସିଂ (ବିସିସିଆଇ ଲେବଲ ୨ ପ୍ରମାଣିକୃତ କୋଚ ଏବଂ ହେଡ କୋଚ ୱାଇଏସ୍ସିଇ ଏଟିପି, କୋଲକାତା)ଙ୍କ ଦ୍ୱାରା ପରିଚାଳିତ ହେବ । 

ଓଡ଼ିଶା ଏବଂ ଭାରତର ଅନ୍ୟାନ୍ୟ ରାଜ୍ୟର ଆକାଙ୍କ୍ଷୀ କ୍ରିକେଟ ଖେଳାଳିମାନେ ଏଥିରେ ଯୋଗଦେବା ଏବଂ ୱାଇଏସ୍ସିଇ କୋଚମାନଙ୍କ ଦ୍ୱାରା ମନୋନ୍ଥଚ୍ଛ ହେବାର ସୁଯୋଗ ଲାଭ କରିବାକୁ ସ୍ୱାଗତ କରାଯାଉଛି । ମନୋନୀତ ଅଂଶଗ୍ରହଣକାରୀଙ୍କୁ ୱାଇଏସ୍ସିଇର ଅଗ୍ରଣୀ ତାଲିମ କାର୍ଯ୍ୟକ୍ରମ ନିମନ୍ତେ ପୂର୍ଣ୍ଣାଙ୍ଗ ବୃତ୍ତି ପ୍ରଦାନ କରାଯିବ, ଯାହା କୋଲକାତାରେ ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସର ମର୍ଲିନ ରାଇଜ, କ୍ଲବ ପାଭିଲିଅନରେ ଅନୁଷ୍ଠିତ ହେବାକୁ ଯାଉଛି ।

କ୍ରିକେଟର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଯୁବରାଜ ସିଂଙ୍କ ଦ୍ୱାରା ସ୍ଥାପିତ ୱାଇଏସ୍ସିଇ ପୂର୍ଣ୍ଣାଙ୍ଗ କ୍ରିକେଟ ତାଲିମ ଏବଂ ବିକାଶ ସୁଯୋଗ ଯୋଗାଇଦେବାରେ ଉଦାହରଣ ସୃଷ୍ଟି କରିଛି । ଏହି ପ୍ରତିଭା ମନୋନୟନରୁ ବଛାଯାଉଥିବା ଖେଳାଳିମାନଙ୍କୁ ୱାଇଏସ୍ସିଇ ଅଗ୍ରଣୀ ତାଲିମ କାର୍ଯ୍ୟକ୍ରମ ନିମନ୍ତେ ୧୦୦% ବୃତ୍ତି ପ୍ରଦାନ କରାଯିବ, ଯାହା କୋଲକାତାସ୍ଥିତ ହାଇ ପରଫରମାନ୍ସ ସେଣ୍ଟରରେ ଅବସ୍ଥିତ । ଏହି ବୃତ୍ତି ଏହା ସୁନିଶ୍ଚିତ କରୁଛି ଯେ ପୂର୍ବ ଭାରତର ଯୋଗ୍ୟ ଖେଳାଳିମାନେ ସେମାନଙ୍କର ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ଅତ୍ୟନ୍ତ ଉଚ୍ଚ ମାନର କୋଚିଂ ସୁବିଧାର ସୁଯୋଗ ଲାଭ କରିପାରିବେ । 

ପୂର୍ବ ଭାରତର ୧୦ରୁ ୧୯ ବର୍ଷ ବୟସର ଯୁବ କ୍ରିକେଟ ଖେଳାଳିକଙ୍କ ନିମନ୍ତେ ସମ୍ପ୍ରତି ପଞ୍ଜିକରଣ ଉନ୍ମୁକ୍ତ ରହିଛି । ଖେଳାଳିମାନେ ପ୍ରତିଭା ଅନ୍ୱେଷଣ ନିମନ୍ତେ http://ysce.clubpavilion.com ରେ ପଞ୍ଜିକରଣ କରିପାରିବେ । ସ୍ଥାନ ସୀମିତ ହୋଇଥିବାରୁ ଶୀଘ୍ର ପଞ୍ଜିକରଣ ପାଇଁ ପରାମର୍ଶ ଦିଆଯାଉଛି ।

ଯୁବରାଜ ସିଂ ପୂର୍ବ ଭାରତରେ ଲୁକ୍କାୟିତ ପ୍ରତିଭା ଆବିଷ୍କାର କରିବା ନିମନ୍ତେ ନିଜର ଆଗ୍ରହ ବ୍ୟକ୍ତ କରିଛନ୍ତି: “ପୂର୍ବ ଭାରତ ସମେତ ଭାରତର ସମସ୍ତ ଭାଗରେ କ୍ରିକେଟ ସର୍ବଦା ଗଭୀର ଆକର୍ଷଣ ହୋଇ ରହିଆସିଛି, ଯେଉଁ ଅଞ୍ଚଳ ଅନେକ ପ୍ରତିଭାଧର ଖେଳାଳିଙ୍କୁ ସୃଷ୍ଟି କରିଛି । ଏହି ପ୍ରତିଭା ଅନ୍ୱେଷଣ ସହିତ ଆମର ଲକ୍ଷ୍ୟ ହେଉଛି ଏହି ଅଞ୍ଚଳର ଆକାଙ୍କ୍ଷୀ କ୍ରିକେଟ ଖେଳାଳିଙ୍କୁ ସେହିଭଳି ଏକ ପ୍ଲାଟଫର୍ମ ଯୋଗାଇଦେବା ଯେଉଁଠାରେ ସେମାନେ ସେମାନଙ୍କର କୋଶଳତା ପ୍ରଦର୍ଶନ କରିବେ ଏବଂ ସେମାନଙ୍କର ସ୍ୱପ୍ନ ସାକାର କରିବେ । ୱାଇଏସ୍ସିଇରେ ଆମେ ଯୁବ ଖେଳାଳିମାନଙ୍କୁ ସେମାନେ ସେମାନଙ୍କ ଖେଳ ପରବର୍ତ୍ତୀ ସ୍ତରକୁ ନେଇଯିବା ନିମନ୍ତେ ଆବଶ୍ୟକ କରୁଥିବା ସାଧନ ଓ ତାଲିମ ଯୋଗାଇଦେବା ଲକ୍ଷ୍ୟ ରଖିଛୁ । ପୂର୍ବ ଭାରତରୁ ସୃଷ୍ଟି ହେଉଥିବା ଏହି ଅନନ୍ୟ ପ୍ରତିଭାମାନଙ୍କୁ ଦେଖିବାକୁ ମୁଁ ବ୍ୟକ୍ତିଗତ ଭାବରେ ଅପେକ୍ଷା ରଖୁଛି ।”

ସକେତ ମୋହତା, ଏମ୍ଡି, ମର୍ଲିନ ଗ୍ରୁପ୍ କହିଛନ୍ତି, “ପୂର୍ବ ଭାରତରେ ମର୍ଲିନ ରାଇଜ, ରାଜାରହାଟ, କୋଲକାତା ଠାରେ କ୍ରିକେଟ ଆଇକନ୍ ଯୁବରାଜ ସିଂଙ୍କ ନେତୃତ୍ୱରେ ପ୍ରଥମ ଏକାଡେମୀ ସ୍ଥାପନ ନିମନ୍ତେ ମର୍ଲିନ ଗ୍ରୁପ୍ ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ ସହିତ ସହଭାଗୀତା କରିଛି । ସମଗ୍ର ପୂର୍ବ ଭାରତରେ ଲୁକ୍କାୟିତ ପ୍ରତିଭାମାନଙ୍କୁ ଖୋଜିବା ଏବଂ ସେମାନଙ୍କର ପରିପୋଷଣ କରିବା ନିମନ୍ତେ ଆମେ ଏକ ପ୍ରୟାସ ହାତକୁି ନେଇଛୁ । ଓଡ଼ିଶାରେ କ୍ରିକେଟ ପାଇଁ ଦୀର୍ଘକାଳରୁ ଗଭୀର ଭଲପାଇବା ଏବଂ ଆଗ୍ରହ ରହିଛି ଏବଂ ଏହି କ୍ରୀଡା ରାଜ୍ୟର ସାଂସ୍କୃତିକ ରଜ୍ଜୁର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଏହି ରାଜ୍ୟ ଅନେକ ପ୍ରତିଭାସମ୍ପନ୍ନ କ୍ରିକେଟ ଖେଳାଳି ସୃଷ୍ଟି କରିଛି ଯେଉଁମାନେ ଓଡ଼ିଶାର ପ୍ରତିନିଧିତ୍ୱ କରିଛନ୍ତି ଏବଂ ଏହି ଅଞ୍ଚଳ ପାଇଁ ଗର୍ବ ଓ ଗୋ÷ରବ ଆଣିଦେଇଛନ୍ତି । ଆମେ ଉଦୀୟମାନ କ୍ରିକେଟ ଖେଳାଳିଙ୍କୁ ନେଇ ଭୁବନେଶ୍ୱରରେ ଏକ ସଫଳ ଶିବିର ଆୟୋଜନ ଆଶା ରଖୁଛୁ ଯେଉଁମାନେ ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସରେ ଉନ୍ନତ ତାଲିମ ଲାଭ କରିବେ । ମର୍ଲିନ ରାଇଜରେ ଆମେ ଯୁବରାଜ ସିଂ ଏବଂ ତାଙ୍କ ଟିମ୍ର ମାର୍ଗଦର୍ଶନରେ କ୍ରିକେଟ ପ୍ରତିଭାମାନଙ୍କୁ ବ୍ୟାପକ ତାଲିମ ପ୍ରଦାନ କାର୍ଯ୍ୟ ଆୟୋଜନ କରିବା ନିମନ୍ତେ ଯୁବରାଜ ସିଂ ସେଣ୍ଟର ଅଫ ଏକ୍ସଲେନ୍ସ (ୱାଇଏସ୍ସିଇ)କୁ ସର୍ବାଧୁନିକ କ୍ରିକେଟ ତାଲିମ ଭିତ୍ତିଭୂମି ଓ ସମର୍ଥନ ଯୋଗାଣ ବ୍ୟବସ୍ଥାର ବିକାଶ କରିଛୁ ।”

Powered by Froala Editor

Tags Yuvraj Singh

Related articles Odisha News Lens 4.1

  •  ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ କୋର୍ଟ
    ଦେଶ-ଦେଶାନ୍ତର

    ଖାନ୍ ସାର୍‌ଙ୍କୁ ଆଗୁଆ ଜାମିନ ପ୍ରଦାନ କଲେ କୋର୍ଟ

    14715
    Jul 14, 2026
  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ...

    15445
    Jul 14, 2026
  • ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ...
    ଦେଶ-ଦେଶାନ୍ତର

    ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ...

    15027
    Jul 14, 2026
  • କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ବେପାରୀ
    ଦେଶ-ଦେଶାନ୍ତର

    କାକୁଡି ବିକ୍ରି କରି ଆଇଫୋନ ଧରିଛନ୍ତି ବେପାରୀ

    14474
    Jul 14, 2026
  • ଆସାମ ରାଇଫଲ୍ସ ନିକଟରେ ଆଇଇଡି ବିସ୍ଫୋରଣ, ଜଣେ ସହିଦ
    ଦେଶ-ଦେଶାନ୍ତର

    ଆସାମ ରାଇଫଲ୍ସ ନିକଟରେ ଆଇଇଡି ବିସ୍ଫୋରଣ, ଜଣେ ସହିଦ

    13763
    Jul 14, 2026
  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି
    ଦେଶ-ଦେଶାନ୍ତର

    ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି

    13815
    Jul 14, 2026
  • ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ବେଡସିଟ୍ ଚୋରି
    ଦେଶ-ଦେଶାନ୍ତର

    ୪ ବର୍ଷ ମଧ୍ୟରେ ଏସି କୋଚରୁ ୧.୨୭ କୋଟି ବେଡସିଟ୍ ଚୋରି

    14807
    Jul 14, 2026
  • ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ
    ଦେଶ-ଦେଶାନ୍ତର

    ଚଳନ୍ତା ଟ୍ରେନରେ ଅଗ୍ନି କୁଣ୍ଡ, ପୂଜାପାଠ

    15073
    Jul 14, 2026
  • ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ମା’
    ଦେଶ-ଦେଶାନ୍ତର

    ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ମା’

    14475
    Jul 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆସାମ ରାଇଫଲ୍ସ ନିକଟରେ ଆଇଇଡି ବିସ୍ଫୋରଣ, ଜଣେ ସହିଦ

    13763
    Jul 14, 2026
  • ବାଣିଜ୍ୟ

    ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13381
    Jul 14, 2026
  • ବାଣିଜ୍ୟ

    ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ ...

    15445
    Jul 14, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16974
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17586
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17640
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18040
    Sep 06, 2023

ବିଶେଷ

  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14549
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14841
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15592
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15700
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15512
    Jul 05, 2026

ବାଣିଜ୍ୟ

ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

ନୂଆଦିଲ୍ଲୀ: ଗ୍ରାହକମାନେ ଅଧିକରୁ ଅଧିକ ସୂର୍ଯ୍ୟ କିରଣ ଊଦ୍ଧ୍ୱର୍କୁ ଯାଇ ପାରମ୍ପରିକ ସୁରକ୍ଷା ଯୋଗାଇଦେଉଥିବା ତ୍ୱଚା ଯନôକାରୀ ଉତ୍ପାଦ ଆବଶ୍ୟକ କରୁଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଏକ ଅ ...

  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13381
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14656
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15845
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15712
    Jun 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍ୱାମୀର ହତ୍ୟାକାରୀ ସାଜିଲା ୯ ସନ୍ତାନର ମା’

    14475
    Jul 14, 2026
  • ଓମାର ଅବଦୁଲ୍ଲାଙ୍କୁ ବିଜେପି ତରଫରୁ ଆଇନଗତ ନୋଟିସ୍‌ ଜାରି

    13815
    Jul 14, 2026
  • ତାମିଲନାଡୁରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷିଦ୍ଧ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ଜାରି

    15027
    Jul 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In