Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, August 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପୁଣି ରାଗରେ ତମତମ ହେଲେ ଜୟା, ଏମିତି କହିଲେ ...

  • କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ...

  • ବହୁ ବିବାଦ ପରେ ବି ରିଲିଜ୍ ହେବ ‘ଅବୀର ...

  • ୧୨୪ ବର୍ଷୀୟା ଭୋଟରଙ୍କୁ ନେଇ ଚର୍ଚ୍ଚା

  • ଝିଅ ଜନ୍ମ ଖୁସି, ଆଶୀର୍ବାଦ ଦେବାକୁ ଆସିଲେ ...

  • ଅରମାନଙ୍କ ସମେତ ଦୁଇ ପତ୍ନୀଙ୍କୁ କୋର୍ଟ ...

  • ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ ...

  • ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ...

ଖେଳ ଖବର
Home ›› ଖେଳ ଖବର ››ସ୍ପୋର୍ଟସ ଲଗଅନ ପୁରସ୍କାର ୨୦୨୪ ପ୍ରଦାନ

ସ୍ପୋର୍ଟସ ଲଗଅନ ପୁରସ୍କାର ୨୦୨୪ ପ୍ରଦାନ

2024-10-20 15:50:25
21942
Share:
Facebook
Twitter
E-Mail
WhatsApp
Telegram
ସ୍ପୋର୍ଟସ ଲଗଅନ ପୁରସ୍କାର ୨୦୨୪ ପ୍ରଦାନ

ଆଜି କଳିଙ୍ଗ ଷ୍ଟାଡିୟମ୍ ପରିସର ରେ ଥିବା ଟେନିସ ସେଣ୍ଟର୍  ଅଡିଟୋରିୟମ ଠାରେ ସ୍ପୋର୍ଟସ ଲଗଅନ୍ ପୁରସ୍କାର ୨୦୨୪  ପ୍ରଦାନ  ଉତ୍ସବ ବହୁ ଆଡ଼ମ୍ବର ରେ ଶେଷ ହୋଇଛି।  ୫ଟି ବର୍ଗରେ  ସ୍ପୋର୍ଟସ ଲଗଅନ ପୁରସ୍କାର ପ୍ରଦାନ କରାଯାଉଛି। ସେହି ପୁରସ୍କାର ମଧ୍ୟରୁ ଗୋଟିଏ ହେଉଛି  କୁମୁଦିନୀ ମିଶ୍ର କ୍ରୀଡା ପ୍ରତିଭା ପୁରସ୍କାର। ଏହି ପୁରସ୍କାର  ଗ୍ରହଣ କରିଚନ୍ତି ସନ୍ତରଣର ଭବିଷ୍ୟତ ମୋଷ୍ଟ ଟ୍ୟାଲେଣ୍ଟଡ ସୁଇମର୍ ମନତା ମିଶ୍ର । ଏହି ପୁରସ୍କାର ବାବଦକୁ  ୧୫ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି।

ସେହିପରି ସ୍ପୋର୍ଟସ ଲଗଅନ ଉଦିୟମାନ କ୍ରୀଡାବିତ ଭାବେ ପୁରସ୍କାର ଗ୍ରହଣ କଲେ ପାରାଆଥଲେଟ ସୁଚିତ୍ରା ପରିଡ଼ା। ସୁଚିତ୍ରା ୱିଲ ଚେୟାରରେ ବସି ଓଡିଶା ପାଇ। ଅନେକ ଜାତୀୟ ଏବଂ ଆନ୍ତର୍ଜାତୀୟ ପ୍ରତିଯୋଗତା ରେ ପଦକ ଜିଣିଛନ୍ତି।୨୦୨୩ ଓ ୨୪ ବର୍ଷର ସ୍ପୋର୍ଟସ ଲଗଅନ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପାଇଲେ ଆଲିମ୍ପିଆନ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା କିଶୋର ଜେନା। ସେ ଅନୁପସ୍ଥିତ ଥିବା ହେତୁ ତାଙ୍କ ବାପା କିଶୋର ଜେନା ପୁରସ୍କାର ଗ୍ରହଣ କରିଥିଲେ।  ସ୍ପୋର୍ଟସ ଲଗଅନ କୋଚ୍  ପୁରସ୍କାର ପାଇଲେ   ଶୁଭେନ୍ଦୁ ପଣ୍ଡା । ଓଡିଶା ଫୁଟବଲ ର ଚିତ୍ର ବଦଳାଇ ଥିବା ଏବଂ  ଭାରତୀୟ ଜୁନିଅର ଫୁଟବଲ୍ ଦଳର କୋଚ୍ ଭାବେ ସଫଳତା ଆଣିଛନ୍ତି।  ସ୍ପୋର୍ଟସ ଲଗଅନ ପ୍ଲେୟାର ଅଫ ଦି ବାଏଗନ୍ ଏରା ପୁରସ୍କାର ପାଇବେ ଓଡିଶା ର ପୂର୍ବତନ ଭଲିବଲ ଖେଳାଳି ଦୁଃଖୀଶ୍ୟାମ ମଲ୍ଲିକ । ସେହି ପୁରସ୍କାର ଗ୍ରହଣ କଲେ ଝିଅ ଆଶା ମଲ୍ଲିକ।


ଏହି ୪କ୍ରୀଡାବିତ୍ ଙ୍କୁ ୨୫ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା।


ସ୍ପୋର୍ଟସ ଲଗଅନ ପୁରସ୍କାର ପ୍ରଦାନ ଉତ୍ସବରେ  ମୁଖ୍ୟ ଅତିଥି ଭାବେ  ବିଜୁ ପଟ୍ଟନାୟକ  ରାଜ୍ୟ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରର ର ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା (IPS) SNM  ଗ୍ରୁପର ନିର୍ଦ୍ଦେଶକ ପ୍ରବୋଧ ମହାନ୍ତି, ପୂର୍ବତନ ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର, ଅନୁଗୁଳ ସୁକିନ୍ଦା ରେଳବାଇ ଲିମିଟେଡ ଏମ ଡି ଦିଲ୍ଲୀପ ସାମନ୍ତରାୟ, , ସମାଜ ସେବୀ କୁମୁଦିନୀ ମିଶ୍ର ଏବଂ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ରେ ରେସିଡେଣ୍ଟ୍ ଏଡ଼ିଟର ଶିବ ମହାନ୍ତି ଏବଂ କ୍ରୀଡା ସାମ୍ବାଦିକ ତନ୍ମୟ ଦାସ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। 


୨୦୧୨ମସିହାରୁ ସ୍ପୋର୍ଟସ ଲଗଅନ ପୁରସ୍କାର ପ୍ରଦାନ କରାଯାଇ ଆସୁଥିଲା। କରୋନା ଆସିବା ବର୍ଷ ଠାରୁ ପ୍ରାୟ ୪ବର୍ଷ ପୁରସ୍କାର ପ୍ରଦାନ ବନ୍ଦ ରହିଥିଲା।। ଦୀର୍ଘ  ୪ବର୍ଷ ବ୍ୟବଧାନ ପରେ ପୁଣି ଥରେ ଏହି ବର୍ଷ ସ୍ପୋର୍ଟସ ଲଗଅନ ପୁରସ୍କାର ପ୍ରଦାନ କରାଯାଇଥିଲା।

Powered by Froala Editor

Tags Sportslogon, Sports award

Related articles Odisha News Lens 4.1

  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା
    ବିଶେଷ

    ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15247
    Aug 13, 2025
  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....
    ବିଶେଷ

    ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13502
    Aug 13, 2025
  • ଅରମାନଙ୍କ ସମେତ ଦୁଇ ପତ୍ନୀଙ୍କୁ କୋର୍ଟ ସମନ
    ମନୋରଞ୍ଜନ

    ଅରମାନଙ୍କ ସମେତ ଦୁଇ ପତ୍ନୀଙ୍କୁ କୋର୍ଟ ସମନ

    15421
    Aug 13, 2025
  • ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ
    ଦେଶ-ଦେଶାନ୍ତର

    ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ

    15519
    Aug 13, 2025
  • ପୁଣି ରାଗରେ ତମତମ ହେଲେ ଜୟା, ଏମିତି କହିଲେ କଙ୍ଗନା
    ଦେଶ-ଦେଶାନ୍ତର

    ପୁଣି ରାଗରେ ତମତମ ହେଲେ ଜୟା, ଏମିତି କହିଲେ କଙ୍ଗନା

    14643
    Aug 13, 2025
  • ୧୨୪ ବର୍ଷୀୟା ଭୋଟରଙ୍କୁ ନେଇ ଚର୍ଚ୍ଚା
    ଦେଶ-ଦେଶାନ୍ତର

    ୧୨୪ ବର୍ଷୀୟା ଭୋଟରଙ୍କୁ ନେଇ ଚର୍ଚ୍ଚା

    13541
    Aug 13, 2025
  • ବହୁ ବିବାଦ ପରେ ବି ରିଲିଜ୍ ହେବ ‘ଅବୀର ଗୁଲାଲ’
    ମନୋରଞ୍ଜନ

    ବହୁ ବିବାଦ ପରେ ବି ରିଲିଜ୍ ହେବ ‘ଅବୀର ଗୁଲାଲ’

    15278
    Aug 13, 2025
  • କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ
    ଖେଳ ଖବର

    କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ

    14057
    Aug 13, 2025
  • ଝିଅ ଜନ୍ମ ଖୁସି, ଆଶୀର୍ବାଦ ଦେବାକୁ ଆସିଲେ ୨୧ ଗାଁର ଲୋକ
    ଦେଶ-ଦେଶାନ୍ତର

    ଝିଅ ଜନ୍ମ ଖୁସି, ଆଶୀର୍ବାଦ ଦେବାକୁ ଆସିଲେ ୨୧ ଗାଁର ଲୋକ

    15316
    Aug 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଅରମାନଙ୍କ ସମେତ ଦୁଇ ପତ୍ନୀଙ୍କୁ କୋର୍ଟ ସମନ

    15421
    Aug 13, 2025
  • ଦେଶ-ଦେଶାନ୍ତର

    ଭାରତ-ଆମେରିକା ତିକ୍ତତା ମଧ୍ୟରେ ମୋଦୀ କରିବେ ଆମେରିକା ଗସ୍ତ

    15519
    Aug 13, 2025
  • ଖେଳ ଖବର

    କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ

    14057
    Aug 13, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16666
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16774
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17108
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15582
    Apr 03, 2021

ବିଶେଷ

  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15247
    Aug 13, 2025
  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13502
    Aug 13, 2025
  • ଗର୍ଭାବସ୍ଥାରେ ମହିଳାମାନେ କାହିଁକି କରନ୍ତି ବାନ୍ତି

    14060
    Aug 12, 2025
  • ୪୦ ପରେ ମହିଳା ଖାଆନ୍ତୁ ଏହି ଖାଦ୍ୟ, ରହିଛି ଭରପୁର ଭିଟାମିନ

    15309
    Aug 11, 2025
  • ଏମାନଙ୍କୁ ରସୁଣ ଖାଇବା ମନା

    15466
    Aug 11, 2025

ବାଣିଜ୍ୟ

ଭାସମଲ ବିଦ୍ୟା ବାଲାନ୍ଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି

ମୁମ୍ବାଇ : ଭାସମଲ, ଭାରତର ଏକ ସବୁଠାରୁ ବିଶ୍ୱାସଯୋଗ୍ୟ ହେୟାର କଲର ବ୍ରାଣ୍ଡ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ଏହାର ବଂଶାନୁକ୍ରମିକତାକୁ ପ୍ରଶସ୍ଥ କରିବା ସହିତ, ଏହାର ଏଇ ନିକଟରେ ଉପସ୍ଥାପିତ ବୈଶିଷ୍ଟ୍ୟକାରୀ ବ୍ରା ...

  • ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

    14729
    Aug 06, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14537
    Aug 01, 2025
  • ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଭୁବନେଶ୍ୱରରେ ଚାରିଟି ନୂଆ ପୋଲିସ ବୁଥ୍‌ ସହିତ ସଡ଼କ ସୁରକ୍ଷାକୁ ପରିବର୍ଦ୍ଧିତ କଲା

    14271
    Jul 28, 2025
  • ଦୁର୍ଗମ ଅଞ୍ଚଳରେ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛ ୟୁଏଆଇଏଲ୍‌ର ‘ନିରୋଗଶାଳା’

    14738
    Jul 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶାଶୁକୁ ହତ୍ୟା କଲା ଡାକ୍ତର ଜ୍ୱାଇଁ

    15401
    Aug 13, 2025
  • ବିଳମ୍ବରେ ଭୋଜନ କଲେ ହୋଇଥାଏ ଏହି ଅସୁବିଧା

    15247
    Aug 13, 2025
  • ଘର ସଜାଇବାକୁ ନେଇ କିଛି ବାସ୍ତୁ ଟିପ୍ପ ଜାଣନ୍ତୁ .....

    13502
    Aug 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In