ଏଣିକି ଆସାମ ଆସିଥିବା ବାଂଲାଦେଶୀଙ୍କୁ ମିଳିବ ନାଗରିକତା
ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ତାହା ହେଲା ୬(ଏ) ଆଇନ ସାମ୍ବିଧାନିକଭାବେ ବୈଧ । ଏଣିକି ଆସାମ ଆସିଥିବା ବାଂଲାଦେଶୀଙ୍କୁ ନାଗରିକତା ମିଳିବ । ୧୯୬୬ରୁ ୧୯୭୧ ମଧ୍ୟରେ ଆସିଥିଲେ ନାଗରିକତା ମିଳିବ । ଅନ୍ୟପକ୍ଷରେ ୧୯୭୧ ମାର୍ଚ୍ଚ ୨୫ ପରେ ଆସିଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । କେବଳ ସେତିକି ନୁହେଁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରତର୍ପଣ ଲାଗି ସୁପ୍ରିମକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।
Powered by Froala Editor