Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ...

  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ...

  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

  • ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

  • ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା

  • ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ

  • ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ...

  • ୫ଦିନ ବନ୍ଦ ରହିବ ବ୍ୟାଙ୍କ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ...

  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

ବାଣିଜ୍ୟ
Home ›› ବାଣିଜ୍ୟ ››ମିଭି ଏକ ନୀରବ ବିଜ୍ଞାପନ ଚଳଚ୍ଚିତ୍ର ସହିତ ପ୍ରଚଳନ କରୁଛି ‘ହିୟର କ୍ଲିୟର’, ବୈପ୍ଳବିକ ସୁପରପଡ୍‌‌ସ୍‌‌ ଇମର୍ସିଓ ଟିଡବ୍ଲ୍ୟୁଏସ୍‌‌ ଶୁଭାରମ୍ଭ କଲା

ମିଭି ଏକ ନୀରବ ବିଜ୍ଞାପନ ଚଳଚ୍ଚିତ୍ର ସହିତ ପ୍ରଚଳନ କରୁଛି ‘ହିୟର କ୍ଲିୟର’, ବୈପ୍ଳବିକ ସୁପରପଡ୍‌‌ସ୍‌‌ ଇମର୍ସିଓ ଟିଡବ୍ଲ୍ୟୁଏସ୍‌‌ ଶୁଭାରମ୍ଭ କଲା

2024-09-24 12:00:21
14528
Share:
Facebook
Twitter
E-Mail
WhatsApp
Telegram
ମିଭି ଏକ ନୀରବ ବିଜ୍ଞାପନ ଚଳଚ୍ଚିତ୍ର ସହିତ ପ୍ରଚଳନ କରୁଛି ‘ହିୟର କ୍ଲିୟର’, ବୈପ୍ଳବିକ ସୁପରପଡ୍‌‌ସ୍‌‌ ଇମର୍ସିଓ ଟିଡବ୍ଲ୍ୟୁଏସ୍‌‌ ଶୁଭାରମ୍ଭ କଲା

ହାଇଦରାବାଦ : ଏକ ଅଗ୍ରଣୀ ଭାରତୀୟ ଉପଭୋକ୍ତା ଇଲେକଟ୍ରୋନିକ୍ସ ବ୍ରାଣ୍ଡ୍‌‌ ମିଭି (ଏମଆଇଭିଆଇ) ତାହାର ସଦ୍ୟତମ ରାଷ୍ଟ୍ରୀୟ ଅଭିଯାନ ‘ହିୟର କ୍ଲିୟର’କୁ ଏକ ନୀରବ ବିଜ୍ଞାପନ ଫିଲ୍ମ (ସାଇଲେଣ୍ଟ ଆଡ ଫିଲ୍ମ) ସହିତ ଶୁଭାରମ୍ଭ କରିଛି, ଅଡିଓ ଡିଭାଇସ ଶିଳ୍ପରେ ଏହା ଏହି ଧରଣର ପ୍ରଥମ ଉତ୍ପାଦ। ଏହି ଚଳଚ୍ଚିତ୍ର ଜରିଆରେ ମିଭି ‘ହିୟର ଆଜ୍‌‌ କ୍ଲିୟର ଆଜ୍‌‌ ଫକ୍ସ’ ବାର୍ତ୍ତାକୁ ପ୍ରୋତ୍ସାହିତ କରୁଛି ଏବଂ ଏହିଭଳି ଭାବରେ ସଦ୍ୟତମ ଛାମୁଆ ଟିଡବ୍ଲ୍ୟୁଏସ୍‌‌ ‘ସୁପରପଡ୍‌‌ସ୍‌‌ ଇମର୍ସିଓ’ ଶୁଭାରମ୍ଭ ସହିତ ଗ୍ରାହକଙ୍କୁ ସ୍ପଷ୍ଟତାର ପରବର୍ତ୍ତୀ ସ୍ତରକୁ ନେଇଯିବା ନିମନ୍ତେ ପ୍ରେରିତ କରୁଛି। ତାହାର ଅଧୁନାତମ ଫ୍ଲାଗସିପ୍‌‌ ଟିଡବ୍ଲ୍ୟୁଏସ୍‌‌ ଇୟରବଡ୍‌‌ସ୍‌‌ ବର୍ଗ ସୁପରପଡ୍‌‌ସ୍‌‌ ପ୍ରଚଳନ ସହିତ ମିଭି ପ୍ରିମିୟମ ଟିଡବ୍ଲ୍ୟୁଏସ୍‌‌ ଶ୍ରେଣୀରେ ୧୦% ବଜାର ଅଂଶ ଦଖଲ କରିବା ଲକ୍ଷ୍ୟ ରଖିଛି। 

ଏହି ଆକର୍ଷଣୀୟ ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ରହସ୍ୟପୂର୍ଣ୍ଣ ଜଙ୍ଗଲକୁ ନେଇଯାଉଛି, ଯେଉଁଠାରେ ଜଣେ ଯୁବ ଦୁଃସାହସୀ କୋକିଶିଆଳିମାନଙ୍କୁ ଦେଖି ଚକିତ ହେବା ସହିତ ସେମାନଙ୍କ ସହିତ ମିଶି ନୃତ୍ୟ କରୁଛନ୍ତି। ସେ ସେମାନଙ୍କ ସହିତ ଯୋଗଦେବା ଅବସରରେ ଏକ କୋକିଶିଆଳି ତାଙ୍କୁ ଏକ ସୁପରପଡ୍‌‌ସ୍‌‌ ଇମର୍ସିଓ ଟିଡବ୍ଲ୍ୟୁଏସ୍‌‌ ଉପହାର ଆକାରରେ ପ୍ରଦାନ କରୁଛି ଏବଂ ସେ କୋକିଶିଆଳିର ତୀବ୍ର ସ୍ୱରକୁ ସ୍ପଷ୍ଟ ଭାବରେ ଶୁଣିବାର ଅନୁଭୂତି ପାଉଛନ୍ତି। ଚଳଚ୍ଚିତ୍ରରେ ତ୍ରୁଟିଶୂନ୍ୟ ଭାବରେ ଚମତ୍କୃତ କଲାଭଳି ଦୃଶ୍ୟରାଜି, ଧରି ରଖିବାଭଳି ନୃତ୍ୟ ନିର୍ଦ୍ଦେଶନା ଏବଂ ଏକ ମନଲୋଭା କାହାଣୀର ସମାହାର ଘଟିଛି।

ମିଭିର ‘ହିୟର କ୍ଲିୟର’ ଅଭିଯାନ ସୁପରପଡ୍‌‌ସ୍‌‌ ଇମର୍ସିଓ ଜରିଆରେ ଅତୁଳନୀୟ ଶବ୍ଦର ସ୍ପଷ୍ଟତା ଏବଂ ଅନ୍ତର୍ନିବିଷ୍ଟ ଅନୁଭୂତି ଉପରେ ଗୁରୁତ୍ୱ ଦେଉଛି ଯାହା ଡଲ୍‌‌ବି ଅଡିଓ ଦ୍ୱାରା ସଶକ୍ତ ହୋଇଛି। ଏହି ବ୍ରାଣ୍ଡ୍‌‌ ଅଭୂତପୂର୍ବ ଶବ୍ଦରେ ସ୍ପଷ୍ଟତାକୁ ଉନ୍ନୀତ ହେବା ନିମନ୍ତେ ଗ୍ରାହକଙ୍କୁ ଉତ୍ସାହିତ କରି ଦେଶର ଅଡିଓ ଦୃଶ୍ୟପଟ୍ଟ ସଞ୍ଜ୍ଞା ପୁନଃ ନିର୍ଦ୍ଧାରଣ କରିବା ଲକ୍ଷ୍ୟ ରଖିଛି।

ଚଳଚ୍ଚିତ୍ରରେ ପ୍ରଦର୍ଶିତ ଫ୍ଲାଗସିପ୍‌‌ ଟିଡବ୍ଲ୍ୟୁଏସ୍‌‌ ଇୟରବଡ୍‌‌ସ୍‌‌ ସୁପରପଡ୍‌‌ସ୍‌‌ ଇମର୍ସିଓର ବୈଶିଷ୍ଟ୍ୟାବଳୀ:

-    ଡଲ୍‌‌ବି ଅଡିଓ: ଆପଣଙ୍କ କର୍ଣ୍ଣରେ ଥିଏଟର-ଭଳି ଶବ୍ଦ 

-    ୩ଡି ସାଉଣ୍ଡଷ୍ଟେଜ: ମିଭିର ସିଗ୍‌‌ନେଚର ସାଉଣ୍ଡ ଯାହା ଆପଣଙ୍କୁ ପ୍ରତ୍ୟେକଟି ବାଦ୍ୟଯନ୍ତ୍ର ସ୍ପଷ୍ଟ ଭାବରେ ଶୁଣିବା ସୁଯୋଗ ଦେଉଛି।

-    ୬୦ ଆୱାରସ୍‌‌ ପ୍ଲେଟାଇମ: ଓଟିଟିଗୁଡିକରେ ଅସରନ୍ତି କାର୍ଯ୍ୟକ୍ରମ ଉପଭୋଗ କରିବା

-    ୟୁନିବଡି ମେଟାଲ ଡିଜାଇନ: ଆୱାରଗ୍ଲାସ୍‌‌ ସହିତ ଇୟରବଡ୍‌‌ସ୍‌‌ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଏବଂ ସମ୍ପୂର୍ଣ୍ଣ ଫିଟ୍‌‌ ହେଉଛି।

ଏହି ପ୍ରଚାର ଅଭିଯାନ ପଛରେ କାହାଣୀ ସମ୍ପର୍କରେ ପଚାରିବାରେ ମିଧୁଲା ଦେବଭକ୍ତୁନି, ସହ-ପ୍ରତିଷ୍ଠାତା ଏବଂ ସିଏମ୍‌‌ଓ, ମିଭି ନିଜ ଉତ୍ତରରେ କହିଥିଲେ, “ଏକ ନୀରବ ବିଜ୍ଞାପନ ଚଳଚ୍ଚିତ୍ର ପ୍ରସ୍ତୁତ କରିବା ସମ୍ପର୍କରେ ଚିନ୍ତା କରିବା ଏକ ସହଜ ନିଷ୍ପତ୍ତି ନଥିଲା, କାରଣ ଗ୍ରାହକମାନେ ଏଭଳି ଅଡିଓ ଉପକରଣକୁ କିଭଳି ଗ୍ରହଣ କରିବେ ତାହା ସମ୍ପୂର୍ଣ୍ଣ ଭାବରେ ସନ୍ଦେହରେ ରହିଥିଲା। ଏକ ଭିନ୍ନ ତଥାପି ଫଳପ୍ରଦ ଉପାୟରେ ଏହାକୁ ପ୍ରୋତ୍ସାହିତ କରିବା ଏକ ଆହ୍ୱାନ ଥିଲା। ମୁଁ ଖୁସି ଯେ ଆମେ ଏହାକୁ ସଠିକ ଭାବରେ ଉପସ୍ଥାପିତ କରିଛୁ। ମୋର ପୂର୍ଣ୍ଣ ବିଶ୍ୱାସ, ଏହି ବିଜ୍ଞାପନ ଚଳଚ୍ଚିତ୍ର ଦର୍ଶକମାନଙ୍କ ମନକୁ ଏଭଳି ଏକ ସ୍ତରରେ ସ୍ପଷ୍ଟ କରିବ ଯାହା ପ୍ରଚଳିତ ବ୍ୟବସ୍ଥା ଠାରୁ ଭିନ୍ନ।”

ହିୟର କ୍ଲିୟର (ସ୍ପଷ୍ଟ ଭାବରେ ଶୁଣିବା) ଅଭିଯାନ ସମଗ୍ର ଟେଲିଭିଜନ, ଡିଜିଟାଲ ପ୍ଲାଟଫର୍ମ, ମୁଦ୍ରିତ ଗଣମାଧ୍ୟମ ଏବଂ ଆଉଟ୍‌‌ଡୋର ବିଜ୍ଞାପନରେ ପ୍ରଦର୍ଶିତ ହେବ। ସୁପରପଡ୍‌‌ସ୍‌‌ ଇମର୍ସିଓ ଅନ୍ୟାନ୍ୟ ସୁପରପଡ୍‌‌ସ୍‌‌ ଫ୍ଲାଗସିପ୍‌‌ଗୁଡିକ ସହିତ ସମ୍ପ୍ରତି ମିଭିର ଅଫିସିଆଲ୍‌‌ ୱେବସାଇଟ, ଅଗ୍ରଣୀ ରିଟେଲ ଷ୍ଟୋରସମୂହ ଏବଂ ଫ୍ଲିପକାର୍ଟ ଓ ଆମାଜନ ସହିତ ମାର୍କେଟପ୍ଲେସ୍‌‌ଗୁଡିକରେ ଉପଲବ୍ଧ ହେଉଛି।

Powered by Froala Editor

Tags Mivi

Related articles Odisha News Lens 4.1

  • ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା
    ଦେଶ-ଦେଶାନ୍ତର

    ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା

    13759
    Sep 21, 2026
  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...
    ଦେଶ-ଦେଶାନ୍ତର

    ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...

    13600
    Sep 21, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14564
    Sep 21, 2026
  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ
    ଦେଶ-ଦେଶାନ୍ତର

    ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

    13686
    Sep 20, 2026
  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ
    ଦେଶ-ଦେଶାନ୍ତର

    ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

    13643
    Sep 21, 2026
  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...
    ରାଜନୀତି

    ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...

    14585
    Sep 21, 2026
  • ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍
    ଦେଶ-ଦେଶାନ୍ତର

    ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍

    14419
    Sep 21, 2026
  • ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ
    ଦେଶ-ଦେଶାନ୍ତର

    ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

    13343
    Sep 21, 2026
  •  ୫ଦିନ ବନ୍ଦ ରହିବ ବ୍ୟାଙ୍କ
    ଦେଶ-ଦେଶାନ୍ତର

    ୫ଦିନ ବନ୍ଦ ରହିବ ବ୍ୟାଙ୍କ

    14369
    Sep 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍

    14419
    Sep 21, 2026
  • ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14564
    Sep 21, 2026
  • ଦେଶ-ଦେଶାନ୍ତର

    ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

    13343
    Sep 21, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17111
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17798
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17774
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18182
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14564
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14425
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14677
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16302
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14826
    Sep 06, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15607
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15366
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14656
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14331
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍

    14419
    Sep 21, 2026
  • ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ

    15237
    Sep 21, 2026
  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

    13643
    Sep 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In