ଶ୍ରମିକଙ୍କ ଉପରେ ଖସି ପଡ଼ିଲା ବଡ ପିଲାର, ଦୁଇ ମୃତ, ୫ ଗୁରୁତର
ଭୁବନେଶ୍ବର: ଝାରସୁଗୁଡା ଓଡ଼ିଶା ମେଟାଲିକ୍ସ କାରଖାନାରେ ଅଘଟଣ। କାମ କରିବା ବେଳେ ଶ୍ରମିକଙ୍କ ଉପରେ ଖସି ପଡ଼ିଲା ବଡ ପିଲାର। ଫଳରେ ଘଟଣା ସ୍ଥଳରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ପିଲାର କିଭଳି ଓ କେଉଁ ପରିସ୍ଥିତିରେ ଖସିଲା ତାହାର କାରଣ ଜଣାପଡ଼ିନାହିଁ।
Powered by Froala Editor