ଏଟିଏମରୁ ୬ ଲକ୍ଷ ଲୁଟ୍

ସୁନ୍ଦରଗଡ : ଏଟିଏମ୍ କାଟି ଲୁଟି ନେଲେ ୬ ଲକ୍ଷ ଟଙ୍କା। ପଞ୍ଜାବ ନେସନାଲ ବ୍ୟାଙ୍କର ଏଟିଏମରୁ ଏହି ଲୁଟ୍ ହୋଇଛି। ଏଟିଏମ୍ କାଟି ୬ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ରାତିରେ ଗ୍ୟାସ କଟର ସାହାଯ୍ୟରେ ଏଟିଏମ୍ ମେସିନ କାଟି ଲୁଟ ହୋଇଛି। ସୁନ୍ଦରଗଡ଼ ଟାଉନ ଥାନା ସୁନରିପଡ଼ା ଅଭିନନ୍ଦନ ହୋଟେଲ ନିକଟରୁ ଏହି ଲୁଟ୍ ହୋଇଥିବା ବେଳେ ଖବର ପାଇ ଟାଉନ ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor