Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, February 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ...

  • ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର

  • ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

  • ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ...

  • ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ...

  • ଡିହାଇଡ୍ରେସନର ଶିକାର ହୋଇ ହସ୍ପିଟାଲରେ ...

  • ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ...

  • ପୁଣି ବଢିଲା ସୁନା ଓ ରୂପା ଦର, ଜାଣନ୍ତୁ ...

  • ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକିଂ ...

  • ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ ...

Home ›› ››ଏଣିକି ଘରେ ବସି ମଦ ଅର୍ଡର : ୧୦ ମିନିଟରେ ପହଞ୍ଚିବ ମଦ ସାଙ୍ଗକୁ ‘ଚାଖଣା’

ଏଣିକି ଘରେ ବସି ମଦ ଅର୍ଡର : ୧୦ ମିନିଟରେ ପହଞ୍ଚିବ ମଦ ସାଙ୍ଗକୁ ‘ଚାଖଣା’

2024-07-16 18:49:15
15952
Share:
Facebook
Twitter
E-Mail
WhatsApp
Telegram
ଏଣିକି ଘରେ ବସି ମଦ ଅର୍ଡର : ୧୦ ମିନିଟରେ ପହଞ୍ଚିବ ମଦ ସାଙ୍ଗକୁ ‘ଚାଖଣା’

ଘରେ ବସି ଏଣିକି ହୋମ ଡେଲିଭରୀ କରିପାରିବେ ଗ୍ରାହକ । ସ୍ୱିଗି-ଜୋମାଟୋ ଏବଂ ବିଗ୍ ବାସ୍କେଟ ଭଳି ଅନଲାଇଡ଼୍ ଫୁଡ ଡେଲିଭରୀ ଆପ୍ ଏହି ସୁବିଧା ଉପଲବ୍ଧ କରିବାକୁ ଯାଉଛି । ଅର୍ଡର କରିବାର ମାତ୍ର ୧୦ ମିନିଟ ଭିତରେ ଗ୍ରାହକଙ୍କ ଘରେ ପହଞ୍ଚିବ ମଦ । ଗ୍ରାହକଙ୍କ ଡିମାଣ୍ଡକୁ ନଜରରେ ରଖି ମଦ ଏବଂ ଚାଖଣାର ହୋମ୍ ଡେଲିଭରୀ କରିବା ନେଇ ଚର୍ଚ୍ଚା ହେଉଛି ।ବର୍ତ୍ତମାନ ଦିଲ୍ଲୀ, କର୍ଣ୍ଣାଟକ, ହରିୟାଣା, ପଞ୍ଜାବ, ତାମିଲନାଡୁ, ଗୋଆ ଏବଂ କେରଳ ଇତ୍ୟାଦି ରାଜ୍ୟରେ ମଦ ହୋମ୍ ଡେଲିଭରୀ କରିବା ପାଇଁ ବ୍ୟବସ୍ଥା କରାଯାଉଛି ।

ତେବେ ବର୍ତ୍ତମାନ ଏହି ସୁବିଧା କିଛିଟା ସହରରେ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଲଞ୍ଚ୍ କରାଯିବ । ପରେ ଏହାକୁ ବିସ୍ତାର କରାଯାଇ ଦେଶର ଅନ୍ୟ ସହର ଗୁଡ଼ିକରେ ଉପଲବ୍ଧ କରାଯିବ ବୋଲି ପ୍ଲାନ ରହିଛି । ଅଧିକାରୀମାନେ ବର୍ତ୍ତମାନ ଏହାର ଲାଭ-କ୍ଷତି ଉପରେ ଆକଳନ କରୁଛନ୍ତି । ତେବେ ମଦକୁ ହୋମ୍ ଡେଲିଭରୀ କରାଇବା ଏତେ ସହଜ ହେବନାହିଁ । ଏହି ସୁବିଧା ଉପଲବ୍ଧ କରିବା ପୂର୍ବରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ହେବ । କେୱାଇସି, ଲିମିଟ୍, ନିୟମ ଆଦି ନିଶ୍ଚିତ କରିବାକୁ ପଡ଼ିବ ଏବଂ ଏହାକୁ ସଠିକ ଭାବରେ ପାଳନ କରିବାକୁ ହେବ । ଯଦି ପରୀକ୍ଷା ସଫଳ ହୁଏ ତେବେ ସାରା ଦେଶରେ ଅନଲାଇନ୍ ଅର୍ଡର ଦ୍ବାରା ଏବଂ ମଦ ଡେଲିଭରି ଆରମ୍ଭ ହେବ।


Powered by Froala Editor

Tags beer

Related articles Odisha News Lens 4.1

  • ୧୦ରୁ ୧୫%କୁ ବଢ଼ିଲା ଟାରିଫ୍
    ଦେଶ-ଦେଶାନ୍ତର

    ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

    13385
    Feb 22, 2026
  • ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା
    ଦେଶ-ଦେଶାନ୍ତର

    ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା

    14388
    Feb 22, 2026
  • ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୨ଆତଙ୍କୀ ନିହତ
    ଦେଶ-ଦେଶାନ୍ତର

    ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୨ଆତଙ୍କୀ ନିହତ

    14794
    Feb 22, 2026
  • ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ
    ଦେଶ-ଦେଶାନ୍ତର

    ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

    13446
    Feb 22, 2026
  • ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର
    ମନୋରଞ୍ଜନ

    ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର

    13674
    Feb 22, 2026
  • ଡିହାଇଡ୍ରେସନର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାଓ୍ବାର
    ଦେଶ-ଦେଶାନ୍ତର

    ଡିହାଇଡ୍ରେସନର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାଓ୍ବାର

    14362
    Feb 22, 2026
  • ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକିଂ କରନ୍ତୁ ଇପିଏଫ୍ ବାଲାନ୍ସ
    ଦେଶ-ଦେଶାନ୍ତର

    ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକିଂ କରନ୍ତୁ ଇପିଏଫ୍ ବାଲାନ୍ସ

    14840
    Feb 21, 2026
  • ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ କହିଲେ ସ୍ଵାମୀ, ଛୁରୀରେ ଆକ୍ରମଣ କଲେ ସ୍ତ୍ରୀ
    ଦେଶ-ଦେଶାନ୍ତର

    ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ କହିଲେ ସ୍ଵାମୀ, ଛୁରୀରେ ଆକ୍ରମଣ କଲେ ସ୍ତ୍ରୀ

    14026
    Feb 21, 2026
  • ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ଜାଳିଦେଲା ଗୁପ୍ତାଙ୍ଗ
    ଅପରାଧ

    ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ଜାଳିଦେଲା ଗୁପ୍ତାଙ୍ଗ

    14573
    Feb 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଡିହାଇଡ୍ରେସନର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାଓ୍ବାର

    14362
    Feb 22, 2026
  • ଦେଶ-ଦେଶାନ୍ତର

    ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

    13385
    Feb 22, 2026
  • ଦେଶ-ଦେଶାନ୍ତର

    ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକିଂ କରନ୍ତୁ ଇପିଏଫ୍ ବାଲାନ୍ସ

    14840
    Feb 21, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17348
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17418
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17760
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16235
    Apr 03, 2021

ବିଶେଷ

  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15817
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14453
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15221
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15935
    Feb 17, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15950
    Feb 14, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14961
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14474
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16084
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15369
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା

    14388
    Feb 22, 2026
  • ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

    13446
    Feb 22, 2026
  • ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ କହିଲେ ସ୍ଵାମୀ, ଛୁରୀରେ ଆକ୍ରମଣ କଲେ ସ୍ତ୍ରୀ

    14026
    Feb 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In