Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, October 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ ...

  • ଅପରେସନ୍ ବ୍ଲୁ ଷ୍ଟାରର ପ୍ରତିଶୋଧ ପୂର୍ବକ ...

  • ଗାଜାରେ ଚାଲିଥିବା ଘମାଘୋଟ ଯୁଦ୍ଧ ହେଲା ...

  • ଅଗଷ୍ଟ ୨୦୨୭ରେ ଚାଲିବ ଦେଶରେ ପ୍ରଥମ ବୁଲେଟ ...

  • ନୂଆପଡା ଉପନିର୍ବାଚନ: ପ୍ରକାଶ ପାଇଲା ...

  • ଦୁର୍ଗାପୁର ଗଣ ଦୁଷ୍କର୍ମ ଘଟଣା: ...

  • ଚିଆ ସିଡ୍ସରେ ଅଛି ଅଗଣିତ ଲାଭ

  • ଡାଇବେଟିସ୍‌ ରୋଗୀ ଏମିତି ନିଅନ୍ତୁ ଲିଭର ...

  • ତାଲିବାନ ଶାନ୍ତ ପଡ଼ିଲା, ଆକ୍ରମଣ ବନ୍ଦ

  • ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କ ଯତ୍ନ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆମ ସରକାର ସମ୍ବିଧାନର ସୁରକ୍ଷା ପାଇଁ ବଦ୍ଧ ପରିକର : ରାଷ୍ଟ୍ରପତି

ଆମ ସରକାର ସମ୍ବିଧାନର ସୁରକ୍ଷା ପାଇଁ ବଦ୍ଧ ପରିକର : ରାଷ୍ଟ୍ରପତି

2024-06-27 06:48:19
14896
Share:
Facebook
Twitter
E-Mail
WhatsApp
Telegram
ଆମ ସରକାର ସମ୍ବିଧାନର ସୁରକ୍ଷା ପାଇଁ ବଦ୍ଧ ପରିକର : ରାଷ୍ଟ୍ରପତି

ନୂଆଦିଲ୍ଲୀ:ଆଜି ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଜରୁରୀସ୍ଥିତି ଅସାମ୍ବିଧାନିକ ଥିଲା ବୋଲି କହିଛନ୍ତି । ୧୯୭୫ ମସିହାରେ ଲାଗୁକରାଯାଇଥିବା ଜରୁରୀସ୍ଥିତି ଅସାମ୍ବିଧାନିକ ଥିଲା । ସମ୍ବିଧାନ ପ୍ରତି ବିପଦ ଆସିଥିଲା । ତାହା ଇତିହାସରେ କଳା ଅଧ୍ୟାୟ ଥିଲା । ଜରୁରୀ ସ୍ଥିତି ଲାଗୁ କରାଯାଇ ସାରାଦେଶରେ ଭୟ ସୃଷ୍ଟି କରାଯାଇଥିଲା । ତେବେ ଆମ ସରକାର ସମ୍ବିଧାନର ସୁରକ୍ଷା ପାଇଁ ବଦ୍ଧ ପରିକର ବୋଲି ରାଷ୍ଟ୍ରପତି କହିଛନ୍ତି । 

ଏହି ଅବସରରେ ସେ କ’ଣ ସବୁ କହିଛନ୍ତି ସଂକ୍ଷେପରେ ଜାଣନ୍ତୁ


-ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି
-ଚାରିଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ ହେଉଥିଲା
-ଦେଶରେ ପୁଣି ଥରେ ସ୍ଥିର ଓ ବହୁମତ ସରକାର ଗଠନ ହୋଇଛି
-ମୋ ସରକାର ଉପରେ ଲୋକେ ତୃତୀୟ
ଥର ଭରସା କଲେ
-ଲୋକେ ଜାଣିଛନ୍ତି ସେମାନଙ୍କ ଆକାଂକ୍ଷା ମୋ ସରକାର ପୂରଣ କରିପାରିବ
-୧୦ ବର୍ଷର ସୁଶାସନ ଉପରେ ଏହା ଲୋକଙ୍କ ମୋହର
- ରାଜ୍ୟର ବିକାଶରେ ଦେଶର ବିକାଶ, ଏହି ବିଶ୍ୱାସରେ ଆଗକୁ ବଢିବା
-ଅର୍ଥନୀତିରେ ଦେଶ ବିଶ୍ୱର ପଞ୍ଚମସ୍ଥାନକୁ ଉନ୍ନୀତ ହୋଇଛି
-ଏବେ ତୃତୀୟସ୍ଥାନରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି
-ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ମୋ ସରକାର ଗୁରୁତ୍ୱ ଦେଇଛି
-ଆଗାମୀ ବଜେଟ ଐତିହାସିକ ପଦକ୍ଷେପ ଦେଖିବାକୁ ମିଳିବ
-ମୋ ସରକାର ଆରମ୍ଭରୁ ଏମଏସପି ବୃଦ୍ଧି କରିଛନ୍ତି
-ଚାଷୀଙ୍କ ଖାତାକୁ ୨୦ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି

-ବିଶ୍ୱବନ୍ଧୁ ହୋଇ ଭାରତ ବିଶ୍ୱର ଅନେକ ସମସ୍ୟାର ସମାଧାନ କରୁଛି
-ସୁସ୍ଥ ଭାରତ ନିର୍ମାଣରେ ଭାରତ ସହଯୋଗ କରୁଛି
-ଯୋଗ ଆଜି ସମଗ୍ର ବିଶ୍ୱରେ ପହଞ୍ଚିଛି
-ଗ୍ରାମାଞ୍ଚଳରେ ଆଜି ୩ଲକ୍ଷ କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି
-ନର୍ଥ ଇଷ୍ଟରେ ସ୍ଥାୟୀ ଶାନ୍ତି ପାଇଁ ମୋ ସରକାର ଉଦ୍ୟମ କରୁଛି

-୧୦ ବର୍ଷରେ ୨୧ ସହରରେ ମେଟ୍ରୋ ପହଞ୍ଚିଛି
-ପବ୍ଲିକ ଟ୍ରାନ୍ସପୋର୍ଟରେ କ୍ରାନ୍ତିକାରୀ ପରିବର୍ତ୍ତନ ଆସିଛି
-ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ ଟ୍ରେନ ଚଳାଚଳ କରିବ
-୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ
-ବିଜୁଳି ବିଲ ଜିରୋ କରିବାକୁ ଯୋଜନା ଆସିଛି

-୨୫କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି
-ମହିଳାଙ୍କୁ ଡ୍ରୋନ ପାଇଲଟ କରିବାକୁ ଉଦ୍ୟମ କରାଯାଉଛି

-ଆୟୁଷ୍ମାନ ଯୋଜନାର ଲାଭ ୭୫ ବର୍ଷରୁ ଅଧିକ ଲୋକଙ୍କୁ ବି ମିଳିବ
-୧୦ ବର୍ଷରେ ଅନେକ ସଂସ୍କାର ହୋଇଛି, ଦେଶବାସୀ ଉପକୃତ ହେଉଛନ୍ତି
-ଏପ୍ରିଲରେ ଜିଏସଟିରୁ ୨ ଲକ୍ଷ କୋଟି ଆଦାୟ ହୋଇଛି
-ଏହା ଦ୍ୱାରା ରାଜ୍ୟର ବିକାଶ ଦୃତ ଗତିରେ ହୋଇପାରିବ
-ପ୍ରତିରକ୍ଷାକ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି
-ୟୁପି ଓ ତାମିଲନାଡ଼ୁରେ ୨ ଟି ଡିଫେନ୍ସ କୋରିଡର ହେଉଛି
-ସେନାର ଆଧୁନିକତା ଉପରେ ଜୋର ଦିଆଯାଉଛି

-ପେପର ଲିକର ନିରପେକ୍ଷ ଯାଞ୍ଚ ହେବ
-ନିରପେକ୍ଷ ଯାଞ୍ଚ ପାଇଁ ଆମେ ସରକାର ପ୍ରତିଶ୍ରୁତିବଦ୍ଧ
-ବିଭିନ୍ନ ରାଜ୍ୟରେ ବି ପେପର ଲିକ ଖବର ସାମନା ଆସିଛି
-ଦଳୀୟ ରାଜନୀତିରୁ ଊଦ୍ଧ୍ୱର୍ରେ ରହି ପଦକ୍ଷେପ ନେବା ଉଚିତ
-ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି
-ପେପର ଲିକ ରୋକିବାକୁ ଆମ ସରକାର କଡ଼ା ଆଇନ ଆଣିଛନ୍ତି

Powered by Froala Editor

Tags president

Related articles Odisha News Lens 4.1

  •  ଡାଇବେଟିସ୍‌ ରୋଗୀ ଏମିତି ନିଅନ୍ତୁ ଲିଭର ଯତ୍ନ
    ବିଶେଷ

    ଡାଇବେଟିସ୍‌ ରୋଗୀ ଏମିତି ନିଅନ୍ତୁ ଲିଭର ଯତ୍ନ

    13871
    Oct 13, 2025
  • ଚିଆ ସିଡ୍ସରେ ଅଛି ଅଗଣିତ ଲାଭ
    ବିଶେଷ

    ଚିଆ ସିଡ୍ସରେ ଅଛି ଅଗଣିତ ଲାଭ

    13326
    Oct 13, 2025
  • ଦୁର୍ଗାପୁର ଗଣ ଦୁଷ୍କର୍ମ ଘଟଣା: ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି
    ଦେଶ-ଦେଶାନ୍ତର

    ଦୁର୍ଗାପୁର ଗଣ ଦୁଷ୍କର୍ମ ଘଟଣା: ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି

    13813
    Oct 13, 2025
  • ତାଲିବାନ ଶାନ୍ତ ପଡ଼ିଲା, ଆକ୍ରମଣ ବନ୍ଦ
    ଦେଶ-ଦେଶାନ୍ତର

    ତାଲିବାନ ଶାନ୍ତ ପଡ଼ିଲା, ଆକ୍ରମଣ ବନ୍ଦ

    14264
    Oct 12, 2025
  • ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କ ଯତ୍ନ ନେବା ଜରୁରୀ: ମମତା ବାନାର୍ଜୀ
    ଦେଶ-ଦେଶାନ୍ତର

    ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କ ଯତ୍ନ ନେବା ଜରୁରୀ: ମମତା ବାନାର୍ଜୀ

    15581
    Oct 12, 2025
  • ଅପରେସନ୍ ବ୍ଲୁ ଷ୍ଟାରର ପ୍ରତିଶୋଧ ପୂର୍ବକ ଇନ୍ଦିରାଙ୍କୁ କରାଗଲା ହତ୍ୟା: ପି ...
    ଦେଶ-ଦେଶାନ୍ତର

    ଅପରେସନ୍ ବ୍ଲୁ ଷ୍ଟାରର ପ୍ରତିଶୋଧ ପୂର୍ବକ ଇନ୍ଦିରାଙ୍କୁ କରାଗଲା ହତ୍ୟା: ପି ...

    14030
    Oct 13, 2025
  • ଅଗଷ୍ଟ ୨୦୨୭ରେ ଚାଲିବ ଦେଶରେ ପ୍ରଥମ ବୁଲେଟ ଟ୍ରେନ୍
    ଦେଶ-ଦେଶାନ୍ତର

    ଅଗଷ୍ଟ ୨୦୨୭ରେ ଚାଲିବ ଦେଶରେ ପ୍ରଥମ ବୁଲେଟ ଟ୍ରେନ୍

    13284
    Oct 13, 2025
  • ନୂଆପଡା ଉପନିର୍ବାଚନ: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ ...
    ଦେଶ-ଦେଶାନ୍ତର

    ନୂଆପଡା ଉପନିର୍ବାଚନ: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ ...

    13639
    Oct 13, 2025
  • ଗାଜାରେ ଚାଲିଥିବା ଘମାଘୋଟ ଯୁଦ୍ଧ ହେଲା ଶେଷ, ଘୋଷଣା କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଗାଜାରେ ଚାଲିଥିବା ଘମାଘୋଟ ଯୁଦ୍ଧ ହେଲା ଶେଷ, ଘୋଷଣା କଲେ ଟ୍ରମ୍ପ

    15338
    Oct 13, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କ ଯତ୍ନ ନେବା ଜରୁରୀ: ମମତା ବାନାର୍ଜୀ

    15581
    Oct 12, 2025
  • ବିଶେଷ

    ଡାଇବେଟିସ୍‌ ରୋଗୀ ଏମିତି ନିଅନ୍ତୁ ଲିଭର ଯତ୍ନ

    13871
    Oct 13, 2025
  • ଦେଶ-ଦେଶାନ୍ତର

    ନୂଆପଡା ଉପନିର୍ବାଚନ: ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ

    13639
    Oct 13, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16777
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16872
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17233
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15690
    Apr 03, 2021

ବିଶେଷ

  • ଚିଆ ସିଡ୍ସରେ ଅଛି ଅଗଣିତ ଲାଭ

    13326
    Oct 13, 2025
  • ଡାଇବେଟିସ୍‌ ରୋଗୀ ଏମିତି ନିଅନ୍ତୁ ଲିଭର ଯତ୍ନ

    13871
    Oct 13, 2025
  • ତ୍ଵଚା ପାଇଁ ସଜନା ଶାଗ

    14179
    Oct 11, 2025
  • ଆଜି ମେଗା ଷ୍ଟାର୍ ଅମିତାଭ ବଚ୍ଚନଙ୍କ ଜନ୍ମଦିନ

    15813
    Oct 11, 2025
  • ଏହି ବୟସରେ ମିହଳାମାନେ ହୋଇଥାନ୍ତି ଶକ୍ତିଶାଳୀ

    16005
    Oct 09, 2025

ବାଣିଜ୍ୟ

ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

ଭୁବନେଶ୍ୱର : ବ୍ରିକ୍ସ ଇନ୍‌ଷ୍ଟିଚୁ୍ୟଟ ଅଫ ଲାଇଫ ସାଇନ୍ସେସ (ଆଇଏଲ୍‌ଏସ)ରେ ସୃଷ୍ଟି ଓଡ଼ିଶାର ଏକ ଅଗ୍ରଣୀ ବାୟୋଟେକ ଏବଂ ୱେଲ୍‌ନେସ୍‌ ଷ୍ଟାର୍ଟଅପ୍‌ ଜୀବଦା ଭେଞ୍ଚରସ୍‌ ପ୍ରାଇଭେଟ ଲ ...

  • ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

    15810
    Sep 26, 2025
  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14265
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14063
    Sep 16, 2025
  • ଶସ୍ତା ହେଲା ସୁନା

    14392
    Sep 04, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅପରେସନ୍ ବ୍ଲୁ ଷ୍ଟାରର ପ୍ରତିଶୋଧ ପୂର୍ବକ ଇନ୍ଦିରାଙ୍କୁ କରାଗଲା ହତ୍ୟା: ପି ଚିଦମ୍ବରମ୍

    14030
    Oct 13, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    14431
    Oct 13, 2025
  • ମେଡିକାଲ କଲେଜ ଛାତ୍ରଛାତ୍ରୀମାନଙ୍କ ଯତ୍ନ ନେବା ଜରୁରୀ: ମମତା ବାନାର୍ଜୀ

    15581
    Oct 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In