Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, December 27, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • “ଧୁରନ୍ଧର” ରେକର୍ଡ : ବକ୍ସ ଅଫିସରେ ୧୦୦୦ ...

  • ୬୦ ବର୍ଷରେ ପାଦ ଥାପିଲେ ଭାଇଜାନ

  • ଦିନକରେ ୧୭ ହଜାର ଟଙ୍କା ମହଙ୍ଗା ହେଲା ରୁପା

  • ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ...

  • ଆହୁରି ଶକ୍ତିଶାଳୀ ହେବ ବ୍ରହ୍ମୋସ

  • ଦୈନିକ ୧୦ମିନିଟ୍ ଖବରକାଗଜ ପଢିବେ ...

  • ସରକାରୀ ବଙ୍ଗଳା ଖାଲି କଲେ ରାବ୍ରି ଦେବୀ

  • ମସଜିଦରେ ବିସ୍ଫୋରଣ: ପ୍ରାଣ ହରାଇଲେ ୮ ଜଣ

  • ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ...

  • ବିଶ୍ୱରେ ଭାରତୀୟ ପାସପୋର୍ଟର ସ୍ଥିତି ...

ରାଜ୍ୟ
Home ›› ରାଜ୍ୟ ››ପଞ୍ଚାୟତ ନିର୍ବାଚନ ଫଳାଫଳ ଦେଖି ବିଜେପି ନେତାଙ୍କ ଆତ୍ମବିଶ୍ୱାସ ଭାଙ୍ଗି ଯାଇଛି: ପାଣ୍ଡିଆନ୍

ପଞ୍ଚାୟତ ନିର୍ବାଚନ ଫଳାଫଳ ଦେଖି ବିଜେପି ନେତାଙ୍କ ଆତ୍ମବିଶ୍ୱାସ ଭାଙ୍ଗି ଯାଇଛି: ପାଣ୍ଡିଆନ୍

2024-05-11 10:43:30
14610
Share:
Facebook
Twitter
E-Mail
WhatsApp
Telegram
ପଞ୍ଚାୟତ ନିର୍ବାଚନ ଫଳାଫଳ ଦେଖି ବିଜେପି ନେତାଙ୍କ ଆତ୍ମବିଶ୍ୱାସ ଭାଙ୍ଗି ଯାଇଛି: ପାଣ୍ଡିଆନ୍

ଭୁବନେଶ୍ୱର:  କନ୍ଧମାଳ ଜନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏତେ ଦିନ ହେଲା ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି, ବିନା କାଗଜରେ ଜିଲ୍ଲା ଓ ଜିଲ୍ଲା ମୁଖ୍ୟାଳୟର ନାଁ କହିପାରିବେନି । ଏଭଳି ମୁଖ୍ୟମନ୍ତ୍ରୀ ଶାସନରେ ରହିବା ଉଚିତ୍ କି? ଏତେ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ଓଡ଼ିଶାର ଲୋକ ଦୁଃଖୀ କାହିଁକି ଅଛନ୍ତି । ବୀରମିତ୍ରପୁରରେ ଏହାର ଉତ୍ତର ରଖି ପାଣ୍ଡିଆନ କହିଛନ୍ତି, ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ନବୀନ ମନେ ରଖନ୍ତି ଏବଂ ଏହାକୁ ପାଳନ କରନ୍ତି । ଅନ୍ୟ ନେତାଙ୍କ ଭଳି ମୁଖ୍ୟମନ୍ତ୍ରୀ ନୁହନ୍ତି । ଯାହା ଲୋକଙ୍କୁ କୁହନ୍ତି ତାହାକୁ ହୃଦୟର ସହ ପାଳନ କରନ୍ତି ।

ପାଣ୍ଡିଆନ କହିଛନ୍ତି, ଗତ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ଆସନ ହାରିଲା ବିଜେପି । କିନ୍ତୁ ନବୀନଙ୍କ ନେତୃତ୍ୱରେ ବିଜେଡି ଇତିହାସ ରଚିବା ସହ ୩୦ରୁ ୩୦ ଆସନ ହାତେଇଲା । ଦେଶରେ ଏମିତି କୌଣସି ରାଜ୍ୟ ଏମିତି ନାହିଁ ଯେଉଁଠି ସବୁ ଜିଲ୍ଲା ପରିଷଦ ଆସନ ଗୋଟିଏ ଦଳ ହାତେଇବ । ବିଜେଡି ଏହାକୁ ସମ୍ଭବ କରି ଦେଖାଇଛି । ଏଭଳି ଫଳାଫଳ ଦେଖି ବିଜେପିର ଅବସ୍ଥା କଣ ଥିବ ତାହା ଓଡ଼ିଶାବାସୀ ଜାଣିଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ବିଜେପି ନେତାଙ୍କୁ ବୁଷ୍ଟର ଇଞ୍ଜେକସନ ଦେବାକୁ ବାରମ୍ବାର ଓଡ଼ିଶା ଆସୁଛନ୍ତି । ପଞ୍ଚାୟତ ନିର୍ବାଚନ ଫଳାଫଳ ଦେଖି ବିଜେପି ନେତାଙ୍କ ଆତ୍ମବିଶ୍ୱାସ ଭାଙ୍ଗି ଯାଇଛି । ସେମାନଙ୍କର ଆତ୍ମବିଶ୍ୱାସ ବଢାଇବାକୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି । ତଥାପି ଯେତେ ଇଞ୍ଜେକସନ ଦେଲେ ବି ବିଜେପି ନେତା ଉଠି ପାରୁନାହାନ୍ତି । ବିଜେପିର ୪ ଜଣ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବୁଲୁଛନ୍ତି । ବିଜେପି କହୁଛି, ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି । କିନ୍ତୁ ଦମ ଅଛି ତ କୁହନ୍ତି ଓଡ଼ିଶାରେ ତାଙ୍କର ମୁଖ୍ୟମନ୍ତ୍ରୀ ଚେହେରା କିଏ? ଯେବେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବେ ସେବେ ୧୦% ଭୋଟ ମଧ୍ୟ ପାଇବେନି ।

୨୪ ବର୍ଷ ହେବ ମୁଖ୍ୟମନ୍ତ୍ରୀ ଲୋକଙ୍କ ହୃଦୟରେ ଅଛନ୍ତି । ତେଣୁ ଯେତେ ଭାଷଣ ଦେଲେ ବି ଲୋକଙ୍କ ହୃଦୟରୁ ମୁଖ୍ୟମନ୍ତ୍ରୀଙ୍କୁ କେହି ବାହାର କରିପାରିବେନି । ଓଡ଼ିଶାବାସୀଙ୍କ ସମସ୍ୟାର ସମାଧାନ ନବୀନ କରୁଛନ୍ତି । ମହିଳାଙ୍କୁ ୩୩% ଲୋକସଭା ଆସନରେ ଲଢିବାକୁ ସୁଯୋଗ ଦେଇଛନ୍ତି ନବୀନ । ମିଶନ ଶକ୍ତି ମା’ଙ୍କୁ ସ୍ୱାବଲମ୍ବୀ କରିଛନ୍ତି । ଆୟୁଷ୍ମାନ ତୁଳନାରେ ବିଏସକେୱାଇ ବହୁତ ଭଲ । ମୁଖ୍ୟମନ୍ତ୍ରୀ କେବେ ଅନ୍ୟାୟ ହେବାକୁ ଦେବେନି । ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବାକୁ ବିଜେପିକୁ ୩୦ ବର୍ଷ ଲାଗିଥାନ୍ତା ନବୀନ ବାବୁ ରାଜ୍ୟ ସରକାରଙ୍କ ଟଙ୍କାରୁ ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିଛନ୍ତି ।

Powered by Froala Editor

Tags Vk pandian

Related articles Odisha News Lens 4.1

  • ମସଜିଦରେ ବିସ୍ଫୋରଣ: ପ୍ରାଣ ହରାଇଲେ ୮ ଜଣ
    ଦେଶ-ଦେଶାନ୍ତର

    ମସଜିଦରେ ବିସ୍ଫୋରଣ: ପ୍ରାଣ ହରାଇଲେ ୮ ଜଣ

    14221
    Dec 27, 2025
  • ଦିନକରେ ୧୭ ହଜାର ଟଙ୍କା ମହଙ୍ଗା ହେଲା ରୁପା
    ଦେଶ-ଦେଶାନ୍ତର

    ଦିନକରେ ୧୭ ହଜାର ଟଙ୍କା ମହଙ୍ଗା ହେଲା ରୁପା

    15490
    Dec 27, 2025
  • “ଧୁରନ୍ଧର” ରେକର୍ଡ : ବକ୍ସ ଅଫିସରେ ୧୦୦୦ କୋଟି କଲେକସନ
    ମନୋରଞ୍ଜନ

    “ଧୁରନ୍ଧର” ରେକର୍ଡ : ବକ୍ସ ଅଫିସରେ ୧୦୦୦ କୋଟି କଲେକସନ

    14776
    Dec 27, 2025
  • ଆହୁରି ଶକ୍ତିଶାଳୀ ହେବ ବ୍ରହ୍ମୋସ
    ଦେଶ-ଦେଶାନ୍ତର

    ଆହୁରି ଶକ୍ତିଶାଳୀ ହେବ ବ୍ରହ୍ମୋସ

    15309
    Dec 27, 2025
  • ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌
    ବିଶେଷ

    ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌

    14109
    Dec 27, 2025
  • ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ
    ମନୋରଞ୍ଜନ

    ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ

    13651
    Dec 27, 2025
  • ଦୈନିକ ୧୦ମିନିଟ୍ ଖବରକାଗଜ ପଢିବେ ଛାତ୍ରଛାତ୍ରୀ
    ଦେଶ-ଦେଶାନ୍ତର

    ଦୈନିକ ୧୦ମିନିଟ୍ ଖବରକାଗଜ ପଢିବେ ଛାତ୍ରଛାତ୍ରୀ

    15577
    Dec 27, 2025
  • ୬୦ ବର୍ଷରେ ପାଦ ଥାପିଲେ ଭାଇଜାନ
    ମନୋରଞ୍ଜନ

    ୬୦ ବର୍ଷରେ ପାଦ ଥାପିଲେ ଭାଇଜାନ

    15143
    Dec 27, 2025
  • ସରକାରୀ ବଙ୍ଗଳା ଖାଲି କଲେ ରାବ୍ରି ଦେବୀ
    ଦେଶ-ଦେଶାନ୍ତର

    ସରକାରୀ ବଙ୍ଗଳା ଖାଲି କଲେ ରାବ୍ରି ଦେବୀ

    15153
    Dec 27, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଶ୍ୱରେ ଭାରତୀୟ ପାସପୋର୍ଟର ସ୍ଥିତି ଦୁର୍ବଳ

    15364
    Dec 26, 2025
  • ଦେଶ-ଦେଶାନ୍ତର

    ଆହୁରି ଶକ୍ତିଶାଳୀ ହେବ ବ୍ରହ୍ମୋସ

    15309
    Dec 27, 2025
  • ଦେଶ-ଦେଶାନ୍ତର

    ଦୈନିକ ୧୦ମିନିଟ୍ ଖବରକାଗଜ ପଢିବେ ଛାତ୍ରଛାତ୍ରୀ

    15577
    Dec 27, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17271
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17352
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17699
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16169
    Apr 03, 2021

ବିଶେଷ

  • ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌

    14109
    Dec 27, 2025
  • ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ

    14614
    Dec 26, 2025
  • ଉଚ୍ଚ ରକ୍ତଚାପର ସଙ୍କେତ ଜାଣିବେ କିପରି?

    15006
    Dec 24, 2025
  • କାହିଁକି ଚିନି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜାଣନ୍ତୁ?

    14476
    Dec 23, 2025
  • ଏକ ଘଣ୍ଟା ଚାଲିଲେ ମିଳିଥାଏ ଏହିସବୁ ଫାଇଦା

    14812
    Dec 22, 2025

ବାଣିଜ୍ୟ

୨୪ ଶହ ଟଙ୍କା ବଢ଼ିଲା ସୁନା

ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ ୪,୪୦୦ ଅତିକ୍ରମ କରି ନୂତନ ରେକର୍ଡ ସ୍ଥାପନ କରିଥିଲା। ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ୧୩୩,୯୭୦ ଟଙ୍କା ଥିଲା। ସୁନା ମୂଲ୍ୟ ୩ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ୪,୪୮୮.୬୧ ରେ ପହଞ୍ଚିଛି । ୧୦ ଗ୍ରାମ୍‌କୁ ଲକ୍ଷେ ୩୮ ହଜାର ୫ ଶହ ୫୦ ଟଙ୍କା ହ ...

  • ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ପ୍ରେସିଡେଣ୍ଟ ଭାବରେ ଶ୍ରୀ ପାର୍ଥ ଜିନ୍ଦଲଙ୍କ ନାମ ଘୋଷଣା କଲା; ଡ. ରାଘବପତ୍‌ ସିଂଘାଣିଆ ଭାଇସ୍‌ ପ୍ରେସିଡେଣ୍ଟ ଘୋଷିତ

    14198
    Dec 18, 2025
  • ରୂପା ମୂଲ୍ୟରେ ବଡ଼ ବୃଦ୍ଧି

    15232
    Dec 15, 2025
  • ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

    16006
    Dec 08, 2025
  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15171
    Dec 08, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • “ଧୁରନ୍ଧର” ରେକର୍ଡ : ବକ୍ସ ଅଫିସରେ ୧୦୦୦ କୋଟି କଲେକସନ

    14776
    Dec 27, 2025
  • ୬୦ ବର୍ଷରେ ପାଦ ଥାପିଲେ ଭାଇଜାନ

    15143
    Dec 27, 2025
  • ଦିନକରେ ୧୭ ହଜାର ଟଙ୍କା ମହଙ୍ଗା ହେଲା ରୁପା

    15490
    Dec 27, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In