ବିମାନ ବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ
ଭୁବନେଶ୍ଵର: ଭୁବନେଶ୍ଵର ବିମାନ ବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ। ଦୁଇ ଜଣ ବ୍ୟକ୍ତିଙ୍କଠାରୁ ଏହି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଲଗେଜ୍ ସ୍କାନିଂ ବେଳେ ଟଙ୍କା ଥିବା ଜଣାପଡିଥିଲା। ଜଣେ ଦିଲ୍ଲୀରୁ ଏବଂ ଆଉ ଜଣେ ବ୍ୟକ୍ତି ଚେନ୍ନାଇରୁ ଆସିଥିଲେ। କେଉଁଥି ପାଇଁ ଏତେ ଟଙ୍କା ଆସିଥିଲା। ଟଙ୍କା ଜବତ ହେବା ପରେ ଆୟକର ବିଭାଗ ତଦନ୍ତ ଜାରି ରଖିଛି।
Powered by Froala Editor