Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ...

  • ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ

  • ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା

  • ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ...

  • ୪୨ ଜଣ ବରଙ୍କୁ ଠକିଦେଲେ ମଧ୍ୟସ୍ଥି, ...

  • ୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ...

  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ...

  • କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ...

  • ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ...

  • ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ...

ବାଣିଜ୍ୟ
Home ›› ବାଣିଜ୍ୟ ››ଆମୱେ ଇଣ୍ଡିଆ ତାହାର ପ୍ରିମିୟମ ସ୍କିନ୍କେୟାର ବର୍ଗକୁ ସୁଦୃଢ କରୁଛି: ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍ ନୁ୍ୟଟ୍ରିସନ ଭିଟାମିନ ସି+ଏଚ୍ଏ୩ ଡେଲି ସେରମ୍

ଆମୱେ ଇଣ୍ଡିଆ ତାହାର ପ୍ରିମିୟମ ସ୍କିନ୍କେୟାର ବର୍ଗକୁ ସୁଦୃଢ କରୁଛି: ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍ ନୁ୍ୟଟ୍ରିସନ ଭିଟାମିନ ସି+ଏଚ୍ଏ୩ ଡେଲି ସେରମ୍

2024-01-04 10:14:34
16352
Share:
Facebook
Twitter
E-Mail
WhatsApp
Telegram
ଆମୱେ ଇଣ୍ଡିଆ ତାହାର ପ୍ରିମିୟମ ସ୍କିନ୍କେୟାର ବର୍ଗକୁ ସୁଦୃଢ କରୁଛି: ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍ ନୁ୍ୟଟ୍ରିସନ ଭିଟାମିନ ସି+ଏଚ୍ଏ୩ ଡେଲି ସେରମ୍

ଭୁବନେଶ୍ୱର/ନୂଆଦିଲ୍ଲୀ: ସଦା ପରିବର୍ତ୍ତନଶୀଳ ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ପୂରଣ କରିବାକୁ ଏକ ଦୃଶ୍ୟମାନ ହେଭାବଳି ସୋନ୍ଦର୍ଯ୍ୟ ପ୍ରଦାନ ନିମନ୍ତେ ଏହାର ଅନୁସନ୍ଧାନ ପ୍ରୟାସରେ ଅନ୍ୟତମ ଅଗ୍ରଣୀ ଏଫଏମ୍ସିଜି ଡାଇରେକ୍ଟ ସେଲିଂ କମ୍ପାନୀ ଆମ୍ୱେ ଇଣ୍ଡିଆ ଆର୍ଟିଷ୍ଟ୍ରି ସ୍କିନ୍ ନୁ୍ୟଟ୍ରିସନ ଭିଟାମିନ ସି+ଏଚ୍ଏ୩ ଡେଲି ସେରମ୍ ସହିତ ନିଜର ଆର୍ଟିଷ୍ଟି୍ର ସ୍କିନ୍ ନୁ୍ୟଟ୍ରିସନ୍ ବର୍ଗକୁ ମଜଭୁତ କରିଛି । ଏହି ଦୈନନ୍ଦିନ ‘ହୀରୋ ସେରମ୍’ ଉଜ୍ଜ୍ୱଳ, ଦୀପ୍ତିମାନ ଏବଂ ଦୃଶ୍ୟମାନ ହେଉଥିବା ସୁସ୍ଥ, ଯୁବସୁଲଭ ଔଜଲ୍ୟରେ ଭରପୂର ତ୍ୱଚା ନିମନ୍ତେ ବର୍ଦ୍ଧିତ ଜଳଯୋଜନ (ହାଇଡ୍ରେସନ) ଯୋଗାଇ ଦେଉଛି । ସମସ୍ତ ପ୍ରକାର ତ୍ୱଚା ନିମନ୍ତେ ପୂର୍ଣ୍ଣ ନିରାପଦ ହୋଇଥିବା ଆର୍ଟିଷ୍ଟ୍ରି ସ୍କିନ୍ ନୁ୍ୟଟ୍ରିସନ୍ ଭିଟାମିନ୍ ସି+ଏଚ୍ଏ୩ ଡେଲି ସେରମ୍ ସାବଲୀଳ ଭାବରେ ଆର୍ଟିଷ୍ଟ୍ରି ସ୍କିନ୍ ନୁ୍ୟଟ୍ରିସନ ବର୍ଗ ପାଇଁ ପରିପୂରକ ହେଉଛି, ଯେଉଁଥିରେ ରହିଛି ଆର୍ଟିଷ୍ଟ୍ରି ସ୍କିନ୍ ନୁ୍ୟଟ୍ରିସନ ଆଣ୍ଟି-ଏଜିଂ ଏବଂ ବାଲାନ୍ସିଂ ଓ ହାଇଡ୍ରେଟିଂ ବର୍ଗମାଳା । 

ନୂତନ ବଜାର ପ୍ରବେଶ ସମ୍ପର୍କରେ ପ୍ରକାଶ କରି ଅଜୟ ଖାନ୍ନା, ସିଏମ୍ଓ, ଆମ୍ୱେ ଇଣ୍ଡିଆ କହିଛନ୍ତି, “ଆମ୍ୱେ ଇଣ୍ଡିଆରେ ଆମେ ଏକ ନିରନ୍ତର ବିବର୍ତ୍ତନ ଧାରାରେ ରହିଛୁ, ଯାହା ଆମ ଉପଭୋକ୍ତାଙ୍କର ପ୍ରଗତିଶୀଳ ଆବଶ୍ୟକତା ଦ୍ୱାରା ପରିଚାଳିତ ହେଉଛି । ତ୍ୱଚାଯନô କ୍ଷେତ୍ରରେ ଆବଶ୍ୟକତା ଭିତ୍ତିକ ସୁପାରିଶଗୁଡିକ ଯୋଗାଇଦେବାକୁ ଆମେ ପ୍ରତିବଦ୍ଧ ରହିଛୁ ଯାହା ନିରଳସ ଭାବରେ ଆମ ଗ୍ରାହକଙ୍କ ଆଶା ଆକାଂକ୍ଷା ଅନୁରୂପ ହୋଇଛି ଏବଂ ସେମାନଙ୍କୁ ସେମାନଙ୍କ ସ୍କିନ୍କେୟାର ଲକ୍ଷ୍ୟ ହାସଲ ଦିଗରେ ସହାୟତା କରୁଛି । ତ୍ୱଚା ବିଜ୍ଞାନରେ ଆମର ବ୍ୟାପକ ଅଭିଜ୍ଞତାକୁ ଉପଯୋଗ କରି ଆମେ ଏକ ହୀରୋ ସେରମ୍ ଆର୍ଟିଷ୍ଟ୍ରି ସ୍କିନ୍ ନୁ୍ୟଟ୍ରିସନ ଭିଟାମିନ୍ ସି + ଏଚ୍ଏ୩ ବିକଶିତ କରିଛୁ ଯେଉଁଥିରେ ପ୍ରକୃତି ଓ ବୈଜ୍ଞାନିକ ନବସୃଜନର ମିଶ୍ରଣ ଘଟିଛି । ଆର୍ଟିଷ୍ଟ୍ରି ଭିଟାମିନ ସି+ଏଚ୍ଏ୩ ଡେଲି ହେଉଛି ଏକ ଉଚ୍ଚ ପ୍ରଦର୍ଶନକ୍ଷମ ଔଜଲ୍ୟ ପ୍ରଦାନକାରୀ ସେରମ୍ ଯାହା ଦୃଶ୍ୟମାନ ହେବାଭଳି ରେଖା ଓ କୁଞ୍ଚଗୁଡିକୁ ହ୍ରାସ କରିଥାଏ ଏବଂ ହାଇଡ୍ରେସନ ସହିତ ତ୍ୱଚାର ଚେହେରାକୁ ଭରପୂର କରିଥାଏ । ୨ ଢ ଭିଟାମିନ୍ ସି, ୨.୪ ଢ ଆଣ୍ଟିଅକ୍ସିଡାଣ୍ଟ ଏବଂ ଟ୍ରାଇ-ଆକ୍ସନ ହୟାଲୁରୋନିକ୍ ଏସିଡରେ ପରିପୃକ୍ତ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟି୍ରସନ୍ ଭିଟାମିନ ସି+ଏଚ୍ଏ୩ ଡେଲି ସେରମ୍ ହେଉଛି ଏକ ଫ୍ରେଶ୍-ମିକ୍ସ ବୋତଲ ଯାହା ପ୍ରତିଥର ବ୍ୟବହାରରେ ଏକ ଯୁବସୁଲଭ ଦୀପ୍ତିମାନ ଚେହେରା ପ୍ରଦାନ କରେ । ଆମ ଗ୍ରାହକମାନଙ୍କର ଚିନ୍ତାଧାରା ଭିତ୍ତିକ ଅନୁଧ୍ୟାନ ଅନୁଯାୟୀ ୮୦ ପ୍ରତିଶତ ବ୍ୟବହାରକାରୀ କହିଛନ୍ତି ଯେ ଏହା ସେମାନଙ୍କ ତ୍ୱଚାର ଜଳଯୋଜନ (ହାଇଡ୍ରେସନ୍) ଏବଂ ଟୋନ୍ରେ ସପ୍ତାହକରୁ କମ୍ ସମୟ ମଧ୍ୟରେ ଉନ୍ନତି ଆଣିଛି । ଏବଂ ଚାରି ସପ୍ତାହରୁ ଅଧିକ ସମୟ ନିରବଚ୍ଛିନ୍ନ ବ୍ୟବହାର ଦ୍ୱାରା ଦୃଶ୍ୟମାନ ହେଉଥିବା ଉଜ୍ଜ୍ୱଳ ଏବଂ ଅଧିକ ଦୀପ୍ତିମାନ ତ୍ୱଚା ହୋଇପାରିଛି । ଆମେ ଦୃଢ ନିଶ୍ଚିତ ଯେ ଆର୍ଟିଷ୍ଟ୍ରି ସ୍କିନ୍ ନୁ୍ୟଟ୍ରିସନ୍ ଭିଟାମିନ ସି+ଏଚ୍ଏ୩ ଡେଲି ସେରମ୍ ସର୍ବାଧିକ ପସନ୍ଦଯୋଗ୍ୟ ଉତ୍ପାଦ ହେବ, ଯାହା ଗ୍ରାହକମାନଙ୍କୁ ଆତ୍ମବିଶ୍ୱାସ ସୃଷ୍ଟିକାରୀ ଦୃଶ୍ୟମାନ ହେଉଥିବା ସୁସ୍ଥ ତ୍ୱଚାକୁ ଆପଣେଇବା ନିମନ୍ତେ ସଶକ୍ତ କରିବ ।”

ଆର୍ଟିଷ୍ଟ୍ରି ସ୍କିନ୍ ନୁ୍ୟଟ୍ରିସନ୍ ଟିଏମ୍ ଭିଟାମିନ ସି+ଏଚ୍ଏ୩ ଡେଲି ସେରମ୍ ଏକ ଉଲ୍ଲେଖନୀୟ ଭାବରେ ଉନ୍ନତ ଫର୍ମୁଲା ଯେଉଁଥିରେ ଅଧିକ ମଲ୍ଟି-ଆକ୍ସନ ସୁପରଷ୍ଟାର୍ ଭିଟାମିନ ସି ରହିଛି, ଯାହା ନୁ୍ୟଟ୍ରିଲାଇଟ୍ର ଫାର୍ମରେ ବଢୁଥିବା ଉପାଦାନ ଏସିରୋଲା ଚେରୀରୁ ସଂଗୃହୀତ ହୋଇଛି ଏବଂ ଏଥିରେ ରହିଛି ଆସ୍କର୍ବିକ ଏସିଡ ଯାହା ତ୍ୱଚାକୁ ଜଳଯୋଜନ (ହାଇଡ୍ରେଟ୍) କରିବାରେ ସହାୟତା କରିଥାଏ ଏବଂ ଅଭିବ୍ୟକ୍ତକାରୀ ରେଖା ଓ କୁଞ୍ଚନଗୁଡିକ ଦୂର କରିବା ପ୍ରତି ଦୃଷ୍ଟି ଦେଇଥାଏ । ଅନ୍ୟ ଏକ ପରିବର୍ଦ୍ଧନ ହେଉଛି ଏହାର ଟ୍ରାଇ-ଆକ୍ସନ ହୟାଲୁରୋନିକ୍ ଏସିଡ ମିଶ୍ରଣ ଯାହା ତ୍ୱଚାକୁ କୋମଳ କରିଥାଶ, ଜଳଯୋଜନ ଓ ତ୍ୱଚାକୁ ସ୍ଥୁଳ କରିବା ନିମନ୍ତେ ଆର୍ଦ୍ରତାରେ ବୃଦ୍ଧି ଘଟାଏ । ତ୍ୱଚାର ଉପର ସ୍ତରରେ ଏହା ସ୍ଥୁଳତା ଆଣି ଦେଉଥିବାବେଳେ ଏହା ମଧ୍ୟ ତ୍ୱଚା ପୃଷ୍ଠଭାଗର ଗଭୀରତାକୁ ପ୍ରବେଶ କରି ଏହାକୁ ଜଳଯୋଜନ, ତାଜା ଏବଂ ସୁସ୍ଥ ପରିଦୃଶ୍ୟ ରଖିଥାଏ । ଏହା ମଧ୍ୟ ପରିବେଶ ପ୍ରଦୂଷଣ ଦ୍ୱାରା ସୃଷ୍ଟି ହେଉଥିବା ମୁକ୍ତ ରାଡିକାଲଗୁଡିକ ବିପକ୍ଷରେ ଆଣ୍ଟିଅକ୍ସିଡାଣ୍ଟ ସୁରକ୍ଷା ପ୍ରଦାନ କରିଥାଏ । ହ୍ୱାଇଟ ଚିଆ ସିଡ୍ ଲିପୋସୋମ୍ରେ ସମୃଦ୍ଧ ହୋଇଥିବାରୁ ଏହା ତ୍ୱଚାର ଆର୍ଦ୍ରତା ଅବରୋଧକାରୀ ବ୍ୟବସ୍ଥାରେ ଉନ୍ନତି ଆଣିଥାଏ ଯାହା ଏକ ସୁସ୍ଥ ଦୃଶ୍ୟମାନ ତ୍ୱଚା ନିମନ୍ତେ ଅପରିହାର୍ଯ୍ୟ ଅଟେ । ୨ ଶକ୍ତିଶାଳୀ ପେପ୍ଟାଇଡ ରେକା ଏବଂ କୁଞ୍ଚଗୁଡିକର ଦୃଶ୍ୟମାନତାରେ ହ୍ରାସ ଘଟାଇବାରେ ସହାୟତା କରିଥାଏ । 

ଏହି ଔଜଲ୍ୟପ୍ରଦାନକାରୀ, ଆଣ୍ଟି-ଏଜିଂ ଏବଂ ଆଣ୍ଟିଅକ୍ସିଡାଣ୍ଟ ସେରମ୍ କ୍ଲିନିକାଲି ପରୀକ୍ଷାକୃତ ଏବଂ ଏହା ନିଷ୍ଠୁରତା ମୁକ୍ତ ନିରାମିଷ ଉତ୍ପାଦ ଏବଂ କୋ÷ଣସି ପାରାବେନ୍, ପିଏଚ୍ଥାଲେଟସ୍, ମିନେରାଲ ଅଏଲ ଏବଂ ସାଇକ୍ଲିକ୍ ସିଲିକନ୍ ବିନା ପ୍ରସ୍ତୁତ କରାଯାଇଛି ।

୫୮୨୯ ଟଙ୍କା ମୂଲ୍ୟ ରଖାଯାଇଥିବା ଆର୍ଟିଷ୍ଟ୍ରି ସ୍କିନ୍ ନୁ୍ୟଟ୍ରିସନ୍ ଭିଟାମିନ୍ ସି+ଏଚ୍ଏ୩ ଡେଲି ସେରମ୍ କେବଳ ଆମ୍ୱେ ଡାଇରେକ୍ଟର ସେଲିଂ ସହଭାଗୀଙ୍କ ଦ୍ୱାରା ସାରା ଭାରତରେ ବିକ୍ରି କରାଯାଉଛି ଏବଂ ଅଧିକ ଜାଣିବା ପାଇଁ କମ୍ପାନୀର ୱେବ୍ସାଇଟ www.amway.in.ଦେଖନ୍ତୁ ।

Powered by Froala Editor

Tags Amway

Related articles Odisha News Lens 4.1

  • ୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ଚାଟ୍‌ଜିପିଟି
    ଦେଶ-ଦେଶାନ୍ତର

    ୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ଚାଟ୍‌ଜିପିଟି

    13628
    May 27, 2026
  • ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ହସି ୩ IPS ସସପେଣ୍ଡ
    ଦେଶ-ଦେଶାନ୍ତର

    ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ହସି ୩ IPS ସସପେଣ୍ଡ

    13469
    May 27, 2026
  • ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ
    ଦେଶ-ଦେଶାନ୍ତର

    ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ

    15086
    May 27, 2026
  • ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ
    ଦେଶ-ଦେଶାନ୍ତର

    ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ

    14636
    May 27, 2026
  • ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ
    ଦେଶ-ଦେଶାନ୍ତର

    ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ

    14736
    May 26, 2026
  • କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା
    ଦେଶ-ଦେଶାନ୍ତର

    କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା

    13617
    May 26, 2026
  • ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ
    ଦେଶ-ଦେଶାନ୍ତର

    ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ

    13485
    May 26, 2026
  •  ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା
    ଦେଶ-ଦେଶାନ୍ତର

    ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା

    14935
    May 27, 2026
  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ
    ବିଶେଷ

    ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    14695
    May 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    14695
    May 27, 2026
  • ଦେଶ-ଦେଶାନ୍ତର

    ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ

    14736
    May 26, 2026
  • ଦେଶ-ଦେଶାନ୍ତର

    ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ

    14636
    May 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16883
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17505
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17552
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17933
    Sep 06, 2023

ବିଶେଷ

  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    14695
    May 27, 2026
  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14629
    May 26, 2026
  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15743
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    15034
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14444
    May 20, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15425
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15167
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15657
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13994
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା

    13617
    May 26, 2026
  • ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ହସି ୩ IPS ସସପେଣ୍ଡ

    13469
    May 27, 2026
  • ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ

    14636
    May 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In