Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, March 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିମାନ ଦୁର୍ଘଟଣାଗ୍ରସ୍ତ: ୬୬ ଯବାନଙ୍କ ...

  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ...

  • ଇରାନ କେବଳ ଇସ୍ରାଏଲ ପାଇଁ ବିପଦ ନୁହେଁ ବରଂ ...

  • ୨୩,୦୦୦ରୁ ତଳକୁ ଖସିଲା ନିଫ୍ଟି

  • ଯୁଦ୍ଧ ପାଇଁ ପରିସ୍ଥିତି ସଙ୍ଗୀନ, ପୁଣି ...

  • ହରିଶଙ୍କ ୧୩ ବର୍ଷର ସଂଘର୍ଷକୁ ନେଇ ତିଆରି ...

  • ବକ୍ସ ଅଫିସରେ ‘ଧୁରନ୍ଧର: ଦି ରିଭେଞ୍ଜ’ ...

  • ସୁନା୬,୭୦୦ ଟଙ୍କା କମିଲା

  • ରଡ୍ ଚୋରି ପାଇଁ ୪ ମାସ ବେଡ଼ି

  • ବିଷାକ୍ତ କ୍ଷୀର ନେଇଗଲା ୧୬ ଜଣଙ୍କ ଜୀବନ

Home ›› ››ଆରାଧ୍ୟାଙ୍କ ଅଭିନୟ ଦେଖି ଏମିତି କହିଲେ ୟୁଜର୍ସ...

ଆରାଧ୍ୟାଙ୍କ ଅଭିନୟ ଦେଖି ଏମିତି କହିଲେ ୟୁଜର୍ସ...

2023-12-16 20:13:21
16374
Share:
Facebook
Twitter
E-Mail
WhatsApp
Telegram
ଆରାଧ୍ୟାଙ୍କ ଅଭିନୟ ଦେଖି ଏମିତି କହିଲେ ୟୁଜର୍ସ...

ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଖବର ଗତକାଲି ଚର୍ଚ୍ଚାର ବିଷୟ ପାଲଟିଛି। ଖବର ଆସିଥିଲା ଯେ ଐଶ୍ବର୍ଯ୍ୟା ତାଙ୍କ ଶାଶୂଘର ଛାଡି ତାଙ୍କ ମା'ଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ଐଶ୍ବଙ୍କର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ଯେଉଁଥିରେ ସେ ଖୁସି ହେଉଥିବାର ଦେଖିବାକୁ ମିଳିଛି। 

ଆରାଧ୍ୟା ବଚ୍ଚନ ତାଙ୍କ ସ୍କୁଲ୍‌ରେ ପ୍ରଦର୍ଶନ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପ୍ରଥମ ଥର ପାଇଁ ଆରାଧ୍ୟାଙ୍କୁ ଏକ ଭିନ୍ନ 'ହେୟାର୍‌ ଷ୍ଟାଇଲ୍‌'ରେ ଦେଖି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ସେମାନଙ୍କ ଖୁସି ବ୍ୟକ୍ତ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ମଞ୍ଚ ଉପରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଆରାଧ୍ୟା। ସେ ଏକଦମ ଜଣେ ଷ୍ଟାର୍‌ଙ୍କ ପରି ପ୍ରଦର୍ଶନ କରୁଛନ୍ତି। ଆରାଧ୍ୟା ନାଚୁଥିବା ବେଳେ ହସି ହସି ତାହାକୁ ଭିଡିଓ ସୁଟ୍‌ କରୁଛନ୍ତି ମାଆ ଐଶ୍ବ୍‌। ଐଶ୍ବର୍ଯ୍ୟାଙ୍କ ସହ ତଳେ ବସି ଆରାଧ୍ୟାଙ୍କ ନାଚକୁ ତାଙ୍କ ମାଆ ଓ ଭଣଜା ଅଗସ୍ତ୍ୟା ନନ୍ଦା ଦେଖୁଥିବାର ଭିଡିଓରେ ଦୃଶ୍ୟମାନ ହୋଇଛି।

ଅନେକ ବ୍ୟକ୍ତି ଆରାଧ୍ୟାଙ୍କୁ ଶାହରୁଖ ଖାନଙ୍କ ଝିଅ ସୁହାନା ଏବଂ ଶ୍ରୀଦେବୀଙ୍କ ଝିଅ ଖୁସି କପୁରଙ୍କ ସହ ତୁଳନା କରିଛନ୍ତି, ଯେଉଁମାନେ ନିକଟରେ 'ଦି ଆର୍ଚିଜ୍' ସହିତ ଡେବ୍ୟୁ କରିଛନ୍ତି। ଲୋକମାନେ କହିଛନ୍ତି ଯେ ସୁହାନା ଖାନ ଏବଂ ଖୁସି କପୁରଙ୍କ ଅପେକ୍ଷା ଆରାଧ୍ୟା ଜଣେ ଭଲ ଅଭିନେତ୍ରୀ ହେବେ।

Powered by Froala Editor

Tags aradhya

Related articles Odisha News Lens 4.1

  • ଇରାନ କେବଳ ଇସ୍ରାଏଲ ପାଇଁ ବିପଦ ନୁହେଁ ବରଂ ଏହା ସମଗ୍ର ବିଶ୍ବ ପାଇଁ ବିପଦ: ନେତାନ୍ୟାହୁ
    ଦେଶ-ଦେଶାନ୍ତର

    ଇରାନ କେବଳ ଇସ୍ରାଏଲ ପାଇଁ ବିପଦ ନୁହେଁ ବରଂ ଏହା ସମଗ୍ର ବିଶ୍ବ ପାଇଁ ବିପଦ: ନେତାନ୍ୟାହୁ

    14576
    Mar 23, 2026
  • ହରିଶଙ୍କ ୧୩ ବର୍ଷର ସଂଘର୍ଷକୁ ନେଇ ତିଆରି ହେବ ଫିଲ୍ମ !
    ମନୋରଞ୍ଜନ

    ହରିଶଙ୍କ ୧୩ ବର୍ଷର ସଂଘର୍ଷକୁ ନେଇ ତିଆରି ହେବ ଫିଲ୍ମ !

    14020
    Mar 23, 2026
  • ରଡ୍ ଚୋରି ପାଇଁ ୪ ମାସ ବେଡ଼ି
    ଅପରାଧ

    ରଡ୍ ଚୋରି ପାଇଁ ୪ ମାସ ବେଡ଼ି

    14407
    Mar 22, 2026
  • ବକ୍ସ ଅଫିସରେ ‘ଧୁରନ୍ଧର: ଦି ରିଭେଞ୍ଜ’ କ୍ରେଜ୍
    ମନୋରଞ୍ଜନ

    ବକ୍ସ ଅଫିସରେ ‘ଧୁରନ୍ଧର: ଦି ରିଭେଞ୍ଜ’ କ୍ରେଜ୍

    14399
    Mar 23, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....
    ବିଶେଷ

    କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    14506
    Mar 23, 2026
  • ସୁନା୬,୭୦୦ ଟଙ୍କା କମିଲା
    ବାଣିଜ୍ୟ

    ସୁନା୬,୭୦୦ ଟଙ୍କା କମିଲା

    15082
    Mar 23, 2026
  • ଯୁଦ୍ଧ ପାଇଁ ପରିସ୍ଥିତି ସଙ୍ଗୀନ,  ପୁଣି ଥରେ ଲକ୍‌ଡାଉନ୍ ହେବା ଆଶଙ୍କା
    ଦେଶ-ଦେଶାନ୍ତର

    ଯୁଦ୍ଧ ପାଇଁ ପରିସ୍ଥିତି ସଙ୍ଗୀନ, ପୁଣି ଥରେ ଲକ୍‌ଡାଉନ୍ ହେବା ଆଶଙ୍କା

    13716
    Mar 23, 2026
  • ବିମାନ ଦୁର୍ଘଟଣାଗ୍ରସ୍ତ: ୬୬ ଯବାନଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ବିମାନ ଦୁର୍ଘଟଣାଗ୍ରସ୍ତ: ୬୬ ଯବାନଙ୍କ ମୃତ୍ୟୁ

    14449
    Mar 24, 2026
  • ୨୩,୦୦୦ରୁ ତଳକୁ ଖସିଲା ନିଫ୍ଟି
    ଦେଶ-ଦେଶାନ୍ତର

    ୨୩,୦୦୦ରୁ ତଳକୁ ଖସିଲା ନିଫ୍ଟି

    14442
    Mar 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଯୁଦ୍ଧ ପାଇଁ ପରିସ୍ଥିତି ସଙ୍ଗୀନ, ପୁଣି ଥରେ ଲକ୍‌ଡାଉନ୍ ହେବା ଆଶଙ୍କା

    13716
    Mar 23, 2026
  • ବାଣିଜ୍ୟ

    ସୁନା୬,୭୦୦ ଟଙ୍କା କମିଲା

    15082
    Mar 23, 2026
  • ଦେଶ-ଦେଶାନ୍ତର

    ଇରାନ କେବଳ ଇସ୍ରାଏଲ ପାଇଁ ବିପଦ ନୁହେଁ ବରଂ ଏହା ସମଗ୍ର ବିଶ୍ବ ପାଇଁ ବିପଦ: ନେତାନ୍ୟାହୁ

    14576
    Mar 23, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17382
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17447
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17793
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16266
    Apr 03, 2021

ବିଶେଷ

  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    14506
    Mar 23, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    13708
    Mar 22, 2026
  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    15046
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15594
    Mar 19, 2026
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15503
    Mar 18, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15002
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15518
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13816
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14262
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହରିଶଙ୍କ ୧୩ ବର୍ଷର ସଂଘର୍ଷକୁ ନେଇ ତିଆରି ହେବ ଫିଲ୍ମ !

    14020
    Mar 23, 2026
  • ବକ୍ସ ଅଫିସରେ ‘ଧୁରନ୍ଧର: ଦି ରିଭେଞ୍ଜ’ କ୍ରେଜ୍

    14399
    Mar 23, 2026
  • ଇରାନ କେବଳ ଇସ୍ରାଏଲ ପାଇଁ ବିପଦ ନୁହେଁ ବରଂ ଏହା ସମଗ୍ର ବିଶ୍ବ ପାଇଁ ବିପଦ: ନେତାନ୍ୟାହୁ

    14576
    Mar 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In