Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, April 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ...

  • ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ...

  • ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’

  • ଗୁପଚୁପ ଖାଇ ଶିଶୁ ମୃତ, ୬୦ ହସ୍ପିଟାଲରେ ...

  • ମାଙ୍କଡ ଧରିଲେ ମିଳିବ ୬୦୦ ଟଙ୍କା

  • ନିର୍ବାଚନ ପୂର୍ବରୁ ୧୦୦ ବୋମା ଜବତ

  • ଲଦାଖରେ ୫ ନୂଆ ଜିଲ୍ଲା ଘୋଷଣା

  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ...

  • ବିବାହ ନିମନ୍ତ୍ରଣପତ୍ର ପଠାଇଥିଲେ ଯୁବକ, ...

  • ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର: ...

Home ›› ››ସାନିଟାଇଜର ଫାର୍ମରେ ନିଆଁ : ୧୮ ଜଣଙ୍କ ମୃତ୍ୟୁ

ସାନିଟାଇଜର ଫାର୍ମରେ ନିଆଁ : ୧୮ ଜଣଙ୍କ ମୃତ୍ୟୁ

2021-06-07 19:56:40
13692
Share:
Facebook
Twitter
E-Mail
WhatsApp
Telegram
ସାନିଟାଇଜର ଫାର୍ମରେ ନିଆଁ : ୧୮ ଜଣଙ୍କ  ମୃତ୍ୟୁ

ମହାରାଷ୍ଟ୍ରର ପୁନେଠାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ମୁଲଶି ତାଲୁକାରେ ଥିବା ଏହି ଫ୍ୟାକ୍ଟ୍ରିର ସାନିଟାଇଜରତିଆରି ୟୁଦୀଟରେ ନିଆଁ ଲାଗି ଏଭଳି ଅଘଟଣ ହୋଇଛି । ଏହିଠାରେ ଥିବା ଏକ କେମିକାଲ ସାନିଟାଇଜର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ  ମୃତ୍ୟୁ ହୋଇସାରିଲାଣି । ଏବେ ମଧ୍ୟ ଏକାଧିକ କର୍ମଚାରୀ ନିଖୋଜ ଅଛନ୍ତି । ନିଆଁ ଲାଗିବାବେଳେ ଫ୍ୟାକ୍ଟ୍ରି ଭିତରେ ୩୭ ଜଣ ଶ୍ରମିକ ରହିଥିଲେ । ଅବଶିଷ୍ଟ ଶ୍ରମିକଙ୍କ ସନ୍ଧାନ ମିଳିନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ କ୍ଷତି ପୂରଣ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ଅଗ୍ନିକାଣ୍ଡର ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ ଭିତରକୁ ଆଣିଥିଲା । ଏହାପରେ ସେମାନେ ଫ୍ୟାକ୍ଟ୍ରିରେ ଫସି ରହିଥିବା କର୍ମର୍ଚାରୀମାନଙ୍କୁ ଉଦ୍ଧାର କରିବାରେ ଲାଗିପଡିଥିଲେ । ନିଆଁକୁ ଆୟତ୍ତ କରାଯାଇଥିବା ବେଳେ କୁଲିଂ ପ୍ରୋସେସ ଜାରି ରହିଛି। ପ୍ୟାକେଜିଂ ସେକସନଟି ନିଆଁ ଲାଗିବା ଯୋଗୁ  ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।


Powered by Froala Editor

Tags sanitizer

Related articles Odisha News Lens 4.1

  • ବିବାହ ନିମନ୍ତ୍ରଣପତ୍ର ପଠାଇଥିଲେ ଯୁବକ, ଚିଠି ଲେଖି ନବଦମ୍ପତିଙ୍କୁ ଶୁଭେଚ୍ଛା ...
    ଦେଶ-ଦେଶାନ୍ତର

    ବିବାହ ନିମନ୍ତ୍ରଣପତ୍ର ପଠାଇଥିଲେ ଯୁବକ, ଚିଠି ଲେଖି ନବଦମ୍ପତିଙ୍କୁ ଶୁଭେଚ୍ଛା ...

    15328
    Apr 27, 2026
  • ନିର୍ବାଚନ ପୂର୍ବରୁ ୧୦୦ ବୋମା ଜବତ
    ଦେଶ-ଦେଶାନ୍ତର

    ନିର୍ବାଚନ ପୂର୍ବରୁ ୧୦୦ ବୋମା ଜବତ

    13423
    Apr 28, 2026
  • ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର: ବିଜେପି ଏବଂ ଟିଏମସି ମଧ୍ୟରେ ସିଧାସଳଖ ...
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର: ବିଜେପି ଏବଂ ଟିଏମସି ମଧ୍ୟରେ ସିଧାସଳଖ ...

    15148
    Apr 27, 2026
  • ଗୁପଚୁପ ଖାଇ ଶିଶୁ ମୃତ, ୬୦ ହସ୍ପିଟାଲରେ ଭର୍ତ୍ତି
    ଦେଶ-ଦେଶାନ୍ତର

    ଗୁପଚୁପ ଖାଇ ଶିଶୁ ମୃତ, ୬୦ ହସ୍ପିଟାଲରେ ଭର୍ତ୍ତି

    14087
    Apr 28, 2026
  • ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ଅଧିକାର ଅରାଜକତାକୁ ବୁଝାଏ ନାହିଁ
    ଦେଶ-ଦେଶାନ୍ତର

    ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ଅଧିକାର ଅରାଜକତାକୁ ବୁଝାଏ ନାହିଁ

    13837
    Apr 28, 2026
  •  ଭାରତରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ସଲିମ ଡୋଲା
    ଦେଶ-ଦେଶାନ୍ତର

    ଭାରତରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ସଲିମ ଡୋଲା

    14260
    Apr 28, 2026
  • ମାଙ୍କଡ ଧରିଲେ ମିଳିବ ୬୦୦ ଟଙ୍କା
    ଦେଶ-ଦେଶାନ୍ତର

    ମାଙ୍କଡ ଧରିଲେ ମିଳିବ ୬୦୦ ଟଙ୍କା

    14054
    Apr 28, 2026
  • ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’
    ମନୋରଞ୍ଜନ

    ‘କଳାକାରମାନଙ୍କୁ ଜୋକର ବନାଅ ନାହିଁ’

    15111
    Apr 28, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ
    ବିଶେଷ

    ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    15663
    Apr 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଲଦାଖରେ ୫ ନୂଆ ଜିଲ୍ଲା ଘୋଷଣା

    15593
    Apr 28, 2026
  • ଦେଶ-ଦେଶାନ୍ତର

    ବିବାହ ନିମନ୍ତ୍ରଣପତ୍ର ପଠାଇଥିଲେ ଯୁବକ, ଚିଠି ଲେଖି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    15328
    Apr 27, 2026
  • ଦେଶ-ଦେଶାନ୍ତର

    ମାଙ୍କଡ ଧରିଲେ ମିଳିବ ୬୦୦ ଟଙ୍କା

    14054
    Apr 28, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17444
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17492
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17852
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16321
    Apr 03, 2021

ବିଶେଷ

  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    15663
    Apr 28, 2026
  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15648
    Apr 27, 2026
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    14510
    Apr 25, 2026
  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

    14311
    Apr 24, 2026
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13966
    Apr 23, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15360
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15095
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15592
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13896
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତରେ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ସଲିମ ଡୋଲା

    14260
    Apr 28, 2026
  • ବିବାହ ନିମନ୍ତ୍ରଣପତ୍ର ପଠାଇଥିଲେ ଯୁବକ, ଚିଠି ଲେଖି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    15328
    Apr 27, 2026
  • ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର: ବିଜେପି ଏବଂ ଟିଏମସି ମଧ୍ୟରେ ସିଧାସଳଖ ଲଢ଼େଇ

    15148
    Apr 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In