Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 26, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ସ୍ପେଶ ଷ୍ଟେଶନରେ ଶୁଭାଂଶୁଙ୍କୁ ଭବ୍ୟ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମହାନ ଅଭିନେତା ଦିଲୀପ କୁମାର ଅସୁସ୍ଥ

ମହାନ ଅଭିନେତା ଦିଲୀପ କୁମାର ଅସୁସ୍ଥ

2021-06-06 05:56:50
15503
Share:
Facebook
Twitter
E-Mail
WhatsApp
Telegram
ମହାନ ଅଭିନେତା ଦିଲୀପ କୁମାର ଅସୁସ୍ଥ

ନୂଆଦିଲ୍ଲୀ : ମହାନ ଅଭିନେତା ଦିଲୀପ କୁମାର ଅସୁସ୍ଥ ହୋଇପଡିଛନ୍ତି  । ତାଙ୍କୁ ତୁରନ୍ତ ମୁମ୍ବାଇର ହିନ୍ଦୁଜା ହସପିଟାଲରେ ଭର୍ତି କରାଯାଇଛି  । ବରିଷ୍ଠ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଥିବାବେଳେ ସଦ୍ୟତମ ସ୍ଥିତି ସମ୍ପର୍କରେ ସୂଚନା ମିଳିପାରିନାହିଁ ।

ଗତମାସରେ ମଧ୍ୟ ୯୮ ବର୍ଷୀୟ ଅଭିନେତା ଦିଲୀପ କୁମାରଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା  । ତେବେ ଦୁଇଦିନ ପରେ ସେ ହସପିଟାଲରୁ ଘରକୁ ଯାଇଥିଲେ  । ଗତବର୍ଷ ମାର୍ଚ୍ଚରୁ ଦିଲୀପ କୁମାର ଓ ତାଙ୍କର ଅଭିନେତ୍ରୀ ପନôୀ ସାଇରା ବାନୁ ଏକରକମ ଆଇସୋଲେସନରେ ରହି ଆସୁଛନ୍ତି  । ଅପରପକ୍ଷରେ ସାଇରା ବାନୁ ଦିଲୀପଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ କହିଛନ୍ତିଯେ, ସବୁ କିଛି ଠିକ ଅଛି  । ଆଲାଙ୍କ କୃପାରୁ ଓ ଆପଣଙ୍କ ପ୍ରାର୍ଥନାରୁ ସେ ଠିକ ଅଛନ୍ତି ବୋଲି କହିଛନ୍ତି  ।

ଗତବର୍ଷ ଦିଲୀପ କୁମାରଙ୍କ ଭାଇ ଏହସାନ ଖାନ ଓ ଆସଲାମ ଖାନ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ତେବେ ମୁମ୍ବାଇର ଲୀଳାବତୀ ହସପିଟାଲରେ ଉଭୟଙ୍କର ମୃତୁ୍ୟ ହୋଇଥିଲା  ।

Powered by Froala Editor

Tags Dillip kumar

Related articles Odisha News Lens 4.1

  • ଅପରେଶନ ସିନ୍ଦୁର ତଥ୍ୟ ଦେଇଥିଲେ ନୌସେନା କିରାଣି, ଗିରଫ କଲା ଗୁଇନ୍ଦା ବିଭାଗ
    ଦେଶ-ଦେଶାନ୍ତର

    ଅପରେଶନ ସିନ୍ଦୁର ତଥ୍ୟ ଦେଇଥିଲେ ନୌସେନା କିରାଣି, ଗିରଫ କଲା ଗୁଇନ୍ଦା ବିଭାଗ

    13311
    Jun 26, 2025
  •  ତିଆରି କରୁଛି ପାକିସ୍ତାନ, ଆଇସିବିଏମ୍‌ର ଲକ୍ଷ୍ୟ ଭେଦ ଦୂରତା ୫୫୦୦ କିମି
    ଦେଶ-ଦେଶାନ୍ତର

    ତିଆରି କରୁଛି ପାକିସ୍ତାନ, ଆଇସିବିଏମ୍‌ର ଲକ୍ଷ୍ୟ ଭେଦ ଦୂରତା ୫୫୦୦ କିମି

    14615
    Jun 26, 2025
  • ମା’ ହେବାକୁ ଯାଉଛନ୍ତି ଅଙ୍କିତା
    ମନୋରଞ୍ଜନ

    ମା’ ହେବାକୁ ଯାଉଛନ୍ତି ଅଙ୍କିତା

    14886
    Jun 26, 2025
  • ଲାଲ କଦଳୀ ଖାଇବା ଦ୍ୱାରା ମିଳିଥାଏ ଅଗଣିତ ସ୍ବାସ୍ଥ୍ୟ ଲାଭ
    ବିଶେଷ

    ଲାଲ କଦଳୀ ଖାଇବା ଦ୍ୱାରା ମିଳିଥାଏ ଅଗଣିତ ସ୍ବାସ୍ଥ୍ୟ ଲାଭ

    13775
    Jun 26, 2025
  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ...
    ସଂସ୍କୃତି

    ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ...

    15598
    Jun 25, 2025
  • ରିଲ୍ସ କରୁ କରୁ ୧୩ ମହଲାରୁ ପଡିଗଲେ ଯୁବତୀ
    ଦେଶ-ଦେଶାନ୍ତର

    ରିଲ୍ସ କରୁ କରୁ ୧୩ ମହଲାରୁ ପଡିଗଲେ ଯୁବତୀ

    15271
    Jun 26, 2025
  • ଏଣିକି ଆଉ ଶୁଭିବନି ଅମିତାଭ ବଚ୍ଚନଙ୍କ ସାଇବର କଲର୍‌ ଟ୍ୟୁନ୍‌
    ମନୋରଞ୍ଜନ

    ଏଣିକି ଆଉ ଶୁଭିବନି ଅମିତାଭ ବଚ୍ଚନଙ୍କ ସାଇବର କଲର୍‌ ଟ୍ୟୁନ୍‌

    15064
    Jun 26, 2025
  • ସ୍ପେଶ ଷ୍ଟେଶନରେ ଶୁଭାଂଶୁଙ୍କୁ ଭବ୍ୟ ସ୍ବାଗତ
    ଦେଶ-ଦେଶାନ୍ତର

    ସ୍ପେଶ ଷ୍ଟେଶନରେ ଶୁଭାଂଶୁଙ୍କୁ ଭବ୍ୟ ସ୍ବାଗତ

    15249
    Jun 26, 2025
  • ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ରାଜକୁମାର ରାଓ ନର୍ଭସ
    ମନୋରଞ୍ଜନ

    ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ରାଜକୁମାର ରାଓ ନର୍ଭସ

    14411
    Jun 25, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ରାଜକୁମାର ରାଓ ନର୍ଭସ

    14411
    Jun 25, 2025
  • ମନୋରଞ୍ଜନ

    ମା’ ହେବାକୁ ଯାଉଛନ୍ତି ଅଙ୍କିତା

    14886
    Jun 26, 2025
  • ସଂସ୍କୃତି

    ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    15598
    Jun 25, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16590
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16708
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17020
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15510
    Apr 03, 2021

ବିଶେଷ

  • ଲାଲ କଦଳୀ ଖାଇବା ଦ୍ୱାରା ମିଳିଥାଏ ଅଗଣିତ ସ୍ବାସ୍ଥ୍ୟ ଲାଭ

    13775
    Jun 26, 2025
  • ୨ ପାଖୁଡ଼ା ରସୁଣର ଉପକାରିତା କ'ଣ ଜାଣନ୍ତୁ ?

    15500
    Jun 26, 2025
  • ମାନସିକତାକୁ ସକାରାତ୍ମକ ରଖେ ଯୋଗ

    14737
    Jun 25, 2025
  • ବଦଳାନ୍ତୁ ଆଙ୍ଗୁଠି ଫୁଟାଇବା ଅଭ୍ୟାସ, ନହେଲେ ଭୋଗିବେ ସାଙ୍ଘାତିକ ସମସ୍ୟା

    15287
    Jun 25, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    15348
    Jun 24, 2025

ବାଣିଜ୍ୟ

ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

ଭୁବନେଶ୍ୱର - ୬୦ ବର୍ଷରୁ ଅଧିକ ଇତିହାସ ଥିବା ଭାରତର ଅନ୍ୟତମ ସର୍ବାଧିକ ଖ୍ୟାତିସମ୍ପନ୍ନ ହେୟାର କଲର (କେଶ ରଙ୍ଗ) ବ୍ରାଣ୍ଡ୍‌ ଭାସମଲ୍‌ ପ୍ରାକୃତିକ ହେନାର ଚିରନ୍ତନ ପରମ୍ପରାରେ ମୂଳ ରଖୁଥିବା ତାହାର ଆଧୁ ...

  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15531
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15001
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14822
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14825
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଲାଲ କଦଳୀ ଖାଇବା ଦ୍ୱାରା ମିଳିଥାଏ ଅଗଣିତ ସ୍ବାସ୍ଥ୍ୟ ଲାଭ

    13775
    Jun 26, 2025
  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    15598
    Jun 25, 2025
  • ମା’ ହେବାକୁ ଯାଉଛନ୍ତି ଅଙ୍କିତା

    14886
    Jun 26, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In