କୁକୁର ଆକ୍ରମଣରେ ପରାଗ ଦେଶାଇଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ୱାଗ ବକରି ଟି ଗ୍ରୁପ’ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ ପରାଗ ଦେଶାଇଙ୍କ ୪୯ ବୟସରେ ମୃତ୍ୟୁ ହୋଇଯାଇଛି। ବୁଲା କୁକୁରଙ୍କ ଆକ୍ରମଣରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ପରାଗ ଦେଶାଇଙ୍କ ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ବ୍ରେନ ହାମ୍ରେଜରେ ମୃତ୍ୟୁ ହୋଇଛି। ୧୫ ତାରିଖରେ ଘରକୁ ଗଲାବେଳେ ତାଙ୍କୁ କିଛି ବୁଲାକୁକୁର ଆକ୍ରମଣ କରିଥିଲେ।
Powered by Froala Editor