Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 04, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

କୋଲେଷ୍ଟରଲ କମାଏ ଅଁଳାରସ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଗଗନଯାନ ମିଶନ ମଡ୍ୟୁଲାର ପ୍ରଥମ ପରୀକ୍ଷଣ ସଫଳ

ଗଗନଯାନ ମିଶନ ମଡ୍ୟୁଲାର ପ୍ରଥମ ପରୀକ୍ଷଣ ସଫଳ

2023-10-21 06:40:27
16422
Share:
Facebook
Twitter
E-Mail
WhatsApp
Telegram
ଗଗନଯାନ ମିଶନ ମଡ୍ୟୁଲାର ପ୍ରଥମ ପରୀକ୍ଷଣ ସଫଳ

ବିଶାଖାପାଟନାମ୍:  ଗଗନଯାନ ମିଶନ ମଡ୍ୟୁଲାର ପ୍ରଥମ ପରୀକ୍ଷଣ ସଫଳ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଦିନ ୧୦ଟା ବେଳେ ସଫଳତାର ସହ ଉତକ୍ଷେପଣ କରାଯାଇଛି । କ୍ରୁ ମଡ୍ୟୁଲାର ୧୭ କିଲୋମିଟର ଉପରକୁ ଯାଇ ପାରାଚ୍ୟୁଟ୍ ମାଧ୍ୟମରେ ପୁଣି ଥରେ ତଳ ଖସିଛି । ଗଗନଯାନ TV D-1କୁ ଉତକ୍ଷେପଣ କରି ମହାକାଶକୁ ମାନବ ପଠାଇବା ଦିଗରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ।

ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଗଗନଯାନ କ୍ରୁ ମଡ୍ୟୁଲକୁ ସଫଳତାର ସହିତ ପରୀକ୍ଷଣ କରିଛି ଇସ୍ରୋ । ଆଜି ସକାଳ ୮ଟାରେ ଟେଷ୍ଟ ଭେହିକିଲ୍ ଆବୋର୍ଟ ମିଶନ-୧କୁ ଉତକ୍ଷେପଣ ପାଇଁ ସମୟ ଧାର୍ୟ୍ୟ କରାଯାଇଥିଲା । ପରେ ଏହାକୁ ସାଢେ ୮ଟାକୁ ଘୁଞ୍ଚାଇ ଦିଆଯାଇଥିଲା । ମାତ୍ର ଲଞ୍ଚର ୫ସେକେଣ୍ଡ ପୂର୍ବରୁ ଏହାକୁ ହୋଲ୍ଟ କରାଯାଇଥିଲା । ବୈଷିୟକ ତୃଟି ପାଇଁ ଏହାକୁ ସ୍ଥଗିତ କରାଯାଇଥିବା କହିଥିଲେ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥନ । ତେବେ ଯାନ୍ତ୍ରିକ ସମସ୍ୟାକୁ ସମାଧାନ କରି ପୁଣି ଥରେ ଦିନ ୧୦ଟାରେ ଗଗନଯାନ ମିଶନର କ୍ରୁ ମଡ୍ୟୁଲକୁ ସଫଳତା ସହ ଉତକ୍ଷେପଣ କରାଯାଇଛି । ଏହି ମଡ୍ୟୁଲ ୧୭ କିଲୋମିଟର ଉପରକୁ ଯାଇ ପାରାଚ୍ୟୁଟ୍ ମାଧ୍ୟମରେ ତଳକୁ ଖସିଛି । ଏହି ସଫଳତାକୁ ନେଇ ଇସ୍ରୋ ଅଧ୍ୟକ୍ଷ ପୂରା ଟିମକୁ ଶୁଭେଚ୍ଛା ଦେଇଛନ୍ତି ।  

Powered by Froala Editor

Tags Gaganyan

Related articles Odisha News Lens 4.1

  • ଖରାଦିନେ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ
    ବିଶେଷ

    ଖରାଦିନେ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

    14987
    Jun 03, 2025
  • କୋଲେଷ୍ଟରଲ କମାଏ ଅଁଳାରସ
    ବିଶେଷ

    କୋଲେଷ୍ଟରଲ କମାଏ ଅଁଳାରସ

    13386
    Jun 03, 2025
  • ପୁଣି ପରଦାକୁ ଫେରୁଛନ୍ତି ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ
    ମନୋରଞ୍ଜନ

    ପୁଣି ପରଦାକୁ ଫେରୁଛନ୍ତି ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ

    15268
    Jun 02, 2025
  • ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ଅବଦୁଲ ଅଜିଜ ଏସାରକୁ ଗୁଳି କରି ହତ୍ୟା
    ଦେଶ-ଦେଶାନ୍ତର

    ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ଅବଦୁଲ ଅଜିଜ ଏସାରକୁ ଗୁଳି କରି ହତ୍ୟା

    14090
    Jun 03, 2025
  • ଫୋନ୍ ଗପି ଶିଶୁର ବୁଢ଼ା ଆଙ୍ଗୁଳି କାଟିଦେଲେ ନର୍ସ
    ଦେଶ-ଦେଶାନ୍ତର

    ଫୋନ୍ ଗପି ଶିଶୁର ବୁଢ଼ା ଆଙ୍ଗୁଳି କାଟିଦେଲେ ନର୍ସ

    14271
    Jun 02, 2025
  • ଆତଙ୍କବାଦୀଙ୍କ ପାଇଁ କାମ କରୁଛନ୍ତି ସରକାରୀ କର୍ମଚାରୀ
    ଦେଶ-ଦେଶାନ୍ତର

    ଆତଙ୍କବାଦୀଙ୍କ ପାଇଁ କାମ କରୁଛନ୍ତି ସରକାରୀ କର୍ମଚାରୀ

    13530
    Jun 03, 2025
  • ସିକିମରେ ଭୂସ୍ଖଳନ : ୩ ମୃତ, ୯ ଯବାନ ନିଖୋଜ
    ଦେଶ-ଦେଶାନ୍ତର

    ସିକିମରେ ଭୂସ୍ଖଳନ : ୩ ମୃତ, ୯ ଯବାନ ନିଖୋଜ

    13759
    Jun 02, 2025
  • ‘ରାମାୟଣ’ରେ ମୋହିତ : ସୁପରଷ୍ଟାରଙ୍କ ଉପରେ ଭାରୀ ପଡ଼ିବେ ଟେଲି ଅଭିନେତା
    ମନୋରଞ୍ଜନ

    ‘ରାମାୟଣ’ରେ ମୋହିତ : ସୁପରଷ୍ଟାରଙ୍କ ଉପରେ ଭାରୀ ପଡ଼ିବେ ଟେଲି ଅଭିନେତା

    15543
    Jun 02, 2025
  • ୮ରେ ମହାକାଶକୁ ଯାତ୍ରା କରିବେ ବାୟୁସେନା ଗ୍ରୁପ୍‌ କ୍ୟାପେଟନ ଶୁଭାଂଶୁ ଶୁକ୍ଳା
    ଦେଶ-ଦେଶାନ୍ତର

    ୮ରେ ମହାକାଶକୁ ଯାତ୍ରା କରିବେ ବାୟୁସେନା ଗ୍ରୁପ୍‌ କ୍ୟାପେଟନ ଶୁଭାଂଶୁ ଶୁକ୍ଳା

    14125
    Jun 03, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    କୋଲେଷ୍ଟରଲ କମାଏ ଅଁଳାରସ

    13386
    Jun 03, 2025
  • ଦେଶ-ଦେଶାନ୍ତର

    ପାଦରୁ ଜୋତା ନଖୋଲି ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାହୁଲ

    14177
    Jun 03, 2025
  • ମନୋରଞ୍ଜନ

    ‘ରାମାୟଣ’ରେ ମୋହିତ : ସୁପରଷ୍ଟାରଙ୍କ ଉପରେ ଭାରୀ ପଡ଼ିବେ ଟେଲି ଅଭିନେତା

    15543
    Jun 02, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16641
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16932
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15469
    Apr 03, 2021

ବିଶେଷ

  • କୋଲେଷ୍ଟରଲ କମାଏ ଅଁଳାରସ

    13386
    Jun 03, 2025
  • ଖରାଦିନେ ରକ୍ତଚାପରୁ ମୁକ୍ତି ପାଇବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

    14987
    Jun 03, 2025
  • ଅବସାଦ ଦୂର କରିବାର ସହଜ ଉପାୟ ଜାଣନ୍ତୁ....

    15159
    Jun 02, 2025
  • ନିୟମିତ ମଦ୍ୟପାନ କଲେ ଜିନ୍‌ରେ ଆସେ ପରିବର୍ତ୍ତନ

    15531
    Jun 02, 2025
  • ସିଝା ଅଣ୍ଡାରେ ମାଲିସ୍‌

    15230
    Jun 01, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15687
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16303
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14011
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14809
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଣି ପରଦାକୁ ଫେରୁଛନ୍ତି ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ

    15268
    Jun 02, 2025
  • ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ଅବଦୁଲ ଅଜିଜ ଏସାରକୁ ଗୁଳି କରି ହତ୍ୟା

    14090
    Jun 03, 2025
  • ‘ରାମାୟଣ’ରେ ମୋହିତ : ସୁପରଷ୍ଟାରଙ୍କ ଉପରେ ଭାରୀ ପଡ଼ିବେ ଟେଲି ଅଭିନେତା

    15543
    Jun 02, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In