Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, May 15, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

୧୦ ବର୍ଷ ପରେ ଗୁଗଲ୍‌ ବଦଳାଇଲା ‘G’ ଲୋଗୋ

ଖେଳ ଖବର
Home ›› ଖେଳ ଖବର ››ଟିକେଟ ମାଗନ୍ତୁନି, ଦୟା କରି ଘରେ କ୍ରିକେଟର ମଜା ନୁଅନ୍ତୁ : କୋହଲି

ଟିକେଟ ମାଗନ୍ତୁନି, ଦୟା କରି ଘରେ କ୍ରିକେଟର ମଜା ନୁଅନ୍ତୁ : କୋହଲି

2023-10-04 20:03:56
21747
Share:
Facebook
Twitter
E-Mail
WhatsApp
Telegram
ଟିକେଟ ମାଗନ୍ତୁନି, ଦୟା କରି ଘରେ କ୍ରିକେଟର ମଜା ନୁଅନ୍ତୁ : କୋହଲି

ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ବିଶ୍ୱକପ ମହାକୁମ୍ଭ । ତେବେ ବିଶ୍ୱକପ୍ ପୂର୍ବରୁ କୋହଲିଙ୍କର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । କୋହଲି ପୋଷ୍ଟ ସେୟାର କରି ଲେଖିଛନ୍ତି, ବିଶ୍ୱକପ୍ ପାଖେଇ ଆସୁଛି । କିନ୍ତୁ ମୁଁ ମୋର ବନ୍ଧୁଙ୍କୁ ବିନମ୍ରତାର ସହ କହିବାକୁ ଚାହୁଁଛି ଯେ, ଟୁର୍ଣ୍ଣାମେଣ୍ଟ ସମୟରେ ମୋତେ କେହି ଟିକେଟ ପାଇଁ ଅନୁରୋଧ କରିବେନି । ଦୟାକରି ନିଜ ଘରେ ବସି ମ୍ୟାଚର ମଜା ଉଠାନ୍ତୁ । 

କେବଳ ବିରାଟ ନୁହାଁନ୍ତି ପତ୍ନୀ ଅନୁଷ୍କା ବି ସମାନ କଥା ଲେଖିଛନ୍ତି । ସେ କହିଛନ୍ତି ମୁଁ ମଧ୍ୟ ଏଥିରେ ଗୋଟିଏ କଥା ଯୋଡିବାକୁ ଚାହୁଁଛି । ଯଦି ଆପଣଙ୍କର ମେସେଜର ଉତ୍ତର ମିଳୁନି ତେବେ ମୋତେ ମଧ୍ୟ ଟିକେଟ ପାଇଁ ଅନୁରୋଧ କରିବେ ନାହିଁ । ଧନ୍ୟବାଦ ସମସ୍ତଙ୍କୁ ଆମକୁ ବୁଝୁଥିବାରୁ ।

ସୂଚନା ଅନୁଯାୟୀ, ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଗତ ସିଜନର ଫାଇନାଲିଷ୍ଟ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ । ତେବେ ଏହି ମ୍ୟାଚ ପୂର୍ବରୁ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ ଦଳରୁ ବାଦ୍ ପଡ଼ିଛନ୍ତି । ପ୍ରକୃତ ଘଟଣା ହେଉଛି ସେ ଏପର୍ଯ୍ୟନ୍ତ ସୁସ୍ଥ ହୋଇ ପାରିନାହାନ୍ତି । ଆଗାମୀ ମ୍ୟାଚ ପୂର୍ବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ କମବ୍ୟାକ କରିପାରିବେ ବୋଲି ଆଶା କରାଯାଉଛି । 

Powered by Froala Editor

Tags cricket

Related articles Odisha News Lens 4.1

  • ଡ. ଏସ୍. ଜୟଶଙ୍କରଙ୍କୁ ଜେଡ୍ ସୁରକ୍ଷା
    ଦେଶ-ଦେଶାନ୍ତର

    ଡ. ଏସ୍. ଜୟଶଙ୍କରଙ୍କୁ ଜେଡ୍ ସୁରକ୍ଷା

    15172
    May 14, 2025
  • ଚୀନ ଓ ତୁର୍କୀ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍‍
    ଦେଶ-ଦେଶାନ୍ତର

    ଚୀନ ଓ ତୁର୍କୀ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍‍

    14959
    May 14, 2025
  • ତୁର୍କୀକୁ ଭାରତର ବୟକଟ: ତୁର୍କୀରୁ ଭାରତକୁ ଆସୁଥିବା ସାମଗ୍ରୀ ଉପରେ ଲାଗିବ ...
    ଦେଶ-ଦେଶାନ୍ତର

    ତୁର୍କୀକୁ ଭାରତର ବୟକଟ: ତୁର୍କୀରୁ ଭାରତକୁ ଆସୁଥିବା ସାମଗ୍ରୀ ଉପରେ ଲାଗିବ ...

    13710
    May 14, 2025
  • ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ସେନାର ମୁଖ୍ୟ
    ଦେଶ-ଦେଶାନ୍ତର

    ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ସେନାର ମୁଖ୍ୟ

    15143
    May 14, 2025
  •  ପାକିସ୍ତାନରେ ଅଟକ ଥିବା  ବିଏସଏଫ କନଷ୍ଟେବଳ ଫେରିଲେ ଭାରତ
    ଦେଶ-ଦେଶାନ୍ତର

    ପାକିସ୍ତାନରେ ଅଟକ ଥିବା ବିଏସଏଫ କନଷ୍ଟେବଳ ଫେରିଲେ ଭାରତ

    14310
    May 14, 2025
  • ଋଷରୁ ଭାରତକୁ ଆସିବ ଅଧିକ ଏସ୍‌-୪୦୦
    ଦେଶ-ଦେଶାନ୍ତର

    ଋଷରୁ ଭାରତକୁ ଆସିବ ଅଧିକ ଏସ୍‌-୪୦୦

    15281
    May 14, 2025
  • ୧୦ ବର୍ଷ ପରେ ଗୁଗଲ୍‌ ବଦଳାଇଲା ‘G’ ଲୋଗୋ
    ଦେଶ-ଦେଶାନ୍ତର

    ୧୦ ବର୍ଷ ପରେ ଗୁଗଲ୍‌ ବଦଳାଇଲା ‘G’ ଲୋଗୋ

    14853
    May 14, 2025
  • ବିଜୟ ଶାହାଙ୍କ ବିବାଦୀୟ ବୟାନ, ମାମଲା ରୁଜୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ବିଜୟ ଶାହାଙ୍କ ବିବାଦୀୟ ବୟାନ, ମାମଲା ରୁଜୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    14581
    May 14, 2025
  • ଅବସର ପରେ ବୃନ୍ଦାବନରେ ପହଞ୍ଚିଲେ ବିରାଟ-ଅନୁଷ୍କା
    ମନୋରଞ୍ଜନ

    ଅବସର ପରେ ବୃନ୍ଦାବନରେ ପହଞ୍ଚିଲେ ବିରାଟ-ଅନୁଷ୍କା

    13400
    May 14, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଜୟ ଶାହାଙ୍କ ବିବାଦୀୟ ବୟାନ, ମାମଲା ରୁଜୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    14581
    May 14, 2025
  • ଦେଶ-ଦେଶାନ୍ତର

    ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ସେନାର ମୁଖ୍ୟ

    15143
    May 14, 2025
  • ଦେଶ-ଦେଶାନ୍ତର

    ଡ. ଏସ୍. ଜୟଶଙ୍କରଙ୍କୁ ଜେଡ୍ ସୁରକ୍ଷା

    15172
    May 14, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16601
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16888
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15437
    Apr 03, 2021

ବିଶେଷ

  • ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏହା.....

    15111
    May 14, 2025
  • ବ୍ୟାୟାମ କରିବା ପୂର୍ବରୁ ହାଲିଆ ଲାଗୁଥିଲେ...

    15309
    May 14, 2025
  • ଏସବୁ ଖାଦ୍ୟରେ ମିଶାନ୍ତୁ ନାହିଁ ଲୁଣ

    13956
    May 13, 2025
  • କଲରା ସହ ଏସବୁ ଖାଇବା ମନା

    14936
    May 12, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷାପାଇବାକୁ ହେଲେ କରନ୍ତୁ ଏହା...

    16028
    May 12, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16263
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13977
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14771
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15298
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୦ ବର୍ଷ ପରେ ଗୁଗଲ୍‌ ବଦଳାଇଲା ‘G’ ଲୋଗୋ

    14853
    May 14, 2025
  • ଅବସର ପରେ ବୃନ୍ଦାବନରେ ପହଞ୍ଚିଲେ ବିରାଟ-ଅନୁଷ୍କା

    13400
    May 14, 2025
  • ସତ ମାନୁନଥିଲା ପାକିସ୍ତାନ, ସାଟେଲାଇଟ୍ ଦେଖାଇଲା ଧ୍ୱଂସ ଏୟାରବେସ୍‌ର ଚିତ୍ର

    15354
    May 14, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In