Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • RBIର ଘୋଷଣା : ଦେଶରେ ଖୁବଶୀଘ୍ର ଆସିବ ପଲିମର ...

  • ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ନରୱେ ...

  • ‘ଓ୍ବି ଦି ଲିଡର୍ସ’ ନାମରେ ନୂଆ ଆନ୍ଦୋଳନ ...

  • ସରେଣ୍ଡର କଲେ ଖାନ୍‌ ସାର

  • ଗୋଆରେ ପହଞ୍ଚିଲା ମୌସୁମୀ ବାୟୁ

  • କୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ଉନ୍ନତ ...

  • ଚାକିରି ନେଇ ସୁପ୍ରିମକୋର୍ଟଙ୍କ ...

  • ବିଧାନନଗରର ଟିଏମସି ମେୟର ଦେଲେ ଇସ୍ତଫା

  • ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

  • ୨୩ ବର୍ଷର ଡିଭୋର୍ସ ମାମଲା : ମହିଳାଙ୍କୁ ...

ରାଜ୍ୟ
Home ›› ରାଜ୍ୟ ››ନୂଆ ରୋଗ ଆତଙ୍କ, ସ୍କ୍ରବ ଟାଇଫସରେ ୩ ଆକ୍ରାନ୍ତ ଚିହ୍ନଟ

ନୂଆ ରୋଗ ଆତଙ୍କ, ସ୍କ୍ରବ ଟାଇଫସରେ ୩ ଆକ୍ରାନ୍ତ ଚିହ୍ନଟ

2023-09-13 10:29:23
13604
Share:
Facebook
Twitter
E-Mail
WhatsApp
Telegram
ନୂଆ ରୋଗ ଆତଙ୍କ, ସ୍କ୍ରବ ଟାଇଫସରେ ୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ମ୍ୟାଲେରିଆ ଓ ଡେଙ୍ଗୁକୁ ନେଇ ସମସ୍ତେ ଚିନ୍ତିତ । ରାଜ୍ୟର ଅଧିକାଂଶସ୍ଥାନରେ ଏହି ଦୁଇ ରୋଗ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି । ଏହାରି ଭିତରେ ବୋଝ ଉପରେ ନଳିତା ବିଡ଼ାସଦୃଶ ରାଜ୍ୟରେ ପୁଣି ଏକ ନୂଆ ରୋଗ ଆତଙ୍କ ଖେଳାଇବାରେ ଆରମ୍ଭ କରିଛି । ଉକ୍ତ ରୋଗ ହେଲା  ସ୍କ୍ରବ ଟାଇଫସ । ମ୍ୟାଲେରିଆ ଓ ଡେଙ୍ଗୁ ପରେ ସ୍କ୍ରବ ଟାଇଫସ ଆତଙ୍କ ଖେଳାଇବାରେ ଲାଗିଛି ।

ସମ୍ବଲପୁର ବୁର୍ଲାରେ ଆଉ ୩ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ାରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଏହି ରୋଗର ମୁକାବିଲା କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ଜଣାଯାଇଛି ।

Powered by Froala Editor

Tags NEW DEASES IN ODISHA

Related articles Odisha News Lens 4.1

  • ସରେଣ୍ଡର କଲେ ଖାନ୍‌ ସାର
    ଦେଶ-ଦେଶାନ୍ତର

    ସରେଣ୍ଡର କଲେ ଖାନ୍‌ ସାର

    15229
    Jun 06, 2026
  • ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ନରୱେ ଚେସ୍‌ ଜିତିବାରେ ପ୍ରଥମ ଭାରତୀୟ
    ଖେଳ ଖବର

    ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ନରୱେ ଚେସ୍‌ ଜିତିବାରେ ପ୍ରଥମ ଭାରତୀୟ

    14586
    Jun 06, 2026
  • ୨୩ ବର୍ଷର ଡିଭୋର୍ସ ମାମଲା  : ମହିଳାଙ୍କୁ ମିଳିଲା ୮୫ କୋଟି ଟଙ୍କା
    ଦେଶ-ଦେଶାନ୍ତର

    ୨୩ ବର୍ଷର ଡିଭୋର୍ସ ମାମଲା : ମହିଳାଙ୍କୁ ମିଳିଲା ୮୫ କୋଟି ଟଙ୍କା

    13599
    Jun 05, 2026
  • ବିଧାନନଗରର ଟିଏମସି ମେୟର ଦେଲେ ଇସ୍ତଫା
    ଦେଶ-ଦେଶାନ୍ତର

    ବିଧାନନଗରର ଟିଏମସି ମେୟର ଦେଲେ ଇସ୍ତଫା

    13824
    Jun 05, 2026
  •  ଚାକିରି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଚାକିରି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଜାଣନ୍ତୁ କ’ଣ?

    15503
    Jun 05, 2026
  • ଗୋଆରେ ପହଞ୍ଚିଲା ମୌସୁମୀ ବାୟୁ
    ଦେଶ-ଦେଶାନ୍ତର

    ଗୋଆରେ ପହଞ୍ଚିଲା ମୌସୁମୀ ବାୟୁ

    14418
    Jun 06, 2026
  • ‘ଓ୍ବି ଦି ଲିଡର୍ସ’ ନାମରେ ନୂଆ ଆନ୍ଦୋଳନ ଆରମ୍ଭ କଲେ ଆନ୍ନାମଲାଇ
    ରାଜନୀତି

    ‘ଓ୍ବି ଦି ଲିଡର୍ସ’ ନାମରେ ନୂଆ ଆନ୍ଦୋଳନ ଆରମ୍ଭ କଲେ ଆନ୍ନାମଲାଇ

    15329
    Jun 06, 2026
  • କୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ଉନ୍ନତ କରିବା ପାଇଁ ବ୍ୟବହାର ହେବ ଏଆଇ
    ଦେଶ-ଦେଶାନ୍ତର

    କୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ଉନ୍ନତ କରିବା ପାଇଁ ବ୍ୟବହାର ହେବ ଏଆଇ

    15117
    Jun 05, 2026
  • RBIର  ଘୋଷଣା : ଦେଶରେ ଖୁବଶୀଘ୍ର ଆସିବ ପଲିମର ନୋଟ
    ଦେଶ-ଦେଶାନ୍ତର

    RBIର ଘୋଷଣା : ଦେଶରେ ଖୁବଶୀଘ୍ର ଆସିବ ପଲିମର ନୋଟ

    15040
    Jun 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ଉନ୍ନତ କରିବା ପାଇଁ ବ୍ୟବହାର ହେବ ଏଆଇ

    15117
    Jun 05, 2026
  • ଦେଶ-ଦେଶାନ୍ତର

    ବିଧାନନଗରର ଟିଏମସି ମେୟର ଦେଲେ ଇସ୍ତଫା

    13824
    Jun 05, 2026
  • ଖେଳ ଖବର

    ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ନରୱେ ଚେସ୍‌ ଜିତିବାରେ ପ୍ରଥମ ଭାରତୀୟ

    14586
    Jun 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16908
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17526
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17576
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17964
    Sep 06, 2023

ବିଶେଷ

  • ଏହି ମସଲା ଖାଇଲେ ହେବନି ପେଟ ଗରମ

    13642
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14858
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14724
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15265
    May 31, 2026
  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....

    15334
    May 30, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15451
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15194
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15681
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14020
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସରେଣ୍ଡର କଲେ ଖାନ୍‌ ସାର

    15229
    Jun 06, 2026
  • ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ ନରୱେ ଚେସ୍‌ ଜିତିବାରେ ପ୍ରଥମ ଭାରତୀୟ

    14586
    Jun 06, 2026
  • ଚାକିରି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଜାଣନ୍ତୁ କ’ଣ?

    15503
    Jun 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In