Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Monday, September 25, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦେଶ ପାଇଁ ଗୌରବ ଆଣିଲେ ଝିଅ : ଏସୀୟ ...

  • ଚୀନ୍‌ରେ ୩୦୦ କୋଟିରୁ ଅଧିକ ଘର ...

  • ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ...

  • ବସ୍‌- ଟ୍ରକ୍‌ ଧକ୍କା, ୩୯ ଆହତ

  • ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ...

  • ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ...

  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

  • ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ...

  • ଦୁଇ ମାସରେ ବାପା,ମା’ଙ୍କୁ ହରାଇ ଭାଙ୍ଗି ...

  • ସୁନା ଦୋକାନ ଲୁଟିଲେ ଲୁଟେରା : ନେଇଗଲେ ୨୫ ...

ଖେଳ ଖବର
Home ›› ଖେଳ ଖବର ››ସୋଆରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍ ଚାମ୍ପିଅନ୍‌ସିପ୍ ଆରମ୍ଭ

ସୋଆରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍ ଚାମ୍ପିଅନ୍‌ସିପ୍ ଆରମ୍ଭ

2023-09-09 12:49:40
14741
Share:
Facebook
Twitter
E-Mail
WhatsApp
Telegram
ସୋଆରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସ୍କୁଲ ଚେସ୍ ଚାମ୍ପିଅନ୍‌ସିପ୍ ଆରମ୍ଭ

ଭୁବନେଶ୍ୱର  : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ଦୁଇ ଦିନିଆ ଅଲ୍ ଓଡ଼ିଶା ସ୍କୁଲ୍ ଚେସ୍‌ ଚାମ୍ପିଅନ୍‌ସିପର ଶୁଭାରମ୍ଭ ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଉଛନ୍ତି । ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ତଥା ସୋଆର ସହଯୋଗରେ ଏହି ଚାମ୍ପିଅନ୍‌ସିପ୍‌ ଆରମ୍ଭ ହୋଇଥିବା ବେଳେ ଏହାର ପୁରସ୍କାର ରାଶି ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ଟୁର୍ଣ୍ଣାମେଂଟରେ ସାରା ରାଜ୍ୟରୁ ୫ ବର୍ଷରୁ ୧୫ ବର୍ଷର ପିଲାମାନେ ଭାଗ ନେଇଛନ୍ତି ।

ପ୍ରତିଯୋଗିତାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚେସ୍ ଖେଳରେ ଭାରତରେ ନୂଆ ନୂଆ ପ୍ରତିଭା ସାମ୍ନାକୁ ଆସୁଥିବା ଦର୍ଶାଇ ରାଜ୍ୟରେ ଏହି କ୍ରୀଡ଼ାକୁ ଲୋକପ୍ରିୟ କରାଇବା ଏହି ଚାମ୍ପିଅନ୍‌ସିପ୍‌ର ମୂଳ ଉଦ୍ଦେଶ୍ୟ ବୋଲି କହିଛନ୍ତି ।

କାର୍ଯ୍ୟକ୍ରମରେ ଏଓସିଏର ଇଂଟରନ୍ୟାସ୍‌ନାଲ୍ ଆରବିଟର ଶ୍ରୀ ସୁରେଶ ଚନ୍ଦ୍ର ସାହୁ, ସଚିବ ଶ୍ରୀ ଦେବବ୍ରତ ଭ... ଓ କୋଷାଧ୍ୟକ୍ଷ ଶ୍ରୀ ଶଙ୍କର ମିଶ୍ରଙ୍କ ସମେତ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ ।

ପ୍ରଫେସର ଦାସ କହିଥିଲେ ଯେ କ୍ରୀଡ଼ା ହେଉଛି ଏଭଳି ଏକ ମାଧ୍ୟମ ଯାହା ଦ୍ୱାରା ମଣିଷର ଜୀବନରେ ଶୃଙ୍ଖଳା ଆସିଥାଏ । ଚେସ୍ କ୍ରୀଡ଼ାକୁ ଅନ୍ୟ ଖେଳ ଠାରୁ ଅଲଗା ବୋଲି କହିବା ସହ ଏହା ମସ୍ତିଷ୍କକୁ ଚଂଚଳ କରିଥାଏ ବୋଲି ସେ କହିଥିଲେ । ଏହି ଅବସରରେ ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ମଧ୍ୟ ଉପସ୍ଥିତ ଥିଲେ ।

Powered by Froala Editor

Tags soa university , chess

Related articles Odisha News Lens 3.2

  • ଦେଶ ପାଇଁ ଗୌରବ ଆଣିଲେ ଝିଅ : ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲା ମହିଳା କ୍ରିକେଟ ଟିମ୍
    ଖେଳ ଖବର

    ଦେଶ ପାଇଁ ଗୌରବ ଆଣିଲେ ଝିଅ : ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲା ମହିଳା କ୍ରିକେଟ ଟିମ୍

    13467
    Sep 25, 2023
  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ
    ବିଶେଷ

    ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

    13874
    Sep 25, 2023
  • ଚୀନ୍‌ରେ ୩୦୦ କୋଟିରୁ ଅଧିକ ଘର ଖାଲିପଡ଼ିଛି
    ଦେଶ-ଦେଶାନ୍ତର

    ଚୀନ୍‌ରେ ୩୦୦ କୋଟିରୁ ଅଧିକ ଘର ଖାଲିପଡ଼ିଛି

    14043
    Sep 25, 2023
  • ବସ୍‌- ଟ୍ରକ୍‌ ଧକ୍କା, ୩୯ ଆହତ
    ଦେଶ-ଦେଶାନ୍ତର

    ବସ୍‌- ଟ୍ରକ୍‌ ଧକ୍କା, ୩୯ ଆହତ

    13538
    Sep 25, 2023
  • ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ
    ବିଶେଷ

    ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ

    13619
    Sep 25, 2023
  • ଦୁଇ ମାସରେ ବାପା,ମା’ଙ୍କୁ ହରାଇ ଭାଙ୍ଗି ପଡିଛନ୍ତି କିକୁ
    ମନୋରଞ୍ଜନ

    ଦୁଇ ମାସରେ ବାପା,ମା’ଙ୍କୁ ହରାଇ ଭାଙ୍ଗି ପଡିଛନ୍ତି କିକୁ

    13841
    Sep 25, 2023
  • ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା  : ମନମୋହନ ସାମଲ
    ରାଜନୀତି

    ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା : ମନମୋହନ ସାମଲ

    13693
    Sep 25, 2023
  • ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ...
    ରାଜନୀତି

    ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ...

    13667
    Sep 25, 2023
  • ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ବିପଜ୍ଜନକ
    ଦେଶ-ଦେଶାନ୍ତର

    ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ବିପଜ୍ଜନକ

    14723
    Sep 25, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା : ମନମୋହନ ସାମଲ

    13693
    Sep 25, 2023
  • ବିଶେଷ

    ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ

    13619
    Sep 25, 2023
  • ରାଜନୀତି

    ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ପଟ୍ଟନାୟ

    13667
    Sep 25, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15226
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15541
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14263
    Apr 03, 2021

ବିଶେଷ

  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

    13874
    Sep 25, 2023
  • ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ

    13619
    Sep 25, 2023
  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

    15580
    Sep 23, 2023
  • ପିଅନ୍ତୁ ହଳଦୀ ଓ ଡାଳଚିନି ଚା’, ଏସବୁ ସମସ୍ୟାରୁ ଦେଇଥାଏ ମୁକ୍ତି

    15052
    Sep 23, 2023
  • ଏହା କଲେ କମିଥାଏ ଆୟୁଷ

    15542
    Sep 20, 2023

ବାଣିଜ୍ୟ

ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା। ବାଣିଜ୍ୟ ସମୟରେ ଏହା ୬୬,୭୨୮ ପଏଣ୍ଟକୁ ଛୁଇଁଥିଲା। ଏଥି ସହିତ, ନିଫ୍ଟି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ୧,୧୮ ପ୍ରତିଶତ ବା ୨୩୮ ପଏଣ୍ଟ ହ୍ରାସ ପାଇ ୧୯,୮୯୫ ପଏଣ୍ଟରେ ପହଞ୍ଚିଥିଲା । ଯାହା ଦ୍ୱାରା ଏଚଡିଏଫସି ବ୍ୟାଙ ...

  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14318
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15765
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14139
    Aug 02, 2023
  • ଯନ୍ତ୍ରଣାରୁ ରୋଗୀକୁ ଆରାମ ଦିଏ ବନ୍ଧାକୋବି

    14517
    Jul 14, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ବିପଜ୍ଜନକ

    14723
    Sep 25, 2023
  • ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା : ମନମୋହନ ସାମଲ

    13693
    Sep 25, 2023
  • ଚୀନ୍‌ରେ ୩୦୦ କୋଟିରୁ ଅଧିକ ଘର ଖାଲିପଡ଼ିଛି

    14043
    Sep 25, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In