Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ...

  • ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ...

  • ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ...

  • ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରୁଥିବାର ପୁଣି ...

  • ଲସ୍କର-ଏ-ତୈବା କମାଣ୍ଡର ସୈଫୁଲ୍ଲା ଖାଲିଦ୍ ...

  • ଆପଲ ସାଇଡରର ଆଶ୍ଚର୍ଯୟଜନକ ଲାଭ ବିଷୟରେ ...

  • ବର୍ଷା ପାନି ଗୀତରେ ରବିନା ଦେଖାଇଥିଲେ ...

  • ଧନଠାରୁ ଅଧିକ ମୂଲ୍ୟବାନ ପ୍ରେମ

  • ବଦଳିଲା ‘ରାଣ୍ଡୀ ପୁଅ ଅନନ୍ତା’ ଫିଲ୍ମ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ବିଗ୍‌ବସ୍ ଓଟିଟି-୨ରେ ଏଲଭିସଙ୍କ ବିଜୟ

ବିଗ୍‌ବସ୍ ଓଟିଟି-୨ରେ ଏଲଭିସଙ୍କ ବିଜୟ

2023-08-19 16:47:46
15233
Share:
Facebook
Twitter
E-Mail
WhatsApp
Telegram
ବିଗ୍‌ବସ୍ ଓଟିଟି-୨ରେ ଏଲଭିସଙ୍କ ବିଜୟ

ଲକ୍ଷ ଲକ୍ଷ ଭ୍ୟୁୟର୍ସଙ୍କ ମନ କିଣିଥିବା ଥିବା ୟୁଟ୍ୟୁବର ଏଲଭିସ ୟାଦବ ବିଗ୍‌ବସଙ୍କ ହୃଦୟ ଜିତି ନେଇଛନ୍ତି । ୱାଇଲ୍ଡ କାର୍ଡ ଏଣ୍ଟ୍ରି କରି ବିଗ୍ ବସ୍ ଓଟିଟି ସିଜିନ୍-୨ର ବିଜେତା ହୋଇଛନ୍ତି ଏଲଭିସ। ପୁରସ୍କାର ବାବଦକୁ ତାଙ୍କୁ ବିଗ୍ ବସ୍ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ମିଳିଛି। ସେହିପରି ବ୍ଲଗର ଅଭିଷେକ ମଲାନ ପ୍ରଥମ ରନର୍ସ ଅପ୍ ହୋଇଛନ୍ତି ।

୨ ମାସ ତଳେ ଆରମ୍ଭ ହୋଇଥିବା ବିଗ୍ ବସ୍ ଓଟିଟି ୨ରେ ଦୃଢ଼ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା । ଏହା ଦର୍ଶକଙ୍କୁ ମଧ୍ୟ ପସନ୍ଦ ଆସିଥିଲା। ୪ ସପ୍ତାହ ପରେ ୱାଇଲ୍ଡ କାର୍ଡ ମାଧ୍ୟମରେ ସୋ’ରେ ସାମିଲ ହୋଇଥିବା ଏଲ୍‌ଭିସ୍ ସମସ୍ତଙ୍କ ହୃଦୟ ଜିଣିବାରେ ସକ୍ଷମ ହୋଇଥିଲେ। ଏଲ୍‌ଭିସ୍ ଓ ଅଭିଷେକଙ୍କ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ସୋମବାର ଜୋରଦାର ମୁକାବିଲା ହୋଇଥିଲା। ଶେଷରେ ଏଲ୍‌ଭିସ୍ ବାଜି ମାରି ନେଇଥିଲେ। ଏଲଭିସଙ୍କ ବିଜୟ ପରେ ତାଙ୍କ ଫ୍ୟାନ ସଂଖ୍ୟା ଆହୁରି ବଢିଯାଇଛି । ତାଙ୍କ କ୍ୟୁଟନେସ ପାଇଁ ଯୁବତୀମାନେ ଫିଦା ହୋଇଯାଇଛନ୍ତି ବୋଲି କମେଣ୍ଟରେ ଜଣାଇଛନ୍ତି । 

Powered by Froala Editor

Tags elbhish

Related articles Odisha News Lens 4.1

  • ଲସ୍କର-ଏ-ତୈବା କମାଣ୍ଡର ସୈଫୁଲ୍ଲା ଖାଲିଦ୍ ନିହତ
    ଦେଶ-ଦେଶାନ୍ତର

    ଲସ୍କର-ଏ-ତୈବା କମାଣ୍ଡର ସୈଫୁଲ୍ଲା ଖାଲିଦ୍ ନିହତ

    15503
    May 18, 2025
  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....
    ବିଶେଷ

    ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14405
    May 19, 2025
  • ଆପଲ ସାଇଡରର ଆଶ୍ଚର୍ଯୟଜନକ ଲାଭ ବିଷୟରେ ଜାଣନ୍ତୁ.....
    ବିଶେଷ

    ଆପଲ ସାଇଡରର ଆଶ୍ଚର୍ଯୟଜନକ ଲାଭ ବିଷୟରେ ଜାଣନ୍ତୁ.....

    14021
    May 18, 2025
  • ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ...
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ...

    15348
    May 18, 2025
  • ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରୁଥିବାର ପୁଣି ଏକ ଭିଡିଓ ଜାରି କଲା ସେନା
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରୁଥିବାର ପୁଣି ଏକ ଭିଡିଓ ଜାରି କଲା ସେନା

    14971
    May 18, 2025
  • ଧନଠାରୁ ଅଧିକ ମୂଲ୍ୟବାନ ପ୍ରେମ
    ବିଶେଷ

    ଧନଠାରୁ ଅଧିକ ମୂଲ୍ୟବାନ ପ୍ରେମ

    15529
    May 18, 2025
  •  ପ୍ରୋଟିନରେ ଭରପୁର ଏହି ୫ ଜିନିଷ
    ବିଶେଷ

    ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15016
    May 19, 2025
  • ବର୍ଷା ପାନି ଗୀତରେ ରବିନା ଦେଖାଇଥିଲେ ଜଲୱା, ଏବେ ଝିଅ
    ମନୋରଞ୍ଜନ

    ବର୍ଷା ପାନି ଗୀତରେ ରବିନା ଦେଖାଇଥିଲେ ଜଲୱା, ଏବେ ଝିଅ

    14854
    May 18, 2025
  • ବଦଳିଲା ‘ରାଣ୍ଡୀ ପୁଅ ଅନନ୍ତା’ ଫିଲ୍ମ ଟାଇଟଲ
    ମନୋରଞ୍ଜନ

    ବଦଳିଲା ‘ରାଣ୍ଡୀ ପୁଅ ଅନନ୍ତା’ ଫିଲ୍ମ ଟାଇଟଲ

    13961
    May 18, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14405
    May 19, 2025
  • ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ପୋଲିସ

    15348
    May 18, 2025
  • ବିଶେଷ

    ଆପଲ ସାଇଡରର ଆଶ୍ଚର୍ଯୟଜନକ ଲାଭ ବିଷୟରେ ଜାଣନ୍ତୁ.....

    14021
    May 18, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16605
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16896
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15442
    Apr 03, 2021

ବିଶେଷ

  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15016
    May 19, 2025
  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14405
    May 19, 2025
  • ଆପଲ ସାଇଡରର ଆଶ୍ଚର୍ଯୟଜନକ ଲାଭ ବିଷୟରେ ଜାଣନ୍ତୁ.....

    14021
    May 18, 2025
  • ଧନଠାରୁ ଅଧିକ ମୂଲ୍ୟବାନ ପ୍ରେମ

    15529
    May 18, 2025
  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    14011
    May 16, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16269
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13982
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14776
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15302
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବଦଳିଲା ‘ରାଣ୍ଡୀ ପୁଅ ଅନନ୍ତା’ ଫିଲ୍ମ ଟାଇଟଲ

    13961
    May 18, 2025
  • ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ

    15284
    May 18, 2025
  • ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରୁଥିବାର ପୁଣି ଏକ ଭିଡିଓ ଜାରି କଲା ସେନା

    14971
    May 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In