Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ...

  • ଥିଏଟରକୁ ଆସିପାରେ ‘ସନା’

  • ଦୋଳି ଫାଶରେ ଚାଲିଗଲା ଜୀବନ

  • ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ...

  • ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା

  • ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ...

  • ଏଥର ପଶ୍ଚିମବଙ୍ଗରେ ଚାଲିବ ମୋଦୀ ରାଜ

  • ଟିଏମସିକୁ ପଛରେ ପକାଇ ପଶ୍ଚିମବଙ୍ଗରେ ...

  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ...

  • ୪୦୦ ଲୋକଙ୍କୁ ଖାଇବାକୁ ଦେଇ ଶୁଦ୍ଧି ହେବେ ...

Home ›› ››୧୬ରୁ ୨୯ ତାରିଖ ପର୍ୟ୍ୟନ୍ତ ଚାଲିବ ଦ୍ୱାଦଶ ଶ୍ରେଣୀ ପ୍ରଥମ ଇଣ୍ଟରନାଲ ପରୀକ୍ଷା

୧୬ରୁ ୨୯ ତାରିଖ ପର୍ୟ୍ୟନ୍ତ ଚାଲିବ ଦ୍ୱାଦଶ ଶ୍ରେଣୀ ପ୍ରଥମ ଇଣ୍ଟରନାଲ ପରୀକ୍ଷା

2023-08-07 10:44:18
14219
Share:
Facebook
Twitter
E-Mail
WhatsApp
Telegram
୧୬ରୁ ୨୯ ତାରିଖ ପର୍ୟ୍ୟନ୍ତ ଚାଲିବ ଦ୍ୱାଦଶ ଶ୍ରେଣୀ ପ୍ରଥମ ଇଣ୍ଟରନାଲ ପରୀକ୍ଷା

ଭୁବନେଶ୍ୱର: ୧୬ରୁ ଦ୍ୱାଦଶ ଶ୍ରେଣୀ ପ୍ରଥମ ଇଣ୍ଟରନାଲ ପରୀକ୍ଷା ହେବ । ଏହା ୧୬ରୁ ୨୯ ତାରିଖ ପର୍ୟ୍ୟନ୍ତ ଚାଲିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାକ୍ଟିକାଲ ଥିବା ବିଷୟରେ ୩୦ ମାର୍କର ପରୀକ୍ଷା ହେବ । ଏଥିରେ ୨୦ ମାର୍କର ଥିଓରୀ ଏବଂ ୧୦ ମାର୍କର ପ୍ରାକ୍ଟିକାଲ ହେବ । ୧ ମାର୍କର ୬ଟି ଅତି ସଂକ୍ଷିପ୍ତ ପ୍ରଶ୍ନ ଆସିବ । ୨ ମାର୍କ ଲେଖାଏ ୩ଟି ସଂକ୍ଷିପ୍ତ ପ୍ରଶ୍ନ ଆସିବ । ୪ମାର୍କର ୨ଟି ପ୍ରଶ୍ନ ଆସିବ । ପରୀକ୍ଷା ସମୟ ମୋଟ ୪୫ ମିନିଟ ରହିବ । ୧୦ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ହେବ ଯାହାର ସମୟ ୪୫ ମିନିଟ ରହିବ । ସେହିପରି ନନ୍‌ ପ୍ରାକ୍ଟିକାଲ ବିଷୟର ଛାତ୍ରଛାତ୍ରୀମାନେ କେବଳ ୨୦ ମାର୍କର ଥିଓରୀ ପରୀକ୍ଷା ଦେବେ । ୧ ମାର୍କର ୬ଟି ଅତି ସଂକ୍ଷିପ୍ତ ପ୍ରଶ୍ନ, ୨ମାର୍କ ଲେଖାଏ ୩ଟି ସଂକ୍ଷିପ୍ତ ପ୍ରଶ୍ନ ଏବଂ ୪ମାର୍କର ୨ଟି ପ୍ରଶ୍ନ ଆସିବ । ପରୀକ୍ଷା ସମୟ ମୋଟ ୪୫ ମିନିଟ ରହିବ ।

ପ୍ରଥମ ଇଣ୍ଟରନାଲ ପରୀକ୍ଷାରେ ବିଜ୍ଞାନ ବିଭାଗର ଫିଜିକ୍ସ ପାଇଁ ୟୁନିଟ୍‌-୧ ଓ ୟୁନିଟ୍‌-୨ ବିଷୟବସ୍ତୁରୁ ପ୍ରଶ୍ନ ଆସିବ । ବାୟୋଲାଜି ପାଇଁ ୟୁନିଟ୍‌-୬ରୁ ପ୍ରଶ୍ନ ଆସିବ । କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପ୍ରତ୍ୟେକ ବିଷୟର ୟୁନିଟ୍‌-୧ ବିଷୟବସ୍ତୁରୁ ପ୍ରଶ୍ନ ଆସିବ । ଦ୍ୱିତୀୟ ଇଣ୍ଟରନାଲ ପରୀକ୍ଷା ନଭେମ୍ବର ୧ରୁ ୧୧ ମଧ୍ୟରେ ହେବ । ତେବେ ୨୦୨୪ ବାର୍ଷିକ ପରୀକ୍ଷା ଫଳ ଘୋଷଣା ସମୟରେ ଇଣ୍ଟରନାଲ୍‌ ପରୀକ୍ଷାରୁ ୨୦% ଏବଂ ବାର୍ଷିକ ପରୀକ୍ଷାରୁ ୮୦% ୱେଟେଜ୍‌ ଦିଆଯିବ । ଦୁଇଟି ଇଣ୍ଟରନାଲ ପରୀକ୍ଷା ମାର୍କରୁ ଶ୍ରେଷ୍ଠକୁ ୱେଟେଜ୍‌ ପାଇଁ ବିଚାର କରାଯିବ । ଯଦି ଜଣେ ପିଲା କେବଳ ଗୋଟିଏ ଇଣ୍ଟରନାଲ ପରୀକ୍ଷା ଦେଇଥାଏ, ତା’ହେଲେ ସମ୍ପୃକ୍ତ ପରୀକ୍ଷାର ମାର୍କକୁ ୱେଟେଜ୍‌ ପାଇଁ ବିଚାର କରାଯିବ । ଉଭୟ ଇଣ୍ଟରନାଲ୍‌ ପରୀକ୍ଷାରେ ଅନୁପସ୍ଥିତ ଥିଲେ କୌଣସି ୱେଟେଜ୍‌ ମିଳିବନି । କେବଳ ବାର୍ଷିକ ପରୀକ୍ଷାରୁ ଶତପ୍ରତିଶତ ୱେଟେଜ୍‌ ଦିଆଯିବ ।

Powered by Froala Editor

Tags Internal exam

Related articles Odisha News Lens 4.1

  • ଦୋଳି ଫାଶରେ ଚାଲିଗଲା ଜୀବନ
    ଜିଲ୍ଲା ପରିକ୍ରମା

    ଦୋଳି ଫାଶରେ ଚାଲିଗଲା ଜୀବନ

    15283
    May 04, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା
    ବିଶେଷ

    ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    14809
    May 03, 2026
  • ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା
    ଦେଶ-ଦେଶାନ୍ତର

    ବିଜୟଙ୍କ ପାଇଁ ତିରୁପତି ପହଞ୍ଚିଲେ ତ୍ରିଶା

    14499
    May 04, 2026
  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ
    ଜିଲ୍ଲା ପରିକ୍ରମା

    ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ

    15376
    May 04, 2026
  •  ଏଥର ପଶ୍ଚିମବଙ୍ଗରେ ଚାଲିବ ମୋଦୀ ରାଜ
    ଦେଶ-ଦେଶାନ୍ତର

    ଏଥର ପଶ୍ଚିମବଙ୍ଗରେ ଚାଲିବ ମୋଦୀ ରାଜ

    13609
    May 04, 2026
  •  ଟିଏମସିକୁ ପଛରେ ପକାଇ ପଶ୍ଚିମବଙ୍ଗରେ ମ୍ୟାଜିକ୍ ନମ୍ବର ଟପିଲା ବିଜେପି
    ଦେଶ-ଦେଶାନ୍ତର

    ଟିଏମସିକୁ ପଛରେ ପକାଇ ପଶ୍ଚିମବଙ୍ଗରେ ମ୍ୟାଜିକ୍ ନମ୍ବର ଟପିଲା ବିଜେପି

    13957
    May 04, 2026
  • ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ରଞ୍ଜନଙ୍କୁ ଅପହରଣ
    ଦେଶ-ଦେଶାନ୍ତର

    ଆଇଏଏସ୍ ଏକାଡେମୀ ନିର୍ଦ୍ଦେଶିକା ଶୁଭ୍ରା ରଞ୍ଜନଙ୍କୁ ଅପହରଣ

    14337
    May 04, 2026
  • ଥିଏଟରକୁ ଆସିପାରେ ‘ସନା’
    ମନୋରଞ୍ଜନ

    ଥିଏଟରକୁ ଆସିପାରେ ‘ସନା’

    14048
    May 04, 2026
  • ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍
    ଦେଶ-ଦେଶାନ୍ତର

    ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍

    14681
    May 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଜିଲ୍ଲା ପରିକ୍ରମା

    ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ

    15376
    May 04, 2026
  • ଦେଶ-ଦେଶାନ୍ତର

    ଟିଏମସିକୁ ପଛରେ ପକାଇ ପଶ୍ଚିମବଙ୍ଗରେ ମ୍ୟାଜିକ୍ ନମ୍ବର ଟପିଲା ବିଜେପି

    13957
    May 04, 2026
  • ଜିଲ୍ଲା ପରିକ୍ରମା

    ଦୋଳି ଫାଶରେ ଚାଲିଗଲା ଜୀବନ

    15283
    May 04, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17455
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17506
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17861
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16335
    Apr 03, 2021

ବିଶେଷ

  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    14809
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13809
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    14030
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    14221
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    16087
    Apr 28, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15374
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15109
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15605
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13918
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    14809
    May 03, 2026
  • ବିଚ୍ ରାସ୍ତାରେ ବର୍ବରତା : ପନିକିରେ ହାଣି ବୁଲେଟ ଚଢ଼ାଇଦେଲେ

    15376
    May 04, 2026
  • ଥିଏଟରକୁ ଆସିପାରେ ‘ସନା’

    14048
    May 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In