କମୁଛି: ମୁଣ୍ଡଳିରେ ପ୍ରବାହିତ ହେଉଛି ୮ ଲକ୍ଷ ୬ ହଜାର ୧୪ କ୍ୟୁସେକ୍ ଜଳ

କଟକ : ମୁଣ୍ଡଳିରେ କମୁଛି ଜଳ ପ୍ରବାହ। ଗୁରୁବାର ରାତି ୧୧ଟା ପରେ କମୁଛି ଜଳ ପ୍ରବାହ। ମୁଣ୍ଡଳିରେ ୮ ଲକ୍ଷ ୬ ହଜାର ୧୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଗତକାଲି ୯ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା।
ମହାନଦୀ ତଳ ମୁଣ୍ଡ ଫୁଲୁଛି । ମୁଣ୍ଡଳିକୁ ଛାଡ଼ି ବାକି ସବୁଠି ମହାନଦୀ ଧୀରେ ଧୀରେ କମୁଛି । ଏହା ହେଉଛି ପିକ୍ ପ୍ରବାହ । ମୁଣ୍ଡଳିରେ ଆଉ ଜଳସ୍ତର ବଢ଼ିବନି । ମହାନଦୀ ତଳମୁଣ୍ଡରେ ଆଉ ବର୍ଷା ପ୍ରାୟତଃ ନାହିଁ ।
Powered by Froala Editor