Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ...

  • ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା ...

  • ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ...

  • ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ...

  • ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ...

  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ...

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ...

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ...

  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ ...

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ...

ବାଣିଜ୍ୟ
Home ›› ବାଣିଜ୍ୟ ››ଗୋଷ୍ଠୀ ବିକାଶ ପ୍ରୟାସ ଜରିଆରେ ସମ୍ମୁଖ ଯୋଦ୍ଧା ଓ ନିଜ ଗ୍ରାହକଙ୍କୁ ସହାୟତା ଯୋଗାଉଛି ମାଇକ୍ରୋଫାଇନାନ୍ସ ଶିଳ୍ପ

ଗୋଷ୍ଠୀ ବିକାଶ ପ୍ରୟାସ ଜରିଆରେ ସମ୍ମୁଖ ଯୋଦ୍ଧା ଓ ନିଜ ଗ୍ରାହକଙ୍କୁ ସହାୟତା ଯୋଗାଉଛି ମାଇକ୍ରୋଫାଇନାନ୍ସ ଶିଳ୍ପ

2021-05-31 11:19:51
20513
Share:
Facebook
Twitter
E-Mail
WhatsApp
Telegram
ଗୋଷ୍ଠୀ ବିକାଶ ପ୍ରୟାସ ଜରିଆରେ ସମ୍ମୁଖ ଯୋଦ୍ଧା ଓ ନିଜ ଗ୍ରାହକଙ୍କୁ ସହାୟତା ଯୋଗାଉଛି ମାଇକ୍ରୋଫାଇନାନ୍ସ ଶିଳ୍ପ

ଭୁବନେଶ୍ୱର : କୋଭିଡ ୧୯ ସାରା ବିଶ୍ୱରେ ଜୀବନଯାତ୍ରା ଓ ଅର୍ଥନୀତିରେ ବ୍ୟାଘାତ ପହଞ୍ଚାଇଛି । ଭାରତରେ କୋଭିଡକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଭାରତରେ ଗଣ ସଚେତନତା ସୃଷ୍ଟି ସହିତ ସମୁଦାୟ ଜନସଂଖ୍ୟାରେ ମୁଖ୍ୟସ୍ଥାନ ନେଉଥିବା ନିମ୍ନ ଆୟକାରୀ ଗ୍ରାମାଞ୍ଚଳ ପରିବାର ସମେତ ସମସ୍ତଙ୍କୁ ରିଲିଫ ଯୋଗାଇଦେବା ଅନିବାର୍ଯ୍ୟ ହୋଇପଡିଥିଲା । ସର୍ବଭାରତୀୟ ସ୍ତରରେ କାର୍ଯ୍ୟକାରିତା ରହିଥିବା ଏବଂ ୬ କୋଟିରୁ ଅଧିକ ମହିଳାଙ୍କର ସହିତ ମଜଭୁତ ସଂଯୋଗ ରହିଥିବା ଦୃଷ୍ଟିରୁ ଏନବିଏଫସି- ଏମଏଫଆଇ, ଏନବିଏଫସି, ବ୍ୟାଙ୍କ, କ୍ଷୁଦ୍ର ଅର୍ଥଲଗାଣକାରୀ ବ୍ୟାଙ୍କ ଏବଂ ବ୍ୟାଙ୍କିଙ୍ଗ କରେସପଣ୍ଡେଣ୍ଟ ଆଦିକୁ ନେଇ ଗଠିତ ମାଇକ୍ରୋଫାଇନାନ୍ସ ଶିଳ୍ପ ନିଜର ବିବିଧ ଗୋଷ୍ଠୀଭିତ୍ତିକ ପ୍ରୟାସ ଜରିଆରେ ସରକାରଙ୍କ ଉଦ୍ୟମକୁ ପରିବର୍ଦ୍ଧିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଉକ୍ତ ପ୍ରୟାସଗୁଡିକ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି । ଏହି ସମସ୍ତ ପ୍ରୟାସ ଗ୍ରାହକ, ସରକାରୀ ଅଧିକାରୀ, ପୁଲିସ ଏବଂ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିବିଶେଷ ଆଦି ସମ୍ମୁଖ ଭାଗର କର୍ମୀ, ପ୍ରବାସୀ ଶ୍ରମିକ ଆଦିଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଆବଶ୍ୟକତା ପ୍ରତି ଦୃଷ୍ଟି ଦେଇଥିଲା ।


ପିଏମ୍‍ କେୟାର୍ସ ପାଣ୍ଠି: ୩୫ଟି ସଂଗଠନ ଓ ୫୪,୦୩୪ରୁ ଅଧିକ କର୍ମଚାରୀଙ୍କ ମିଳିତ ପ୍ରୟାସ ଦ୍ୱାରା ପିଏମ୍‍ କେୟାର୍ସ ପାଣ୍ଠିକୁ ୩.୩୯ କୋଟି ଟଙ୍କା ପ୍ରଦାନ କରିଛି ।


ସାଟିନ କ୍ରେଡିଟକେୟାର ଆସାମ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ୫ ଲକ୍ଷ ଟଙ୍କା ଦାନ କରିଥିବାବେଳେ କ୍ରେଡିଟଆକ୍‍ସେସ ଗ୍ରାମୀଣର କର୍ମଚାରୀମାନେ ସରକାରୀ ପଦକ୍ଷେପ ପ୍ରତି ସେମାନଙ୍କର ମଜଭୁତ ସମର୍ଥନର ନିଦର୍ଶନ ସ୍ୱରୂପ ପିଏମ୍‍ କେୟାର୍ସ ପାଣ୍ଠିକୁ ୫୬ ଲକ୍ଷ ଟଙ୍କା ଦାନ କରିଥିଲେ ।


ରିଲିଫ ସାମଗ୍ରୀ: ମାଇକ୍ରୋଫାଇନାନ୍ସ ଶିଳ୍ପର ସମ୍ମିଳିତ ପ୍ରୟାସ ବଳରେ ଦେଶର ସମସ୍ତ ରାଜ୍ୟ ଓ ଜିଲାରେ କୋଭିଡ ସଚେତନତା କାର୍ଯ୍ୟକ୍ରମ ଏବଂ ରିଲିଫ ସାମଗ୍ରୀ ପହଞ୍ଚିପାରିଥିଲା ।


ଫ୍ୟୁଜନ ମାଇକ୍ରୋଫାଇନାନ୍ସ ୩,୮୨,୦୦୦ ଗ୍ରାମାଞ୍ଚଳ ଜନସାଧାରଣ, ପୁଲିସ ବିଭାଗ ଏବଂ ଜିଲା ପ୍ରଶାସନକୁ ସହାୟତା କରିଥିଲା, ଯେଉଁମାନେ ଦ୍ୱାରଦେଶରେ ସ୍ୱାସ୍ଥ୍ୟରକ୍ଷା ସାମଗ୍ରୀ ପହଞ୍ଚାଣରୁ ଉପକୃତ ହୋଇଥିଲେ ଏବଂ ୨,୦୮,୦୦୦ ତୁଣ୍ଡି, ୨୮,୩୦୦ ସାନିଟାରୀ ନାପ୍‍କିନ ଏବଂ ୨୬୦୦ ଲିଟର ସାନିଟାଇଜର ଭାରତର ୧୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୬୫୦୦ ଗ୍ରାମରେ ବଣ୍ଟନ କରିଥିଲେ । ଅନୁରୂପ ଭାବରେ ଉଜ୍ଜୀବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ବହୁବିଧ ରିଲିଫ ପଦକ୍ଷେପ ସହିତ ୩ ଲକ୍ଷ ବ୍ୟକ୍ତିବିଶେଷଙ୍କ

ନିକଟରେ ପହଞ୍ଚିଥିଲା ଏବଂ ମୁମ୍ବଇରେ ଥିବା ଡାକ୍ତରଖାନାଗୁଡିକ ପାଇଁ ନିଜର ସହଭାଗୀ ଗିଭ୍‍ଇଣ୍ଡିଆ ଫାଉଣ୍ଡେସନ ଜରିଆରେ ୫୦୦୦ ପିପିଇ କିଟ୍‍ ସଂଗ୍ରହ କରିଥିଲା, ଯଦ୍ଦ୍ୱାରା ୪୦,୦୦୦ ସରକାରୀ ଅଧିକାରୀ ଏବଂ ସ୍ୱାସ୍ଥ୍ୟସେବା କର୍ମୀ ଉପକୃତ ହୋଇଥିଲେ । ସାଗ୍ରହ ମ୍ୟାନେଜମେଣ୍ଟ ସର୍ଭିସେସ୍‍ ଓଡ଼ିଶାରେ ତାହାର ଶାଖା ନିକଟରେ ଥିବା ସମସ୍ତ ଥାନାକୁ ସ୍ୱାସ୍ଥ୍ୟରକ୍ଷା କିଟ୍‍ ଏବଂ ବେଙ୍ଗାଲୁରୁରେ ତେଜରାତି ସାମଗ୍ରୀ ଯୋଗାଇ ଦେଇଥିଲା ।


ଏତଦ୍‍ବ୍ୟତୀତ କ୍ରେଡିଟଆକ୍‍ସେସ ଭାରତର ୧୪ଟି ରାଜ୍ୟରେ ୪,୩୨,୩୫୦ ହିତାଧିକାରୀଙ୍କ ମଧ୍ୟରେ ୯୪୩୧ ସ୍ୱାସ୍ଥ୍ୟ କିଟ୍‍, ୮୯୧୯ ତେଜରାତି ସାମଗ୍ରୀ କିଟ୍‍, ୧୯୫ ପିପିଇ, ୩୫୦ ଥର୍ମାଲ ସ୍କାନର ବଣ୍ଟନ କରିଥିବାବେଳେ ସାଟିନ କ୍ରେଡିଟ କେୟାର ଜିଲା ପ୍ରଶାସନ ସହିତ ମିଶି ଆସାମ, ପଞ୍ଜାବ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ସ୍ୱାସ୍ଥ୍ୟରକ୍ଷା କିଟ୍‍ ଏବଂ ତେଜରାତି ସାମଗ୍ରୀ ବଣ୍ଟନ କରିଥିଲା । ଏସଭି କ୍ରେଡିଟଲାଇନ ଉତ୍ତରପ୍ରଦେଶ, ବିହାର, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ସମ୍ମୁଖ ଯୋଦ୍ଧାଙ୍କ ସମେତ ୧୦,୦୦୦ ନାଗରିକଙ୍କୁ କମ୍ବଳ ଓ ଲୁଗା ବଣ୍ଟନ କରିଥିଲା । 


କାଲକାଟା ରେସ୍କ୍ୟୁ ଏବଂ ନୋତୁନ ଜୀବନ ସହିତ ସହଭାଗିତାରେ ଆରୋହଣ ଫାଇନାନ୍‍ସିଆଲ ସର୍ଭିସେସ ପକ୍ଷରୁ କୋଲକାତାରେ ୭୦୦ରୁ ଅଧିକ ରାସ୍ତାକଡରେ ବାସ କରୁଥିବା ଶିଶୁ ଓ ପରିବାରଙ୍କୁ ଖାଦ୍ୟ ପୁଡିଆ ବଣ୍ଟନ କରିଥିଲା । ଚାରିଟି ରାଜ୍ୟରେ ୧୫,୦୦୦ରୁ ଅଧିକ ପରିବାରକୁ ତେଜରାତି ସାମଗ୍ରୀ ବଣ୍ଟନ କରାଯିବା ସହିତ ୫୦୦୦ ପରିବାରକୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଝାଡଖଣ୍ଡ ଏବଂ ଉତ୍ତରାଖଣ୍ଡରେ ୧୦,୨୩୧ ହିତାଧିକାରୀଙ୍କୁ ପିପିଇ କିଟ୍‍, ତୁଣ୍ଡି, ଡିସ୍‍ପୋଜେବଲ ଗ୍ଲୋଭ୍‍ଓ, ଟୋପି

ଏବଂ ଆପ୍ରୋନ ଆଦି ଯୋଗାଇ ଦିଆଯାଇଛି । ମୁଥୁଟ ମାଇକ୍ରୋଫିନ୍‍ ପକ୍ଷରୁ ପଶ୍ଚିମବଙ୍ଗର ମଧ୍ୟମଗ୍ରାମରେ ବାସିନ୍ଦା ଏବଂ ରାସ୍ତାରେ ଯାଉଥିବା ଲୋକଙ୍କୁ ତୁଣ୍ଡି ବାଣ୍ଟିକାକୁ ଏକ ବିଶାଳ ଶିବିର ଆୟୋଜନ କରାଯାଇଥିଲା ।


କେରଳରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବାକୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ସେଣ୍ଟର ଫର ମାଇଗ୍ରେସନ ଆଣ୍ଡ ଇନ୍‍କ୍ଲୁସିଭ ଡେଭଲପମେଣ୍ଟ ସହିତ ମିଶି ଇଏସଏଏଫ ସ୍ମଲ ଫାଇନାନ୍ସ ବ୍ୟାଙ୍କ ‘ବନ୍ଧୁ କ୍ଲିନିକ’ ନାମରେ ଏକ ନୂତନ ପ୍ରୟାସ ଆରମ୍ଭ କରିଥିଲା, ଯେଉଁଥିରେ ଏକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କ୍ଲିନିକ ବ୍ୟବସ୍ଥା କରାଯାଇ ତାହା କୋଭିଡ-୧୯ ସଂକ୍ରମଣ ଚିହ୍ନଟ କରିବାକୁ ରୋଗୀଙ୍କର ପ୍ରାଥମିକ ଯାଞ୍ଚ କରିବା ଉଦ୍ଦେଶ୍ୟରେ ଅଧିକ ସଂଖ୍ୟାରେ ପ୍ରବାସୀ ଶ୍ରମିକ ରହୁଥିବା ଅଞ୍ଚଳଗୁଡିକୁ ଯାଇଥିଲା । ଅନୁରୂପ ଭାବରେ ସତ୍ୟ

ମାଇକ୍ରୋକ୍ୟାପିଟାଲ ୪ ଲକ୍ଷରୁ ଅଧିକ ବଂଚିତ ଗ୍ରାହକ, ୧୮୦୦ରୁ ଅଧିକ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଗଣା ଏବଂ ଚବିଶ ଘଣ୍ଟିଆ ଚିକିତ୍ସା ପରାମର୍ଶ ସେବା ଯୋଗାଇଦେବାକୁ ହେଲ୍‍ଥଆସ୍ୟୋର ସହିତ ମିଶି ଏକ ଡିଜିଟାଲ ଓପିଡି ପରିଚାଳନା କରିଥିଲା । ଏସଭି କ୍ରେଡିଟ ଲାଇନ ଗୋଟିଏ ମାତ୍ର ଫୋନ କଲ୍‍ରେ ଡାକ୍ତରଙ୍କ ପରାମର୍ଶ ଏବଂ ଔଷଧ ଚିଠା ପ୍ରାପ୍ତ କରିବାକୁ ‘ସ୍ୱାସ୍ଥ୍ୟ ସେବା ଫର୍‍ କଷ୍ଟମର୍ସ’ ପ୍ରଚଳନ କରିଥିଲା । 

Powered by Froala Editor

Tags microfinance

Related articles Odisha News Lens 4.1

  • କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ମାରିଦେଲା ଝିଅ
    ଅପରାଧ

    କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ମାରିଦେଲା ଝିଅ

    13677
    Jul 10, 2026
  • ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍‌ସୁନିଲ୍‌ ନେବେ
    ଦେଶ-ଦେଶାନ୍ତର

    ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍‌ସୁନିଲ୍‌ ନେବେ

    14155
    Jul 10, 2026
  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
    ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14697
    Jul 08, 2026
  • ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ଉତ୍ତେଜନା: ଅଣ୍ଡାମାଡ଼ ସହ ଦେଲେ  ‘ଚୋର, ଚୋର’ ...
    ଦେଶ-ଦେଶାନ୍ତର

    ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ଉତ୍ତେଜନା: ଅଣ୍ଡାମାଡ଼ ସହ ଦେଲେ ‘ଚୋର, ଚୋର’ ...

    15618
    Jul 09, 2026
  • ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ

    15393
    Jul 09, 2026
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା
    ଦେଶ-ଦେଶାନ୍ତର

    ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15485
    Jul 08, 2026
  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି
    ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15784
    Jul 08, 2026
  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13729
    Jul 08, 2026
  • ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା : ପୁଅ ପାଇଁ ନ୍ୟାୟ ଚାହୁଁଛି
    ଦେଶ-ଦେଶାନ୍ତର

    ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା : ପୁଅ ପାଇଁ ନ୍ୟାୟ ଚାହୁଁଛି

    13959
    Jul 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ

    15393
    Jul 09, 2026
  • ଦେଶ-ଦେଶାନ୍ତର

    ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ଉତ୍ତେଜନା: ଅଣ୍ଡାମାଡ଼ ସହ ଦେଲେ ‘ଚୋର, ଚୋର’ ସ୍ଲୋଗାନ

    15618
    Jul 09, 2026
  • ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15784
    Jul 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17582
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17637
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18036
    Sep 06, 2023

ବିଶେଷ

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15460
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15594
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15399
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15265
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14689
    Jun 30, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15839
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15709
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13815
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14929
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍‌ସୁନିଲ୍‌ ନେବେ

    14155
    Jul 10, 2026
  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

    14349
    Jul 08, 2026
  • ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ଉତ୍ତେଜନା: ଅଣ୍ଡାମାଡ଼ ସହ ଦେଲେ ‘ଚୋର, ଚୋର’ ସ୍ଲୋଗାନ

    15618
    Jul 09, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In