Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, May 18, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଆମ ଆଦମି ପାର୍ଟିର ୧୩ କାଉନସିଲରଙ୍କ ...

ଅପରାଧ
Home ›› ଅପରାଧ ››ପୁଅ ଦେଲା ବୟାନ, ମୋ ମା’କୁ ବାପା ହିଁ ମାରିଛି

ପୁଅ ଦେଲା ବୟାନ, ମୋ ମା’କୁ ବାପା ହିଁ ମାରିଛି

2023-07-25 19:05:08
16998
Share:
Facebook
Twitter
E-Mail
WhatsApp
Telegram
ପୁଅ ଦେଲା ବୟାନ, ମୋ ମା’କୁ ବାପା ହିଁ ମାରିଛି

ପୁଅର ବୟାନରେ ବାପାକୁ ମିଳିଛି ଆଜୀବନ ସଜା । ଘଟଣାଟି ୭ ବର୍ଷ ତଳର। ଚିକିତ୍ସକ ଉମେଶ ବୋବ୍‌ଲେ ୨୦୧୬ ମସିହା ଡିସେମ୍ବର ମାସର ଏକ ରାତିରେ ତାଙ୍କ ପତ୍ନୀ ତନୁଜା ବୋବ୍‌ଲେଙ୍କୁ ୩୭ ଥର ଛୁାରୀ ଭୁସି ହତ୍ୟା କରିଥିଲେ। ଚାରି ବର୍ଷର ପୁଅ ଝରକା ସେପାଖରୁ ସବୁକିଛି ଦେଖୁଥିଲା। ଏହା ପରେ ଉମେଶ ପୁଲିସକୁ ଡାକି ଆତ୍ମସମର୍ପଣ କରିଥିଲେ। ଏହି ମାମଲା ବହୁ ବର୍ଷ ଧରି ଚାଲିଥିଲା। 

ଘଟଣାର ଏତେ ବର୍ଷ ପରେ ପିଲାଟି ଏବେ କୋର୍ଟରେ କହିଛି ଯେ, ‘‘ମୋ ବାପା ମା’ଙ୍କୁ ଛୁରୀରେ ହତ୍ୟା କରିଛନ୍ତି। ମୁଁ ସବୁକିଛି ଦେଖୁଥିଲି। ମୁଁ କିଛି କହି ନଥିଲି।’’ କୋର୍ଟ ଏହି ସାକ୍ଷ୍ୟକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରିଥିଲେ। କୋର୍ଟ ଏବେ ଉମେଶଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସରକାରୀ ଓ ପ୍ରତିପକ୍ଷଙ୍କ ଓକିଲଙ୍କ ୫୪ଟି ପ୍ରଶ୍ନର ଉତ୍ତର ପୂରା ଘଟଣାର ମୁଖ୍ୟ ସାକ୍ଷୀ ତଥା ଦମ୍ପତିଙ୍କ ପୁଅ ଦେଇଥିଲା। ସେ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କୁ ପ୍ରଥମେ ୨୦୨୦ରେ ମୁଖ୍ୟ ସାକ୍ଷୀ ଭାବେ ହାଜର କରାଯାଇଥିଲା।

ପିଲାଟି କହିଥିଲା ଯେ ଗୋଟିଏ ଛୁରୀରେ ତାଙ୍କ ବାପା ଯେତେବେଳେ ମା’ଙ୍କୁ ଆକ୍ରମଣ କରିଥିଲେ ସେତେବେଳେ ସେ ଏହାକୁ ଦେଖି ଆଦୌ ଚିତ୍କାର କରି ନଥିଲେ। କିନ୍ତୁ ତାଙ୍କ ହୃହୟ ଭିତରେ କିଛି ଗୋଟିଏ ହୋଇଥିଲା।

ସେ କହିଛି, “ମୋ ମା’ଙ୍କୁ ହତ୍ୟା କରାଯିବା ଘଟଣା ମୁଁ ନିଜ ଆଖିରେ ଦେଖିଛି। ରାତି ବେଳା ମୋ ବାପା ହଠାତ୍‌ ମୋ ମା’ଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ମୋତେ ଏହି ସମୟରେ ଆଈଙ୍କ ରୁମରେ ସେ ଲକ୍‌ କରି ଦେଇଥିଲେ।” ଏହି ବୟାନକୁ ଆଧାର କରି କୋର୍ଟ ନିଜର ରାୟ ଶୁଣାଇଛନ୍ତି। 

Powered by Froala Editor

Tags murder

Related articles Odisha News Lens 4.1

  • ଅସ୍ତ୍ରବିରତି ସମୟ ଆଉ ୪ଦିନ ପର୍ଯ୍ୟନ୍ତ ବୃଦ୍ଧି
    ଦେଶ-ଦେଶାନ୍ତର

    ଅସ୍ତ୍ରବିରତି ସମୟ ଆଉ ୪ଦିନ ପର୍ଯ୍ୟନ୍ତ ବୃଦ୍ଧି

    14390
    May 16, 2025
  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା
    ବିଶେଷ

    ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13833
    May 16, 2025
  • ଆମ ଆଦମି ପାର୍ଟିର ୧୩ କାଉନସିଲରଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ଆମ ଆଦମି ପାର୍ଟିର ୧୩ କାଉନସିଲରଙ୍କ ଇସ୍ତଫା

    15050
    May 17, 2025
  • ଅପରେସନ ସିନ୍ଦୂରର ସଫଳତାକୁ ସ୍ୱୀକାର କଲେ ଶେହବାଜ୍‍ ସରିଫ
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂରର ସଫଳତାକୁ ସ୍ୱୀକାର କଲେ ଶେହବାଜ୍‍ ସରିଫ

    14006
    May 17, 2025
  • ଗୁପ୍ତଚର କାର୍ଯ୍ୟ କରୁଥିଲେ ମହିଳା ୟୁଟ୍ୟୁବର,  ହେଲେ ଗିରଫ
    ଦେଶ-ଦେଶାନ୍ତର

    ଗୁପ୍ତଚର କାର୍ଯ୍ୟ କରୁଥିଲେ ମହିଳା ୟୁଟ୍ୟୁବର, ହେଲେ ଗିରଫ

    14774
    May 17, 2025
  • କାଶ୍ମୀର ପ୍ରସଙ୍ଗରେ ଏହା କହିଲେ ଅସଉଦ୍ଦିନ ଓଓ୍ବେସୀ
    ଦେଶ-ଦେଶାନ୍ତର

    କାଶ୍ମୀର ପ୍ରସଙ୍ଗରେ ଏହା କହିଲେ ଅସଉଦ୍ଦିନ ଓଓ୍ବେସୀ

    15202
    May 17, 2025
  • ତୁର୍କୀକୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ଆମେରିକା
    ଦେଶ-ଦେଶାନ୍ତର

    ତୁର୍କୀକୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ବିକ୍ରି କରିବ ଆମେରିକା

    14695
    May 16, 2025
  • ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ...
    ଦେଶ-ଦେଶାନ୍ତର

    ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ...

    15460
    May 16, 2025
  • ପାକିସ୍ତାନ ନିକଟରେ ରହିଥିବା ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ: ରାଜନାଥ ସିଂହ
    ଦେଶ-ଦେଶାନ୍ତର

    ପାକିସ୍ତାନ ନିକଟରେ ରହିଥିବା ପରମାଣୁ ଅସ୍ତ୍ର ସୁରକ୍ଷିତ ନୁହେଁ: ରାଜନାଥ ସିଂହ

    13784
    May 16, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂରର ସଫଳତାକୁ ସ୍ୱୀକାର କଲେ ଶେହବାଜ୍‍ ସରିଫ

    14006
    May 17, 2025
  • ଦେଶ-ଦେଶାନ୍ତର

    ଅସ୍ତ୍ରବିରତି ସମୟ ଆଉ ୪ଦିନ ପର୍ଯ୍ୟନ୍ତ ବୃଦ୍ଧି

    14390
    May 16, 2025
  • ବିଶେଷ

    ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13833
    May 16, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16604
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16894
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15441
    Apr 03, 2021

ବିଶେଷ

  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    13833
    May 16, 2025
  • ଚା' ବଦଳରେ ସକାଳୁ ପିଅନ୍ତୁ କ୍ୟାଲୋରୀଯୁକ୍ତ ପାନୀୟ

    15041
    May 16, 2025
  • ଖରାଦିନେ ସତେଜ ରଖିବ ଏସବୁ ଡ୍ରିଙ୍କ୍ସ

    15596
    May 15, 2025
  • ଶରୀରରୁ ଝାଳ ବୋହିବା ପଛରେ ଥାଏ ଅନେକ କାରଣ ଜାଣନ୍ତୁ......

    15351
    May 15, 2025
  • ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏହା.....

    15460
    May 14, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16268
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13981
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14775
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15301
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୪୮ ଘଣ୍ଟାରେ ୬ ଆତଙ୍କବାଦୀ ନିପାତ

    14170
    May 16, 2025
  • ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ହୋଇଛି ଉଲ୍ଲେଖ

    15460
    May 16, 2025
  • ଗୁପ୍ତଚର କାର୍ଯ୍ୟ କରୁଥିଲେ ମହିଳା ୟୁଟ୍ୟୁବର, ହେଲେ ଗିରଫ

    14774
    May 17, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In