Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, April 06, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

  • ଏହି ଦୁଇ କଲେଜକୁ ବୋମା ଧମକ

  • ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ...

  • ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ

  • ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ...

  • ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ...

  • ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ...

  • ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ...

  • ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ

  • ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ...

Home ›› ››ମାଛ ଗାଁ କେନାଲ ବନ୍ଧ ଭୁଶୁଡ଼ି ମୁଖ୍ୟ ରାସ୍ତାରେ ଚାଲିଛି ପାଣି

ମାଛ ଗାଁ କେନାଲ ବନ୍ଧ ଭୁଶୁଡ଼ି ମୁଖ୍ୟ ରାସ୍ତାରେ ଚାଲିଛି ପାଣି

2023-07-16 05:05:26
14101
Share:
Facebook
Twitter
E-Mail
WhatsApp
Telegram
ମାଛ ଗାଁ କେନାଲ ବନ୍ଧ ଭୁଶୁଡ଼ି ମୁଖ୍ୟ ରାସ୍ତାରେ ଚାଲିଛି ପାଣି

ଜଗତସିଂହପୁର: ମାଛ ଗାଁ କେନାଲ ବନ୍ଧ ଭୁଶୁଡ଼ି ତରିକୁନ୍ଦ ଅଞ୍ଚଳକୁ ପାଣି ଘେରକୁ ନେଇଆସିଛି। ଜଗତସିଂହପୁର-କନ୍ଦରପୁର ମୁଖ୍ୟ ରାସ୍ତା ଉପରେ ବି ପାଣି ଚାଲିଛି । ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । କାଲି ରାତିରୁ ପ୍ରବଳ ବର୍ଷା ସାଙ୍ଗକୁ ଚାଷ ପାଇଁ କେନାଲରେ ପାଣି ଛଡ଼ା ଯିବା ହେତୁ ଦୁର୍ବଳ ବନ୍ଧରେ ପାଖାପାଖି ୨୫ ଫୁଟର ଘାଇ ହୋଇଛି । ଦଳେଇଘାଇ ପାଖରେ ବି ମାଛ ଗାଁ କେନାଲ ବନ୍ଧ ଧସିଥିବା ଖବର ମିଳିଛି । ବନ୍ଧ ସୁରକ୍ଷାକୁ ନେଇ ବର୍ଷା ପୂର୍ବରୁ ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ କରାଯାଇଛି । ନଦୀ ସହ କେନାଲ ବନ୍ଧ ସୃଦୁଢ଼ ଥିବା ଦୃଢ଼ୋକ୍ତି ପ୍ରକାଶ କରାଯାଉଥିଲେ ସୁଦ୍ଧା ଆଜିର ଘଟଣା ଜଳସେଚନ ବିଭାଗର ଅପାରଗତାକୁ ପଦାରେ ପକାଇ ଦେଇଛି । ତରିକୁନ୍ଦରେ କେନାଲ ପାଣିର ଲହଡ଼ା ଯୋଗୁଁ ଆଖପାଖ ଖାଲୁଆ ଜାଗାରେ ପୋଖରୀରେ ଭ୍ରମ ସୃଷ୍ଟି କରିଛି । କିଛି ଦୋକାନ ଘରେ ପାଣି ପଶିଛି। ବହୁ ଲୋକଙ୍କ ଘର ପାଣି ଘେରରେ ରହିଥିବାରୁ ଜନ ଜୀବନ ବିପର୍ୟ୍ୟସ୍ତ ସ୍ଥିତିରେ ପହଞ୍ଚିଛି ।

Powered by Froala Editor

Tags Ghai

Related articles Odisha News Lens 4.1

  • ଏହି ଦୁଇ କଲେଜକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଏହି ଦୁଇ କଲେଜକୁ ବୋମା ଧମକ

    15251
    Apr 06, 2026
  • ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ
    ମନୋରଞ୍ଜନ

    ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ

    13876
    Apr 06, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ
    ବିଶେଷ

    ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15181
    Apr 06, 2026
  • ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ
    ମନୋରଞ୍ଜନ

    ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ

    15120
    Apr 06, 2026
  • ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ତିନି ଜଣ”
    ମନୋରଞ୍ଜନ

    ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ତିନି ଜଣ”

    15596
    Apr 06, 2026
  • ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ
    ଦେଶ-ଦେଶାନ୍ତର

    ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ

    14368
    Apr 06, 2026
  • ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ସାପ, ବିଛା ଓ କୁମ୍ଭୀର
    ଦେଶ-ଦେଶାନ୍ତର

    ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ସାପ, ବିଛା ଓ କୁମ୍ଭୀର

    13401
    Apr 06, 2026
  • ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ଅନନ୍ୟ କାହାଣୀ ’ପୁୟୋଦକମ୍’
    ମନୋରଞ୍ଜନ

    ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ଅନନ୍ୟ କାହାଣୀ ’ପୁୟୋଦକମ୍’

    14919
    Apr 06, 2026
  • ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ
    ଦେଶ-ଦେଶାନ୍ତର

    ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ

    13989
    Apr 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15181
    Apr 06, 2026
  • ଦେଶ-ଦେଶାନ୍ତର

    ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ସାପ, ବିଛା ଓ କୁମ୍ଭୀର

    13401
    Apr 06, 2026
  • ମନୋରଞ୍ଜନ

    ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ

    15120
    Apr 06, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17403
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17462
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17813
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16290
    Apr 03, 2021

ବିଶେଷ

  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15181
    Apr 06, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    14031
    Apr 04, 2026
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15445
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14652
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    16052
    Mar 31, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15316
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15045
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15550
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13846
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ସାପ, ବିଛା ଓ କୁମ୍ଭୀର

    13401
    Apr 06, 2026
  • ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ୩୮,୪୨୪ କୋଟି ଟଙ୍କାକୁ ବୃଦ୍ଧି

    14799
    Apr 05, 2026
  • ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ

    15120
    Apr 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In