Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, May 20, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

  • ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର ...

  • ପାକିସ୍ତାନକୁ ସମର୍ଥନ କରି ଆର୍ଥିକ କ୍ଷତି ...

  • ଭୂମିକମ୍ପ: ଥରିଲା ଆଫଗାନିସ୍ତାନ

  • କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ

  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ...

  • ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ...

  • ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ...

ବିଶେଷ
Home ›› ବିଶେଷ ››ଏମିତି ମନ୍ଦିର, ଯେଉଁଠି ଦୁର୍ଯ୍ୟୋଧନଙ୍କୁ କରାଯାଏ ଆରାଧନା

ଏମିତି ମନ୍ଦିର, ଯେଉଁଠି ଦୁର୍ଯ୍ୟୋଧନଙ୍କୁ କରାଯାଏ ଆରାଧନା

2021-05-30 19:52:30
15420
Share:
Facebook
Twitter
E-Mail
WhatsApp
Telegram
ଏମିତି ମନ୍ଦିର, ଯେଉଁଠି ଦୁର୍ଯ୍ୟୋଧନଙ୍କୁ କରାଯାଏ ଆରାଧନା

ଭିନ୍ନ ଭିନ୍ନ ନାଁରେ ଦେବାଦେବୀ ହିଁ ପୂଜା ପାଆନ୍ତି । କେଉଁ ମନ୍ଦିରରେ ଭଗବାନ ବିଷ୍ଣୁପୂଜା ପାଉଛନ୍ତି ତ ଆଉ କେଉଁଠି ଭଗବାନ ଶିବ ।  ସବୁ ମନ୍ଦିରରେ ଆମେ ଭକ୍ତି ନୈବେଦ୍ୟ ସ୍ୱୟଂ ଈଶ୍ୱରଙ୍କ ଆଗରେ ହିଁ ସମର୍ପଣ କରିଥାଉ । କିନ୍ତୁ ଆମେ ଯଦି କହିବୁ ଭାରତରେ ଏପରି ମନ୍ଦିର ଅଛି ଯେଉଁଠି ଈଶ୍ୱର ନୁହଁନ୍ତି, ବରଂ ଏମିତି ଜଣଙ୍କୁ ଆରଧନା କରାଯାଏ ଯାହାଙ୍କୁ କେହି କେବେ ଭକ୍ତି ଦୂରର କଥା, ଶ୍ରଦ୍ଧା ବି କରନ୍ତି ନାହିଁ । ସେ କିଏ ଜାଣନ୍ତି? ସେ ହେଉଛନ୍ତି ମହାଭାରତର ମୁଖ୍ୟ ଖଳନାୟକ ଦୁର୍ଯ୍ୟୋଧନ, ଯାହାଙ୍କ ପାଇଁ ପାଣ୍ଡବମାନଙ୍କ ଜୀବନର ଅନେକ ବର୍ଷ ବନବାସରେ ବିତିଥିଲା । ଯାହାଙ୍କ ପାଇଁ ମହାଭାରତ ଯୁଦ୍ଧ ହୋଇଥିଲା ଭାଇ ଭାଇ ଯେ ଚିର ଶତ୍ରୁ ହୋଇପାରନ୍ତି ଦୁର୍ଯ୍ୟୋଧନ ହିଁ ସବୁଠୁ ବଡ ଉଦାହରଣ । ପୁରାଣ ବର୍ଣ୍ଣିତ ଏମିତି ଜଣେ ଚରିତ୍ର ପୁଣି କେଉଁ ମନ୍ଦିରରେ ପୂଜା ପାଆନ୍ତି ତାହା ହୁଏ ବିଶ୍ୱାସଯୋଗ୍ୟ ହୋଇନପାରେ । ତେବେ ଏମିତି ଏକ ମନ୍ଦିର ଅଛି କେରଳରେ । ଏହି ମନ୍ଦିରର ନାଁ ମାଲାନଦ । ଏହି ମନ୍ଦିରକୁ ପେରୁଭିରୁଥି ମାଲାନଦ ମନ୍ଦିର ବୋଲି ମଧ୍ୟ କୁହାଯାଏ । ମନ୍ଦିରଟି କେରଳର କୋଲାମ ଜିଲ୍ଲାର ପୋରୁଭାଜି ଗ୍ରାମରେ ଅବସ୍ଥିତ । ପ୍ରତିବର୍ଷ ଏହି ମନ୍ଦିରରେ ଏକ ଉତ୍ସବ ବେଶ୍ ଜାକଜମକରେ ଆୟୋଜିତ ହୋଇଥାଏ । ଏହି ଉତ୍ସବର ନାଁ ମାଲାକୁଦ୍ଦା । 

କିମ୍ବଦନ୍ତୀ ଅନୁସାରେ ଦୁର୍ଯ୍ୟୋଧନ ପାଣ୍ଡବଙ୍କ ପିଛା କରି ଥକି ଯିବା ପରେ ଏହି ସ୍ଥାନରେ ଅଟକି ଯାଇଥିଲେ । ସେତେବେଳକୁ ତୃଷ୍ଣାରେ ତାଙ୍କ ତଣ୍ଟି ଶୁଖିଯାଇଥିଲା । କ୍ଷୁଧାର ଜ୍ୱାଳା ତାଙ୍କୁ ଆଗକୁ ପାଦ ପକାଇବାକୁ ଦେଉନଥାଏ । ସେହି ସମୟରେ କୁରୁୱା ଜନଜାତିର ଜଣେ ବୃଦ୍ଧ ତାଙ୍କ କ୍ଷୁଧା, ତୃଷ୍ଣା ନିବାରଣ କରିଥିଲେ । ତାଙ୍କୁ ସେହି ସମୟରେ ଆଶ୍ରୟ ମଧ଼୍ୟ ଦେଇଥିଲେ । ବୃଦ୍ଧଙ୍କର ଆତିଥେୟରେ ମୁଗ୍ଧ ହୋଇଥିଲେ ଦୁର୍ଯ୍ୟୋଧନ । ଜଣେ ନୀଚ ଜାତିର ହୋଇଥିବା ଜାଣି ମଧ୍ୟ ଦୁର୍ଯ୍ୟୋଧନ ସେହି ବୃଦ୍ଧଙ୍କ ମହାନୀୟତା ଆଗରେ ମୁଣ୍ଡ ନୁଆଁଇଥିଲେ ଏବଂ ତାଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ । 

ସେହି ସ୍ଥାନରୁ ବିଦାୟ ନେବା ବେଳେ ଦୁର୍ଯ୍ୟୋଧନ ଉକ୍ତ ବୃଦ୍ଧଙ୍କୁ କହିଥିଲେ କୁରୁକ୍ଷେତ୍ର ଯୁଦ୍ଧର ସମାପ୍ତି ପରେ ସେ ନିଶ୍ଚିତ ଭାବେ ଏହି ଜାଗାକୁ ଫେରିବେ ଏବଂ ବୃଦ୍ଧଙ୍କୁ ଦେଖା କରିବେ । କିନ୍ତୁ ଯୁଦ୍ଧର ଅନ୍ତିମ ପରିଣତି ହୋଇଥିଲା ଭିନ୍ନ । ଦୁର୍ଯ୍ୟୋଧନ କୁରୁକ୍ଷେତ୍ର ଯୁଦ୍ଧରେ ପ୍ରାଣ ହରାଇଥିଲେ । ଦୁର୍ଯ୍ୟୋଧନ ସେହି ବୃଦ୍ଧ ବ୍ୟକ୍ତିଙ୍କୁ ଦେଇଥିବା କଥା ସିନା ରଖିପାରି ନଥିଲେ । କିନ୍ତୁ ପରବତ୍ତୀ ସମୟରେ ବୃଦ୍ଧଜଣଙ୍କୁ କୁଆଡେ ସ୍ୱପ୍ନରେ ଦେଖା ଦେଇଥିଲେ । ବୃଦ୍ଧ ବ୍ୟକ୍ତି ଦୁର୍ଯ୍ୟୋଧନଙ୍କୁ ସ୍ୱପ୍ନରେ ଦେଖି ତାଙ୍କୁ ସାକ୍ଷାତ ଈଶ୍ୱର ବୋଲି ବିଶ୍ୱାସ କରିଥିଲେ । ଦୁର୍ଯ୍ୟୋଧନଙ୍କ ଉଦ୍ଦେଶ୍ୟରେ ନିକଟସ୍ଥ ଏକ ବରଗଛ ମୂଳରେ ତପସ୍ୟା ଆରମ୍ଭ କରିଥିଲେ । ସେହି ସ୍ଥାନରେ ହିଁ ଏକ ମନ୍ଦିର ତିଆରି କରି ଦୁର୍ଯ୍ୟୋଧନଙ୍କୁ ପୂଜା କରିବାକୁ ଲାଗିଲେ । ତେବେ ବୃଦ୍ଧ ମନ୍ଦିର ତିଆରି କଲାବେଳେ ଦୁର୍ଯ୍ୟୋଧନଙ୍କ ଚେହେରା କିପରି ତାହା ଠଉରାଇ ପାରିନଥିଲେ । ତେଣୁ ମନ୍ଦିରରେ କାହାର ବିଗ୍ରହ ପ୍ରତିଷ୍ଠା କରିନଥିଲେ । 

ବିଶ୍ୱାସ କରାଯାଏ ସେହି ମନ୍ଦିରରେ ତେଣୁ କୌଣସି ମୂତ୍ତି ପୂଜା ପାଆନ୍ତି ନାହିଁ । କେବଳ ଦୁର୍ଯ୍ୟୋଦନଙ୍କ ଉଦ୍ଦେଶ୍ୟରେ ହିଁ ଏହି ମନ୍ଦିର ସ୍ଥାପନା ହେଇଥିଲା । ପୂଜା ମଧ୍ୟ ତାଙ୍କରି ଉଦ୍ଦେଶ୍ୟରେ କରାଯାଏ । ଆଜି ବି ଏହି ମନ୍ଦିରର ପୂଜକ ହେଉଛନ୍ତି କୁରୁୱା ଜନଜାତିର ଲୋକ । କୁରୁୱା ଜନଜାତି ବ୍ୟତୀତ ଏହି ମନ୍ଦିରରେ ଆଉ କୌଣସି ସଂପ୍ରଦାୟର ଲୋକ ପୂଜା କରନ୍ତି ନାହିଁ । ଯଦିଓ ଅନ୍ୟମାନେ ମନ୍ଦିରକୁ ଯାଇପାରନ୍ତି । ତେବେ ପୂଜା କରିବାର ଅଧିକାର ରହିଛି କେବଳ କୁରୁୱା ଜନଜାତିର ଳୋକଙ୍କ ପାଖରେ । 

ଭାବୁଛନ୍ତି କି, ଏଭଳି ମନ୍ଦିର କେବଳ କେରଳରେ ଅବସ୍ଥିତ । ଭାରତର ଅନ୍ୟ କୌଣସି ସ୍ଥାନରେ ଏଭଳି ଅଜବ ମନ୍ଦିର ନଥିବ । କିନ୍ତୁ ନା, ଗଡୱାଲ୍ ରେ ମଧ୍ୟ ଏମିତି ଏକ ମନ୍ଦିର ଅଛି ଯେଉଁଠାରେ ଦୁର୍ଯ୍ୟୋଧନଙ୍କୁ ପୂଜା କରାଯାଏ । 

Powered by Froala Editor

Tags duryodhan temple

Related articles Odisha News Lens 4.1

  • ଭୂମିକମ୍ପ: ଥରିଲା ଆଫଗାନିସ୍ତାନ
    ଦେଶ-ଦେଶାନ୍ତର

    ଭୂମିକମ୍ପ: ଥରିଲା ଆଫଗାନିସ୍ତାନ

    14662
    May 19, 2025
  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....
    ବିଶେଷ

    ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14679
    May 19, 2025
  • କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ
    ଦେଶ-ଦେଶାନ୍ତର

    କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ

    15288
    May 19, 2025
  • ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ...
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ...

    15609
    May 18, 2025
  •  ପ୍ରୋଟିନରେ ଭରପୁର ଏହି ୫ ଜିନିଷ
    ବିଶେଷ

    ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15288
    May 19, 2025
  • ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର ଗିରଫ
    ଦେଶ-ଦେଶାନ୍ତର

    ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର ଗିରଫ

    14638
    May 19, 2025
  • ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ
    ଦେଶ-ଦେଶାନ୍ତର

    ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ

    15547
    May 18, 2025
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ
    ବିଶେଷ

    ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    13608
    May 20, 2025
  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି
    ବିଶେଷ

    ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

    15290
    May 20, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15288
    May 19, 2025
  • ବିଶେଷ

    ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14679
    May 19, 2025
  • ବିଶେଷ

    ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

    15290
    May 20, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16606
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16898
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15443
    Apr 03, 2021

ବିଶେଷ

  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    13608
    May 20, 2025
  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

    15290
    May 20, 2025
  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15288
    May 19, 2025
  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14679
    May 19, 2025
  • ଆପଲ ସାଇଡରର ଆଶ୍ଚର୍ଯୟଜନକ ଲାଭ ବିଷୟରେ ଜାଣନ୍ତୁ.....

    14281
    May 18, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16270
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13983
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14777
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15303
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ

    15547
    May 18, 2025
  • ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ପୋଲିସ

    15609
    May 18, 2025
  • କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ

    15288
    May 19, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In