ଏମିତି ସ୍ୱପ୍ନ ଦେଇଥାଏ ବିବାହ ସଙ୍କେତ
ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ଇଛା ଥାଏ ବିବାହ କରିବା ପାଇଁ । ଅନେକ ସମୟରେ ଗଭୀର ନିଦରେ ଅନେକ ପ୍ରକାର ସ୍ୱପ୍ନ ପ୍ରକାର ସ୍ୱପ୍ନ ଆସିଥାଏ । ଏମିତି କିଛି ସ୍ୱପ୍ନ ଅଛି , ଯାହା ବିବାହ ସଙ୍କେତ ଦେଇଥାଏ ।
-ଯଦି କୈାଣସି ଯୁବକ ସ୍ୱପ୍ନରେ ସୁନ୍ଦର ରଙ୍ଗର ପୋଷାକ କିମ୍ବା କୈାଣସି ମହିଳା ,ଝିଅ ସୁନ୍ଦର ରଙ୍ଗର ପୋଷାକ ପିନ୍ଧିଥିବା ଦେଖିଥାନ୍ତି ,ତେବେ ଆପଣଙ୍କୁ ଶାନ୍ତ ଧୈର୍ଯ୍ୟବାନ ସ୍ତ୍ରୀ ପ୍ରାପ୍ତି ହେବ ।
-ସ୍ୱପ୍ନରେ ସୁନାର ଅଳଙ୍କାର ଉପହାର ମିଳିବା ଦେଖିଲେ , ଏହା ଶୀଘ୍ର ବିବାହ ହେବାର ସଙ୍କେତ ଦେଇଥାଏ ।
-ପ୍ରେମୀଯୁଗଳ ଯଦି ଆପଣଙ୍କ ସ୍ୱପ୍ନର ବଗିଚାରେ ବୁଲୁଥିବାର ଦେଖିଲେ , ପ୍ରେମରେ ଶୀଘ୍ର ସଫଳତା ମିଳିଥାଏ ।
-ସ୍ୱପ୍ନରେ ବିଲେଇ ଦେଖିଲେ , ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ ।
-ସ୍ୱପ୍ନରେ ମୟୁର ପୁଛ କିମ୍ବା ବଂଶୀ ଦେଖିବା ଉତମ ଜୀବନ ସାଥୀ ସହ ଶୀଘ୍ର ବିବାହ ହେବାର ସଙ୍କେତ ଦେଇଥାଏ ।
Powered by Froala Editor