Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ...

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ...

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ...

  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ ...

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ...

  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ...

  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ...

  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ...

  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ...

  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ ...

ବାଣିଜ୍ୟ
Home ›› ବାଣିଜ୍ୟ ››ନିଲନ୍ସ ବଜାରକୁ ଆଣିଲା ନୂଆ ରାଜସ୍ଥାନି ଆଚାର

ନିଲନ୍ସ ବଜାରକୁ ଆଣିଲା ନୂଆ ରାଜସ୍ଥାନି ଆଚାର

2021-05-28 10:22:37
15077
Share:
Facebook
Twitter
E-Mail
WhatsApp
Telegram
ନିଲନ୍ସ ବଜାରକୁ ଆଣିଲା ନୂଆ ରାଜସ୍ଥାନି ଆଚାର

ଭୁବନେଶ୍ୱର : ଆଚାର ସର୍ବଦା ଭାରତୀୟ ଭୋଜନର ଏକ ଅତ୍ୟାବଶ୍ୟକ ଅଂଶ ହୋଇଆସିଛି । ଆଚାର ବର୍ଗରେ ବଜାରରେ ଅଗ୍ରଣୀ ସ୍ଥାନରେ ଥିବା ନିଲନ୍ସ ଆମ୍ବ, କଞ୍ଚା ଲଙ୍କା ଏବଂ ମିଶ୍ରିତ କିସମର ରାଜସ୍ଥାନି ଆଚାରର ସଦ୍ୟତମ ଉତ୍ପାଦ ସହିତ ତାହାର ବର୍ଗମାଳାକୁ ପରିବର୍ଦ୍ଧିତ କରିଛି ।


ନିଲନ୍ସର ଆଚାରଗୁଡିକ ମସଲାର ସୁସ୍ୱାଦୁ ମିଶ୍ରଣରେ ନିଖୁଣ ଭାବରେ ପ୍ରସ୍ତୁତ ହୋଇଛି, ଯେଉଁଥିପାଇଁ ଅତି ଯତ୍ନର ସହିତ ଫଳ ଓ ପନିପରିବା ଚୟନ ସହିତ ଆଚାରରେ ସର୍ବୋତ୍ତମ ତୈଳ ଅତ୍ୟନ୍ତ ସ୍ୱାସ୍ଥ୍ୟକର ପରିସ୍ଥିତିରେ ବ୍ୟବହାର କରାଯାଇଛି, ଯାହା ଏହାକୁ ଭାରତୀୟ ବଜାରରେ ଅନ୍ୟତମ ସର୍ବାଧିକ ଭରସାଯୋଗ୍ୟ ବ୍ରାଣ୍ଡ୍‍ ଭାବରେ ପ୍ରତିଷ୍ଠିତ କରାଇଛି ।  ଏହାର ଆଚାର ବର୍ଗରେ ସଦ୍ୟତମ ଯୋଗ ହେଉଛି ରାଜସ୍ଥାନି ଆଚାର କିସମ, ଯାହା ରାଜାପୁରୀ/ଦେଶୀ କିସମ ତାଜା ଆମ୍ବ, ପନିପରିବା, ସ୍ୱତନ୍ତ୍ର କିସମର ଲଙ୍କା, ସର୍ବୋତ୍ତମ ତୈଳରୁ ପ୍ରସ୍ତୁତ ହୋଇଛି ଏବଂ ତାହା ଅନନ୍ୟ ଭାରତୀୟ ମସଲା ଦିଆଯାଇ ସଂରକ୍ଷିତ ରଖାଯାଇଛି ଏବଂ ଏହା ଆମ ଭୋଜନକୁ ଖଟା ଓ ମସଲାଦାର ସ୍ୱାଦ ପ୍ରଦାନ କରୁଛି । ଆଙ୍ଗୁଠି ଚାଟି ଖାଇବା ଭଳି ଏହି ଆଚାର ଉପଭୋକ୍ତାଙ୍କୁ ‘ମା’ ହାତର ସ୍ୱାଦ’ ମନେପକାଇଦେବ । 


ଉପଭୋକ୍ତାଙ୍କ ଖାଇବା ଶୈଳୀ ସମ୍ପର୍କରେ ପ୍ରକାଶ କରି ନିଲନ୍ସର ନିର୍ଦ୍ଦେଶକ ଏବଂ ସିଇଓ ରାଜୀବ ଅଗ୍ରୱାଲ କହିଛନ୍ତି, “ଖାଦ୍ୟ ସହିତ ଆଚାର ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ହୋଇ ରହିଆସିଛି ଏବଂ ଦେଶର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ସ୍ୱାଦର ତଥା ବିଭିନ୍ନ ପ୍ରକାରର ଆଚାର ପ୍ରସ୍ତୁତି ଏବଂ ଖିଆଯାଉଛି । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ତତ୍ୱ ରହିଛି ଏବଂ ଏହା ପ୍ରିବାୟୋଟିକ୍ସର ଏକ ଚମତ୍କାର ଉତ୍ସ, ଯାହା ସ୍ୱାସ୍ଥ୍ୟ ପାଇଁ ବହୁବିଧ ଫାଇଦା ଯୋଗାଇ ଦେଉଛି, ଯେପରିକି ହଜମ ପ୍ରକ୍ରିୟାରେ ଉନ୍ନତି, ଶରୀରକୁ ଆବଶ୍ୟକ ଖଣିଜ ସାର ଓ ଭିଟାମିନ ଯୋଗାଇବା ଏବଂ ଅଲ୍‍ସର ହ୍ରାସ କରିବା ଆଦି ଅନ୍ୟତମ । ଏହାକୁ ପ୍ରତିଦିନ ଖାଦ୍ୟର ଏକ ଅଂଶବିଶେଷ କରିବାକୁ ଅନେକ ଖ୍ୟାତିସଂପନ୍ନ ସ୍ୱାସ୍ଥ୍ୟ ବିଶାରଦ ଏବଂ ପୁଷ୍ଟିସାଧନ ବିଶେଷଜ୍ଞ ସୁପାରିଶ କରୁଥିବା ସମୟରେ ଆଚାର ହଜାର ହଜାର ବର୍ଷ ପୁରାତନ ଖାଦ୍ୟ ସମ୍ପର୍କିତ ଆମ ଜ୍ଞାନର ଏକ ଅଂଶ ହୋଇଛି । ନିଲନ୍ସର ସଦ୍ୟତମ ରାଜସ୍ଥାନି ଆଚାର କିସମ ଏହି ସମସ୍ତ ଫାଇଦା/ବ୍ୟବହାରିତା ପ୍ରଦାନ ସହିତ ଆପଣଙ୍କର ସ୍ୱାଦ ଗ୍ରନ୍ଥିକୁ ନିଶ୍ଚିତ ଭାବରେ ସକ୍ରିୟ କରିଦେବ ।”


ଭାରତର ମୋଟାମୋଟି ଆଚାର ବଜାର ପ୍ରାୟ ୧୫୦୦ କୋଟି ଟଙ୍କା ରହିଛି ଏବଂ ଏହା ବାର୍ଷିକ ୬-୮% ପୌନଃପୁନିକ ହାରରେ ବୃଦ୍ଧିପାଉଛି । ଆଚାର ବର୍ଗ ସମ୍ପର୍କରେ ପ୍ରକାଶକରି ନିଲନ୍ସର ପରିଚାଳନା ନିର୍ଦ୍ଦେଶକ ଦୀପକ ସାଂଘଭୀ କହିଛନ୍ତି, “ଖାଦ୍ୟ ଶୈଳୀରେ ଆମେ ପରିବର୍ତ୍ତନ ଲକ୍ଷ୍ୟ କରୁଛୁ । ଗତ କିଛି ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ବଡଧରଣର ପରିବର୍ତ୍ତନ ଆମେ ଲକ୍ଷ୍ୟ କରିଛୁ, ଯେଉଁଠି ପୂର୍ବରୁ ଆଚାରକୁ ଖାଦ୍ୟ ଥାଳିର ଏକ ପାଶ୍ୱର୍ ସାମଗ୍ରୀ ବା ଅଣ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଭାବରେ ବିବେଚନା କରାଯାଉଥିଲା, ସଂପ୍ରତି ତାହା ଅଧିକାଂଶ ପରିବାରରେ ମୁଖ୍ୟ ଖାଦ୍ୟ ତାଲିକାରେ ସ୍ଥାନପାଇଛି । ଏଥିସହିତ ଲୋକମାନେ ଏବେ ଅଧିକ ସମୟ ଘରେ ରହୁଥିବାରୁ ଖାଦ୍ୟକୁ ନେଇ ଅଧିକରୁ ଅଧିକ ପରୀକ୍ଷା ନିରୀକ୍ଷା କରୁଛନ୍ତି ଏବଂ ଆମର ଲକ୍ଷ୍ୟ ହେଉଛି ସେମାନଙ୍କ ଆବଶ୍ୟକତା ପ୍ରତି ଦୃଷ୍ଟିଦେବା । ଆମେ ବଜାରରେ ଅଗ୍ରଣୀ ସ୍ଥାନରେ ରହିଥିବାରୁ ଆମ ଉତ୍ପାଦ ପ୍ରସ୍ତୁତି ପାଇଁ ଆମେ ସର୍ବୋତ୍ତମ ସାମଗ୍ରୀ, ଶୁଦ୍ଧ ପାରମ୍ପରିକ ମିଶ୍ରିତ ମସଲାର ବ୍ୟବହାର ସହିତ ପ୍ରସ୍ତୁତି ସମୟରେ କଡାକଡି ସ୍ୱାସ୍ଥ୍ୟଗତ ଦିଗ ବଜାୟ ରଖିବା ସୁନିଶ୍ଚିତ କରୁଛୁ । ଆମ ଉତ୍ପାଦ ବର୍ଗମାଳାର ନିରନ୍ତର ସଂପ୍ରସାରଣ ଏବଂ ଉକ୍ତ ବର୍ଗର କ୍ରମ ଅଭିବୃଦ୍ଧି ଏହା ପ୍ରତିପାଦିତ କରୁଛି ଯେ ଉପଭୋକ୍ତାଙ୍କ ପାଇଁ ଆମେ ଅନ୍ୟତମ ପସନ୍ଦଯୋଗ୍ୟ ବ୍ରାଣ୍ଡ୍‍ ହୋଇଛୁ ।”


ରାଜସ୍ଥାନି ଆଚାର କିସମ ୨୨୫ ଗ୍ରାମ, ୪୭୫ ଗ୍ରାମ, ୮୦୦ ଗ୍ରାମ ପେଟ୍‍ ବୋତଲ ପ୍ୟାକ୍‍ରେ ଉପଲବ୍ଧ ହେଉଛି ଏବଂ ଏହା ଦେଶର ସମସ୍ତ ସ୍ଥାନରେ ସମସ୍ତ ଜେରେରାଲ ଷ୍ଟୋରଗୁଡିକରେ ଉପଲବ୍ଧ ହେବ । 


Powered by Froala Editor

Tags nilons

Related articles Odisha News Lens 4.1

  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା
    ଦେଶ-ଦେଶାନ୍ତର

    ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15240
    Jul 08, 2026
  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ...
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ...

    15120
    Jul 07, 2026
  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14576
    Jul 07, 2026
  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13484
    Jul 08, 2026
  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି
    ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15550
    Jul 08, 2026
  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ
    ଦେଶ-ଦେଶାନ୍ତର

    ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13646
    Jul 07, 2026
  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
    ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14462
    Jul 08, 2026
  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...
    ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...

    14116
    Jul 08, 2026
  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ
    ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13811
    Jul 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା

    14443
    Jul 08, 2026
  • ଦେଶ-ଦେଶାନ୍ତର

    ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14576
    Jul 07, 2026
  • ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13811
    Jul 07, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17582
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17636
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18035
    Sep 06, 2023

ବିଶେଷ

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15225
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15567
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15373
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15238
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14662
    Jun 30, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15838
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15708
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13814
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14926
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15240
    Jul 08, 2026
  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

    14116
    Jul 08, 2026
  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13646
    Jul 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In