Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, April 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍

  • ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ...

  • ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ...

  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ...

  • ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ...

  • ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ...

  • ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ...

  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ...

  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ...

Home ›› ››ବିଗିଡ଼ି ଯାଇଛି ପରିବେଶ ସନ୍ତୁଳନ, ନଦୀରେ ସାମୁଦ୍ରିକ ଜୀବ

ବିଗିଡ଼ି ଯାଇଛି ପରିବେଶ ସନ୍ତୁଳନ, ନଦୀରେ ସାମୁଦ୍ରିକ ଜୀବ

2023-05-23 05:09:03
14080
Share:
Facebook
Twitter
E-Mail
WhatsApp
Telegram
ବିଗିଡ଼ି ଯାଇଛି ପରିବେଶ ସନ୍ତୁଳନ, ନଦୀରେ ସାମୁଦ୍ରିକ ଜୀବ

ରାଜନଗର : ଜଳବାୟୁ ପରିବର୍ତ୍ତନ ଯୋଗୁ ମାଟି, ପାଣି, ପବନ ସବୁକିଛି ସଂକଟରେ। ପରିବେଶ ସନ୍ତୁଳନ ବିଗିଡ଼ି ଯାଇଥିବା ବେଳେ ଜୈବ ବିବିଧତା ଏବେ ସଂକଟରେ। ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ମାଟି, ପାଣି, ପବନ ନୁହେଁ, ଜୀବ ଜଗତ ଉପରେ ମଧ୍ୟ ପଡ଼ିଛି। ଭିତରକନିକା ଜାତୀୟ ଉଦ୍ୟାନର ବାଉଁଶଗଡ଼ ନଦୀରେ ଏବେ ହଜାର ହଜାର ସଂଖ୍ୟାରେ ଜେଲିଫିସ୍‌ଙ୍କୁ ଦେଖିବାକୁ ମିଳୁଛି। ଏହି ସାମୁଦ୍ରିକ ଜୀବ କିପରି ଏତେ ସଂଖ୍ୟାରେ ନଦୀକୁ ଚାଲି ଆସିଲେ, ତାହା ପରିବେଶବିତ୍‌ ଓ ଜୀବବିଜ୍ଞାନୀମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଶହଶହ ସଂଖ୍ୟାରେ ସମୁଦ୍ର ଉପକୂଳରେ ଏହି ଜେଲିଫିସ୍‌ ମରି ପଡ଼ିଥିବା ବେଳେ ହଜାର ହଜାର ସଂଖ୍ୟାରେ ସମୁଦ୍ରରୁ ବାହାରି ନଦୀ ମଧ୍ୟକୁ ଚାଲିଯିବା କେଉଁ ଅଘଟଣର ସଂକେତ ଦେଉଛି, ତାହାକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି। ଭିତରକନିକା ଜାତୀୟଉଦ୍ୟାନର ସମୁଦ୍ର କୂଳରେ ରହିଛି ହବାଳିଖଟି। ଗୁପ୍ତି ପାଟ୍ଟଶାଳା ନଦୀରୁ ବୋଟ ଯୋଗେ ବାହାରି ମଇପୁରା ମୁହାଣ ଦେଇ ବାଉଁଶଗଡ ନଦୀରେ ୩ କିମି ଯିବାପରେ ହବାଳିଖଟି ପଡ଼ିବ।

ଗତ କିଛିଦିନ ହେଲା ହବାଳିଖଟି ନିକଟସ୍ଥ ମଇପୁରା ମୁହାଣ ପୂର୍ବ ୩ କିମି ଓ ବାଉଁଶଗଡ ନଦୀର ୩ କିମି ମଧ୍ୟରେ ହଜାର ହଜାର ସଂଖ୍ୟାରେ ଜେଲିଫିସ୍‌ଙ୍କୁ ଦେଖିବାକୁ ମିଳୁଛି। ବୋଟ୍‌ରେ ଗଲାବେଳେ ଏକାସାଙ୍ଗରେ ଦଳ ଦଳ ହୋଇ ଜେଲିଫିସ୍‌ ଭାସୁଛନ୍ତି। କେବଳ ଜୁଆର ସମୟରେ ନୁହେଁ, ଛାଡ଼ ସମୟରେ ମଧ୍ୟ ନଦୀରେ ଜେଲିଫିସ୍‌ଙ୍କୁ ଦେଖିବାକୁ ମିଳୁଛି। ପୂର୍ବରୁ ନଦୀରେ କେଉଁଠି କାଁଭାଁ ଜେଲିଫିସ୍‌ଙ୍କୁ ଦେଖିବା ସ୍ବପ୍ନ ହୋଇଥିବା ବେଳେ ଏବେ ଏତେ ସଂଖ୍ୟାରେ ଜେଲିଫିସ୍‌ଙ୍କୁ ନଦୀରେ ଦେଖି ପରିବେଶବିତ ଓ ଜୀବବିଜ୍ଞାନୀ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। ଖାଲି ଏତିକି ନୁହେଁ, ନଦୀରେ ହଜାର ହଜାର ସଂଖ୍ୟାରେ ଜୀବିତ ଜେଲିଫିସ୍‌ ଭାସୁଥିବା ବେଳେ ଏକକୂଳାରୁ ସାତଭାୟା ଯାଏ ସମୁଦ୍ର ଉପକୂଳରେ ଜେଲିଫିସ୍‌ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବିଶିଷ୍ଟ ପ୍ରାଣୀବିଜ୍ଞାନୀ ଗବେଷକ ଡ. ସୁଧାକର କର କହିଛନ୍ତି, ଜେଲିଫିସ୍‌ ସମ୍ପୂର୍ଣ୍ଣ ଭାବେ ସାମୁଦ୍ରିକ ଜୀବ। ବେଳାଭୂମିରେ ମରିପଡ଼ିବା ଓ ନଦୀକୁ ଚାଲି ଆସିବା କାରଣ ବୁଝାପଡୁନି।

ଜଳ ପ୍ରଦୂଷଣ କିମ୍ବା ତାପମାତ୍ରା ପ୍ରଦୂଷଣ ପାଇଁ ଏପରି ହୋଇଥାଇପାରେ। କାରଣ ଜେଲିଫିସ୍‌ ପ୍ରଦୂଷଣ ସହି ପାରନ୍ତିନି। ପୁରୀ ନିକଟରେ ସମୁଦ୍ରରେ ପ୍ରଦୂଷିତ ରହିଛି। ମାତ୍ର ମଇପୁରା ମୁହାଣରେ ପ୍ରଦୂଷଣ ନାହିଁ କିମ୍ବା ଶିଳ୍ପ ନାହିଁ। ମେରାଇନ୍‌ ବାୟୋଲୋଜି ଏ ନେଇ ସର୍ଭେ କରିବା ଦରକାର। ଜୀବ ବିଜ୍ଞାନୀ ଡ. ଶିବ ପ୍ରସାଦ ପରିଡ଼ା କହିଛନ୍ତି, ଡଲଫିନ୍‌ ଯେପରି ମୁହାଣ ଓ ନଦୀକୁ ଚାଲି ଯାଆନ୍ତି ଓ ପୁଣି ସମୁଦ୍ରକୁ ଫେରି ଆସିଥା’ନ୍ତି, ସେହିପରି ଜୁଆର ସମୟରେ ଏପରି ହୋଇଥାଇପାରେ। ପାଣିର ରସାୟନିକ ସ୍ତର ମାପିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି।

Powered by Froala Editor

Tags Jellyfish

Related articles Odisha News Lens 4.1

  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ
    ଦେଶ-ଦେଶାନ୍ତର

    ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ

    14970
    Apr 10, 2026
  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର
    ଦେଶ-ଦେଶାନ୍ତର

    ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

    15059
    Apr 10, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....
    ବିଶେଷ

    ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14279
    Apr 11, 2026
  • ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ
    ଦେଶ-ଦେଶାନ୍ତର

    ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ

    15575
    Apr 10, 2026
  • ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା

    15490
    Apr 10, 2026
  • ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ
    ଦେଶ-ଦେଶାନ୍ତର

    ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ

    15404
    Apr 11, 2026
  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା
    ମନୋରଞ୍ଜନ

    ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା

    15389
    Apr 10, 2026
  • ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ମୁକାବିଲା ହେବାକୁ ଯାଉଛି: ମୋଦୀ
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ମୁକାବିଲା ହେବାକୁ ଯାଉଛି: ମୋଦୀ

    14557
    Apr 11, 2026
  • ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍
    ଦେଶ-ଦେଶାନ୍ତର

    ଦୁଇଚକିଆ ପେଟ୍ରୋଲ ଯାନ ଉପରେ ଲାଗିବ ରୋକ୍

    15327
    Apr 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ

    15575
    Apr 10, 2026
  • ଦେଶ-ଦେଶାନ୍ତର

    ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ

    15404
    Apr 11, 2026
  • ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ଏକ ବଡ଼ ରାଜନୈତିକ ମୁକାବିଲା ହେବାକୁ ଯାଉଛି: ମୋଦୀ

    14557
    Apr 11, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17412
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17469
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17822
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16298
    Apr 03, 2021

ବିଶେଷ

  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14279
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15526
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    14380
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା

    14599
    Apr 07, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15759
    Apr 06, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15324
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15054
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15558
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13855
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

    15059
    Apr 10, 2026
  • ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ

    15575
    Apr 10, 2026
  • ହିଙ୍ଗୋଲି ଜିଲ୍ଲାରେ ୪.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ

    15404
    Apr 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In