ଝାରସୁଗୁଡ଼ା-ରାଉଣ୍ଡ ୧୨: ବିଜେଡି-୭୧୧୨୧, ବିଜେପି-୩୯୬୩୬, କଂଗ୍ରେସ-୩୪୬୯
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଜାରି ରହିଛି । କାହାର ହେବ ଝାରସୁଗଡ଼ା । କିଏ ମାରିବ ବାଜି। ଇଭିଏମ୍ରୁ କହିବ କଣ ହେବ ୯ ପ୍ରାର୍ଥୀଙ୍କ ଭାଗ୍ୟ। କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ହାତୀ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ କାଉଣ୍ଟିଂ ଆରମ୍ଭ ହୋଇଛି ଭୋଟ ଗଣତି । କାହାର ହେବ ଝାରସୁଗଡ଼ା । କିଏ ମାରିବ ବାଜି। ଇଭିଏମ୍ରୁ କହିବ କଣ ହେବ ୯ ପ୍ରାର୍ଥୀଙ୍କ ଭାଗ୍ୟ। କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ହାତୀ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ କାଉଣ୍ଟିଂ ଆରମ୍ଭ ହୋଇଛି ଭୋଟ ଗଣତି । ତେବେ ରାଉଣ୍ଡ-୧୨ ଭୋଟ ଗଣତି ସୁଦ୍ଧା ବିଜେଡିକୁ ୭୧୧୨୧ଟି ଭୋଟ ମିଳିଥିବାବେଳେ ବିଜେପିକୁ ୩୯୬୩୬ ଓ କଂଗ୍ରେସକୁ ମାତ୍ର ୩୪୬୯ଟି ଭୋଟ ମିଳିଛି ।
ରାଉଣ୍ଡ -୧୧ ଭୋଟ ଗଣତି ସୁଦ୍ଧା ବିଜେଡି ୬୩୫୫୮, ବିଜେପିକୁ ୩୫୩୮୮ ଓ କଂଗ୍ରେସକୁ ମାତ୍ର ୩୨୦୮ଟି ଭୋଟ ମିଳିଥିଲା ।
Powered by Froala Editor