ନିଜ ବନ୍ଧୁକରୁ ନିଜୁକୁ ଗୁଳି କରି ଆତ୍ମହତ୍ୟା କଲେ ସିଆରପିଏଫ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ

ରାୟଗଡା : ସିଆରପିଏଫ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟଙ୍କ ଆତ୍ମହତ୍ୟା । ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସୁନୀଲ କୁମାର ଆତ୍ମହତ୍ୟା କରିଛନ୍ତି ।ନିଜ ବନ୍ଧୁକରୁ ନିଜୁକୁ ଗୁଳି କରି ସେ ଆତ୍ମହତ୍ୟା କରିଛନ୍ତି । ସେ ଚତୁର୍ଥ ବାଟାଲିୟନ ସିଆରପିଏଫ ମୁଖ୍ୟ କାର୍ୟ୍ୟାଳୟରେ କାର୍ୟ୍ୟରତ ଥିଲେ । ସୁନୀଲଙ୍କ ଘର ବିହାର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । କାହିଁକି ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ରାୟଗଡା ଏସପି ଓ ପୋଲିସର ତଦନ୍ତ ଜାରି ରହିଛି ।
Powered by Froala Editor