Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 26, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

୨ ପାଖୁଡ଼ା ରସୁଣର ଉପକାରିତା କ'ଣ ଜାଣନ୍ତୁ ?

ରାଜ୍ୟ
Home ›› ରାଜ୍ୟ ››ଖୁସିର ରାଜ୍ୟ ‘ଓଡ଼ିଶା’ : ୧୬ ନଂରୁ ଖସି ଟପ୍ ୩ରେ

ଖୁସିର ରାଜ୍ୟ ‘ଓଡ଼ିଶା’ : ୧୬ ନଂରୁ ଖସି ଟପ୍ ୩ରେ

2023-04-21 17:23:08
14415
Share:
Facebook
Twitter
E-Mail
WhatsApp
Telegram
ଖୁସିର ରାଜ୍ୟ ‘ଓଡ଼ିଶା’ : ୧୬ ନଂରୁ ଖସି ଟପ୍ ୩ରେ

ସବୁଠୁ ଖୁସିର ରାଜ୍ୟ ପାଲଟିଛି ଓଡ଼ିଶା । ଗତ ଥର ୧୬ ସ୍ଥାନରେ ଥିବାବେଳେ ଏବେ ୩କୁ ଖସିଛି । ଯାହାକି ଖୁସିର ବିଷୟ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ୍‌ କରି ଜଣାଇଛି । ମୋଟ ୭ଟି ତତ୍ତ୍ୱକୁ ନେଇ ଏହି ସର୍ଭେ କରାଯାଇଥିଲା । 

ସ୍ୱାଧୀନତା , ଦୁର୍ନୀତି ପ୍ରତି ମନୋଭାବ, ରାଜ୍ୟର ଘରୋଇ ଉତ୍ପାଦନ ନେଇ ବିକାଶ ସୁଯୋଗ, ଉପଭୋକ୍ତା ଅର୍ଥ ସୂଚକାଙ୍କ, ସାକ୍ଷାରତା ହାର, ଜନ୍ମବେଳେ ସ୍ୱାସ୍ଥ୍ୟଗତ ଆକାଂକ୍ଷା, ବହୁମୁଖୀ ଗରିବୀ ଓ ସ୍ୱାସ୍ଥ୍ୟ ସୂଚକାଙ୍କ । ଏପରି ୭ଟି କ୍ୟାଟେଗୋରୀରେ ସର୍ଭେ କରାଯାଇ ସବୁଠୁ ଖୁସିର ରାଜ୍ୟ ତାଲିକା ପ୍ରକାଶ ପାଇଛି । ଏଥର ଓଡ଼ିଶା ତୃତୀୟ ସ୍ଥାନ ଦଖଲ କରିଛି । ସର୍ବେକ୍ଷଣ କରିଥିବା ଦି ୱିକ ସଂସ୍ଥା ଏହି ତାଲିକା ପ୍ରକାଶ କରିଛି ।

ଗତ ଥର ଓଡ଼ିଶା ୧୬ ନମ୍ବର ସ୍ଥାନରେ ଥିଲା ।  ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦ୍ୱାରା ଲୋକଙ୍କ ମଧ୍ୟରେ ଖୁସିର ମାତ୍ରା ବୃଦ୍ଧି ପାଇଛି ବୋଲି ସର୍ଭେରେ କୁହାଯାଇଛି । ତେବେ ବଡ ରାଜ୍ୟ ମାନଙ୍କ ମଧ୍ୟରେ ହିମାଚଳ ପ୍ରଦେଶ ପୂର୍ବପରି ଏକ ନମ୍ବର ସ୍ଥାନରେ ରହିଛି । କେନ୍ଦ୍ର ଶାସିତ ଅଞ୍ଚଳ କ୍ୟାଟେଗୋରୀରେ ଲାକ୍ଷାଦ୍ୱୀପ ଏକ ନମ୍ବର ସ୍ଥାନ ଦଖଲ କରିଛି । କ୍ଷୁଦ୍ର ରାଜ୍ୟଗୁଡିକ ମଧ୍ୟରେ ଗୋଆ ସବୁଠୁ ଆଗୁଆ ରହିଛି ।

Powered by Froala Editor

Tags odisha

Related articles Odisha News Lens 4.1

  • ବାୟୁସେନାର ଲଢୁଆ ପାଇଲଟ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶକୁ ଯାତ୍ରା
    ଦେଶ-ଦେଶାନ୍ତର

    ବାୟୁସେନାର ଲଢୁଆ ପାଇଲଟ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶକୁ ଯାତ୍ରା

    14288
    Jun 25, 2025
  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ...
    ସଂସ୍କୃତି

    ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ...

    15516
    Jun 25, 2025
  •  ତିଆରି କରୁଛି ପାକିସ୍ତାନ, ଆଇସିବିଏମ୍‌ର ଲକ୍ଷ୍ୟ ଭେଦ ଦୂରତା ୫୫୦୦ କିମି
    ଦେଶ-ଦେଶାନ୍ତର

    ତିଆରି କରୁଛି ପାକିସ୍ତାନ, ଆଇସିବିଏମ୍‌ର ଲକ୍ଷ୍ୟ ଭେଦ ଦୂରତା ୫୫୦୦ କିମି

    14518
    Jun 26, 2025
  • କ୍ରିକେଟ୍ ଟିମ୍ କିଣିଲେ ସଲମାନ୍‌
    ମନୋରଞ୍ଜନ

    କ୍ରିକେଟ୍ ଟିମ୍ କିଣିଲେ ସଲମାନ୍‌

    13437
    Jun 25, 2025
  • ଯିବା ପୂର୍ବରୁ ଶୁଭାଂଶୁ ଦେଲେ ଇମୋସନାଲ ବାର୍ତ୍ତା, ଶୁଭ ମନାସିଲେ ପରିବାର
    ଦେଶ-ଦେଶାନ୍ତର

    ଯିବା ପୂର୍ବରୁ ଶୁଭାଂଶୁ ଦେଲେ ଇମୋସନାଲ ବାର୍ତ୍ତା, ଶୁଭ ମନାସିଲେ ପରିବାର

    14489
    Jun 25, 2025
  •  ୨ ପାଖୁଡ଼ା ରସୁଣର ଉପକାରିତା କ'ଣ ଜାଣନ୍ତୁ ?
    ବିଶେଷ

    ୨ ପାଖୁଡ଼ା ରସୁଣର ଉପକାରିତା କ'ଣ ଜାଣନ୍ତୁ ?

    15408
    Jun 26, 2025
  • ୨୦୨୬ରୁ ବର୍ଷକୁ ଦୁଇଥର ସିବିଏସଇ ଦଶମ ଶ୍ରେଣୀ ବୋର୍ଡ
    ଦେଶ-ଦେଶାନ୍ତର

    ୨୦୨୬ରୁ ବର୍ଷକୁ ଦୁଇଥର ସିବିଏସଇ ଦଶମ ଶ୍ରେଣୀ ବୋର୍ଡ

    14679
    Jun 25, 2025
  • ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ରାଜକୁମାର ରାଓ ନର୍ଭସ
    ମନୋରଞ୍ଜନ

    ଗାଙ୍ଗୁଲିଙ୍କ ବାୟୋପିକ୍ ପାଇଁ ରାଜକୁମାର ରାଓ ନର୍ଭସ

    14315
    Jun 25, 2025
  •  ପ୍ରେମରେ ପ୍ରତାରିତ ହୋଇ ୨୧ ଥର ଗୁଜରାଟ ସରକାରଙ୍କୁ ବୋମା ଧମକ, ଯୁବତୀ ଗିରଫ
    ଦେଶ-ଦେଶାନ୍ତର

    ପ୍ରେମରେ ପ୍ରତାରିତ ହୋଇ ୨୧ ଥର ଗୁଜରାଟ ସରକାରଙ୍କୁ ବୋମା ଧମକ, ଯୁବତୀ ଗିରଫ

    14588
    Jun 25, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ତିଆରି କରୁଛି ପାକିସ୍ତାନ, ଆଇସିବିଏମ୍‌ର ଲକ୍ଷ୍ୟ ଭେଦ ଦୂରତା ୫୫୦୦ କିମି

    14518
    Jun 26, 2025
  • ବିଶେଷ

    ୨ ପାଖୁଡ଼ା ରସୁଣର ଉପକାରିତା କ'ଣ ଜାଣନ୍ତୁ ?

    15408
    Jun 26, 2025
  • ଦେଶ-ଦେଶାନ୍ତର

    ବାୟୁସେନାର ଲଢୁଆ ପାଇଲଟ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶକୁ ଯାତ୍ରା

    14288
    Jun 25, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16590
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16708
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17019
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15510
    Apr 03, 2021

ବିଶେଷ

  • ୨ ପାଖୁଡ଼ା ରସୁଣର ଉପକାରିତା କ'ଣ ଜାଣନ୍ତୁ ?

    15408
    Jun 26, 2025
  • ମାନସିକତାକୁ ସକାରାତ୍ମକ ରଖେ ଯୋଗ

    14643
    Jun 25, 2025
  • ବଦଳାନ୍ତୁ ଆଙ୍ଗୁଠି ଫୁଟାଇବା ଅଭ୍ୟାସ, ନହେଲେ ଭୋଗିବେ ସାଙ୍ଘାତିକ ସମସ୍ୟା

    15186
    Jun 25, 2025
  • ଭୟଙ୍କର ହୋଇଥାନ୍ତି ଏହି ପ୍ରକୃତିର ଲୋକ

    15325
    Jun 24, 2025
  • ଘରେ ରହିବନି ଗୋଟେ ବି ମଶା, ଜାଣନ୍ତୁ କେମିତି ?

    14329
    Jun 24, 2025

ବାଣିଜ୍ୟ

ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

ଭୁବନେଶ୍ୱର - ୬୦ ବର୍ଷରୁ ଅଧିକ ଇତିହାସ ଥିବା ଭାରତର ଅନ୍ୟତମ ସର୍ବାଧିକ ଖ୍ୟାତିସମ୍ପନ୍ନ ହେୟାର କଲର (କେଶ ରଙ୍ଗ) ବ୍ରାଣ୍ଡ୍‌ ଭାସମଲ୍‌ ପ୍ରାକୃତିକ ହେନାର ଚିରନ୍ତନ ପରମ୍ପରାରେ ମୂଳ ରଖୁଥିବା ତାହାର ଆଧୁ ...

  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15531
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15001
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14822
    Jun 19, 2025
  • ଓଡ଼ିଶାରେ ଚକ୍ଷୁ ଚିକିତ୍ସାର ଅଗ୍ରଦୂତ: ଏଲଭିପିଇଆଇ ଭୁବନେଶ୍ୱର ତରଫରୁ ଆରମ୍ଭ ହୋଇଛି ଆଭ୍ୟନ୍ତରୀଣ ଜେନେଟିକ୍ ପରୀକ୍ଷଣ ସହିତ ବଂଶାନୁକ୍ରମିକ ରେଟିନା ଡିଷ୍ଟ୍ରୋଫି କ୍ଲିନିକ୍

    14824
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୨୦୨୬ରୁ ବର୍ଷକୁ ଦୁଇଥର ସିବିଏସଇ ଦଶମ ଶ୍ରେଣୀ ବୋର୍ଡ

    14679
    Jun 25, 2025
  • ପ୍ରେମରେ ପ୍ରତାରିତ ହୋଇ ୨୧ ଥର ଗୁଜରାଟ ସରକାରଙ୍କୁ ବୋମା ଧମକ, ଯୁବତୀ ଗିରଫ

    14588
    Jun 25, 2025
  • ୨ ପାଖୁଡ଼ା ରସୁଣର ଉପକାରିତା କ'ଣ ଜାଣନ୍ତୁ ?

    15408
    Jun 26, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In