Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 06, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କରି ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଯୁବତୀଙ୍କୁ ଧକ୍କା ମାରି କ୍ୟାବ୍‌ରେ ବସାଇଲେ ଯୁବକ

ଯୁବତୀଙ୍କୁ ଧକ୍କା ମାରି କ୍ୟାବ୍‌ରେ ବସାଇଲେ ଯୁବକ

2023-03-19 17:38:33
14894
Share:
Facebook
Twitter
E-Mail
WhatsApp
Telegram
ଯୁବତୀଙ୍କୁ ଧକ୍କା ମାରି କ୍ୟାବ୍‌ରେ ବସାଇଲେ ଯୁବକ

ଦିଲ୍ଲୀର ମଙ୍ଗୋଲ୍‌ପୁରୀ ଅଞ୍ଚଳରେ ଜଣେ ବ୍ୟକ୍ତି ଜଣେ ଯୁବତୀଙ୍କୁ ବଳପୂର୍ବକ କ୍ୟାବ୍‌ରେ ବସାଉଥିବାର ୧୭ ସେକେଣ୍ଡ୍‌ର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓ ସଂକ୍ରାନ୍ତରେ ଅବଗତ ହୋଇ ଘଟଣା ଉପରେ ତଦନ୍ତ ଆରମ୍ଭ କରିଥିବା ଦିଲ୍ଲୀ ଆଉଟର୍‌ ଡିଷ୍ଟ୍ରିକ୍ଟ୍‌ ‘ଡିସିପି’ କହିଛନ୍ତି, ଗତରାତିରୁ ଭିଡିଓ ଉପରେ ତଦନ୍ତ ଚାଲିଛି। କ୍ୟାବ୍‌ର ମାଲିକ ଗୁରୁଗ୍ରାମରେ ବାସ କରନ୍ତି। ପୁଲିସ ଟିମ୍‌ ତାଙ୍କ ସହିତ କଥାବାର୍ତ୍ତା କରିବ।

ଶନିବାର ରାତି ପ୍ରାୟ ୧୧.୩୦ରେ ଉକ୍ତ କ୍ୟାବଟିକୁ ଶେଷ ଥର ପାଇଁ ଗୁରୁଗ୍ରାମର ଇଫ୍‌କୋ ଛକରେ ଦେଖିବାକୁ ମିଳିଥିଲା। ଦୁଇଜଣ ପୁଅ ଓ ଜଣେ ଝିଅ ରୋହିଣୀରୁ ବିକାଶପୁରୀ ଯିବା ପାଇଁ ଉବେର୍ ମାଧ୍ୟମରେ ଉକ୍ତ କ୍ୟାବ୍ ବୁକ୍ କରିଥିଲେ। ବାଟରେ ସେମା‌ନଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇ ବିବାଦ ହୋଇଥିଲା। ପୁଅଟି ଜଣେ ଝିଅକୁ ଧକ୍କା ଦେଇ ବଳପୂର୍ବକ କ୍ୟାବ୍ ଭିତର ବସାଉଛି। ଯୁକ୍ତିତର୍କ ପରେ ଝିଅଟି ପଳାଇ ଯିବାକୁ ଚାହିଁବାରୁ ଏ ଭଳି ଘଟଣା ଘଟିଛି। ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଚାଲିଛି ବୋଲି ପୁଲିସ ଅଧିକାରୀ ଜଣକ କହିଛନ୍ତି।

Powered by Froala Editor

Tags delhi

Related articles Odisha News Lens 4.1

  • ନାସା ଜାରି କଲା ସୂର୍ଯ୍ୟଙ୍କ ଫଟୋ, ସାମ୍ନାକୁ ଆସିଲା ଅଜବ ଦୃଶ୍ୟ
    ଦେଶ-ଦେଶାନ୍ତର

    ନାସା ଜାରି କଲା ସୂର୍ଯ୍ୟଙ୍କ ଫଟୋ, ସାମ୍ନାକୁ ଆସିଲା ଅଜବ ଦୃଶ୍ୟ

    14574
    Jun 06, 2025
  • ଆଇଫୋନରେ ଚାଲିବ ନାହିଁ YouTube
    ଦେଶ-ଦେଶାନ୍ତର

    ଆଇଫୋନରେ ଚାଲିବ ନାହିଁ YouTube

    15438
    Jun 05, 2025
  • ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ
    ଦେଶ-ଦେଶାନ୍ତର

    ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ

    15568
    Jun 05, 2025
  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....
    ବିଶେଷ

    ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    14995
    Jun 06, 2025
  • ଭାରତରେ  ନିର୍ମାଣ ହେବ ରାଫେଲ
    ଦେଶ-ଦେଶାନ୍ତର

    ଭାରତରେ ନିର୍ମାଣ ହେବ ରାଫେଲ

    14155
    Jun 05, 2025
  • ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି
    ବିଶେଷ

    ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି

    14553
    Jun 06, 2025
  • ଅଗଷ୍ଟ ୩ରେ ହେବ ନିଟ୍‌ ପିଜି ପରୀକ୍ଷା
    ଦେଶ-ଦେଶାନ୍ତର

    ଅଗଷ୍ଟ ୩ରେ ହେବ ନିଟ୍‌ ପିଜି ପରୀକ୍ଷା

    13307
    Jun 06, 2025
  • ଯବାନଙ୍କ ଗୁଳିରେ ମାଓବାଦୀ ସୁଧାକର ନିହତ
    ଦେଶ-ଦେଶାନ୍ତର

    ଯବାନଙ୍କ ଗୁଳିରେ ମାଓବାଦୀ ସୁଧାକର ନିହତ

    15228
    Jun 05, 2025
  •  ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ
    ଦେଶ-ଦେଶାନ୍ତର

    ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ

    15686
    Jun 05, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କରି ତ୍ରିରଙ୍ଗା ଉଡାଇଲେ ମୋଦୀ

    13383
    Jun 06, 2025
  • ଦେଶ-ଦେଶାନ୍ତର

    ଅଗଷ୍ଟ ୩ରେ ହେବ ନିଟ୍‌ ପିଜି ପରୀକ୍ଷା

    13307
    Jun 06, 2025
  • ଦେଶ-ଦେଶାନ୍ତର

    ନାସା ଜାରି କଲା ସୂର୍ଯ୍ୟଙ୍କ ଫଟୋ, ସାମ୍ନାକୁ ଆସିଲା ଅଜବ ଦୃଶ୍ୟ

    14574
    Jun 06, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16646
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16943
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15474
    Apr 03, 2021

ବିଶେଷ

  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    14995
    Jun 06, 2025
  • ହରମୋନସ୍ତର ନିୟନ୍ତ୍ରଣ କରେ ଜୁଆଣି ପାଣି

    14553
    Jun 06, 2025
  • ଅଧା କପ୍‌ ବିଟ୍‌ ରସର କରାମତି

    13987
    Jun 04, 2025
  • ଖରାଦିନେ ତ୍ୱଚାରେ ଚମକ ଆଣିବା ପାଇଁ ଜାଣନ୍ତୁ ଉପାୟ....

    13821
    Jun 04, 2025
  • କୋଲେଷ୍ଟରଲ କମାଏ ଅଁଳାରସ

    13784
    Jun 03, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15691
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16310
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14018
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14813
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ

    15686
    Jun 05, 2025
  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    14995
    Jun 06, 2025
  • ଭାରତରେ ନିର୍ମାଣ ହେବ ରାଫେଲ

    14155
    Jun 05, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In