Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, June 09, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ହନିମୁନ୍‍ ଦମ୍ପତି ନିଖୋଜ ଘଟଣା: ରାଜାଙ୍କ ...

ରାଜ୍ୟ
Home ›› ରାଜ୍ୟ ››ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଅଟକି ରହିଛି ମାଲବାହୀ ଟ୍ରକ, ନଷ୍ଟ ହେଉଛି ଟମାଟୋ, ଆଳୁ, ପିଆଜ

ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଅଟକି ରହିଛି ମାଲବାହୀ ଟ୍ରକ, ନଷ୍ଟ ହେଉଛି ଟମାଟୋ, ଆଳୁ, ପିଆଜ

2023-03-17 07:01:42
15352
Share:
Facebook
Twitter
E-Mail
WhatsApp
Telegram
ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଅଟକି ରହିଛି ମାଲବାହୀ ଟ୍ରକ,  ନଷ୍ଟ ହେଉଛି ଟମାଟୋ, ଆଳୁ, ପିଆଜ

ଭୁବନେଶ୍ୱର:୧୦ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ଦିଆଯାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି । ଆନ୍ଦୋଳନରେ କୋରାପୁଟ ଜିଲ୍ଲାର ଡ୍ରାଇଭର ସାମିଲ ହୋଇଥିବାରୁ ମାଲ ପରିବହନ ପ୍ରଭାବିତ ହୋଇଛି । ଡ୍ରାଇଭର ସଂଘ ଆନ୍ଦୋଳନ ପାଇଁ ଆନ୍ଧ୍ର ସୀମାରେ ଅଟକିଛି ଆଳୁ, ପିଆଜ ଟ୍ରକ । କୋଟପାଡ଼ ସୀମାରେ ଟମାଟୋ ସହ ଅତ୍ୟାବଶ୍ୟକ ସାମଗ୍ରୀ ଲୋଡ୍ ହୋଇଥିବା ମାଲବାହୀ ଟ୍ରକ ଅଟକି ରହିଛି । ଦିନେ କି ଦୁଇ ଦିନ ଭିତରେ ଏସବୁ ସାମଗ୍ରୀ ବଜାର କିମ୍ବା ଶୀତଳଭଣ୍ଡାରରେ ନ ପହଞ୍ଚିଲେ ନଷ୍ଟ ହେବା ନିଶ୍ଚିତ । ଯାହାର ପ୍ରଭାବ ପାଇକାରୀ ବଜାର ଉପରେ ପଡ଼ିବ । 

ବାହାର ରାଜ୍ୟରୁ ଓଡ଼ିଶାକୁ ସାମଗ୍ରୀ ପରିବହନ କରୁଥିବା ଗାଡିଗୁଡ଼ିକୁ ମହାସଂଘ ପକ୍ଷରୁ ଅଟକ ରଖାଯାଇଛି । ଫଳରେ ୩ ଟି ଟ୍ରକରେ ଛତିଶଗଡ଼ରୁ ଜୟପୁର ଆସୁଥିବା ୬୦ ଟନ ଟମାଟୋ ଛତିଶଗଡ଼ ସୀମାନ୍ତ କୁନ୍ଦେଇରେ ପଡ଼ି ରହିଛି । ତେବେ ପରିବା ସବୁ ଖୋଲା ଆକାଶ ତଳେ ଥିବାରୁ ଖରା ବର୍ଷା ମାଡ଼ ଖାଇ ପଚିବା ଆରମ୍ଭ କଲାଣି । ଟମାଟୋ ସହ ୩ଟି ଆଳୁ ବୋଝେଇ ଟ୍ରକ, ୩ଟି ପିଆଜ ବୋଝେଇ ଟ୍ରକ, ଗୋଟିଏ ରସୁଣ ବୋଝେଇ ଟ୍ରକ ଅଟକି ରହିଛି । ଏପରି ୧୦ଟି ଟ୍ରକ ଛତିଶଗଡ଼ -ନବରଙ୍ଗପୁର ସୀମାରେ ବୁଧବାର ଭୋର ସମୟରୁ ଅଟକି ରହିଛି ।

Powered by Froala Editor

Tags Driver strike

Related articles Odisha News Lens 4.1

  • ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଗମ୍ଭୀର ପରିଣାମ ଭୋଗିବେ ବୋଲି କାହିଁକି ...
    ଦେଶ-ଦେଶାନ୍ତର

    ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଗମ୍ଭୀର ପରିଣାମ ଭୋଗିବେ ବୋଲି କାହିଁକି ...

    15089
    Jun 08, 2025
  • ଆଖି ପାଇଁ ସପୁରୀ ରସ
    ବିଶେଷ

    ଆଖି ପାଇଁ ସପୁରୀ ରସ

    15791
    Jun 08, 2025
  • କଣ୍ଟେନର ଜାହାଜରେ ବିସ୍ଫୋରଣ, ୪ ନିଖୋଜ
    ଦେଶ-ଦେଶାନ୍ତର

    କଣ୍ଟେନର ଜାହାଜରେ ବିସ୍ଫୋରଣ, ୪ ନିଖୋଜ

    14585
    Jun 09, 2025
  • ମଣିପୁରର ଏହି ୫ ଜିଲାରେ ଇଣ୍ଟରନେଟ ସେବା ବନ୍ଦ
    ଦେଶ-ଦେଶାନ୍ତର

    ମଣିପୁରର ଏହି ୫ ଜିଲାରେ ଇଣ୍ଟରନେଟ ସେବା ବନ୍ଦ

    15170
    Jun 08, 2025
  • ଲକ୍ଷ୍ନୌରେ ହେଲା ରିଙ୍କୁ-ପ୍ରିୟାଙ୍କ ନିର୍ବନ୍ଧ
    ଦେଶ-ଦେଶାନ୍ତର

    ଲକ୍ଷ୍ନୌରେ ହେଲା ରିଙ୍କୁ-ପ୍ରିୟାଙ୍କ ନିର୍ବନ୍ଧ

    13958
    Jun 08, 2025
  • ଆଇଇଡି ବିସ୍ଫୋରଣରେ ଏଏସପି ଶହୀଦ
    ଦେଶ-ଦେଶାନ୍ତର

    ଆଇଇଡି ବିସ୍ଫୋରଣରେ ଏଏସପି ଶହୀଦ

    14613
    Jun 09, 2025
  • ହନିମୁନ୍‍ ଦମ୍ପତି ନିଖୋଜ ଘଟଣା: ରାଜାଙ୍କ ପତ୍ନୀ ସୋନମ୍‍ ରଘୁବଂଶୀ ହତ୍ୟାକାଣ୍ଡର ...
    ଦେଶ-ଦେଶାନ୍ତର

    ହନିମୁନ୍‍ ଦମ୍ପତି ନିଖୋଜ ଘଟଣା: ରାଜାଙ୍କ ପତ୍ନୀ ସୋନମ୍‍ ରଘୁବଂଶୀ ହତ୍ୟାକାଣ୍ଡର ...

    14855
    Jun 09, 2025
  • ଡରାଇଲାଣି କରୋନା: ଦେଶରେ ୨୪ ଘଣ୍ଟାରେ ୩୭୮ ନୂଆ ସଂକ୍ରମିତ ଚିହ୍ନଟ, ୬ ମୃତ
    ଦେଶ-ଦେଶାନ୍ତର

    ଡରାଇଲାଣି କରୋନା: ଦେଶରେ ୨୪ ଘଣ୍ଟାରେ ୩୭୮ ନୂଆ ସଂକ୍ରମିତ ଚିହ୍ନଟ, ୬ ମୃତ

    14623
    Jun 08, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...
    ବିଶେଷ

    ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    14868
    Jun 08, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଇଇଡି ବିସ୍ଫୋରଣରେ ଏଏସପି ଶହୀଦ

    14613
    Jun 09, 2025
  • ଦେଶ-ଦେଶାନ୍ତର

    କଣ୍ଟେନର ଜାହାଜରେ ବିସ୍ଫୋରଣ, ୪ ନିଖୋଜ

    14585
    Jun 09, 2025
  • ଦେଶ-ଦେଶାନ୍ତର

    ଲକ୍ଷ୍ନୌରେ ହେଲା ରିଙ୍କୁ-ପ୍ରିୟାଙ୍କ ନିର୍ବନ୍ଧ

    13958
    Jun 08, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16651
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16950
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15480
    Apr 03, 2021

ବିଶେଷ

  • ଆଖି ପାଇଁ ସପୁରୀ ରସ

    15791
    Jun 08, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    14868
    Jun 08, 2025
  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    15068
    Jun 07, 2025
  • ଘାସରେ ଚାଲିଲେ ମିଳେ ଅନେକ ଫାଇଦା

    15730
    Jun 07, 2025
  • ପ୍ରତିଦିନ ସକାଳେ ଅଧାଗ୍ଲାସ ଥଣ୍ଡା କ୍ଷୀର.....

    15542
    Jun 06, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15695
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16317
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14025
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14817
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କଣ୍ଟେନର ଜାହାଜରେ ବିସ୍ଫୋରଣ, ୪ ନିଖୋଜ

    14585
    Jun 09, 2025
  • ହନିମୁନ୍‍ ଦମ୍ପତି ନିଖୋଜ ଘଟଣା: ରାଜାଙ୍କ ପତ୍ନୀ ସୋନମ୍‍ ରଘୁବଂଶୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

    14855
    Jun 09, 2025
  • ବିରୋଧୀଙ୍କୁ ଆର୍ଥିକ ସହାୟତା ଯୋଗାଇଲେ ମସ୍କ ଗମ୍ଭୀର ପରିଣାମ ଭୋଗିବେ ବୋଲି କାହିଁକି କହିଲେ ଟ୍ରମ୍ପ ଜାଣନ୍ତୁ....

    15089
    Jun 08, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In