Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, May 27, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଅମୃତସରରେ ବଡ଼ ଧରଣର ବିସ୍ଫୋରଣ, ବୋମା ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ଶାହରୁଖ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହ, ୧୦୦ ଟଙ୍କାରେ ମିଳିବ ‘ପଠାନ’ ଟିକେଟ

ଶାହରୁଖ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହ, ୧୦୦ ଟଙ୍କାରେ ମିଳିବ ‘ପଠାନ’ ଟିକେଟ

2023-02-16 17:44:32
15315
Share:
Facebook
Twitter
E-Mail
WhatsApp
Telegram
ଶାହରୁଖ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହ, ୧୦୦ ଟଙ୍କାରେ ମିଳିବ ‘ପଠାନ’ ଟିକେଟ

ପଠାନ ଫିଲ୍ମକୁ ବିରୋଧ କରାଯିବା ପରେ ବୟକଟ୍ ପାଇଁ ଦାବି ଉଠିଥିଲା । ହେଲେ ପଠାନ ରିଲିଜ ହେବା ପରେ ମାଇଲଷ୍ଟୋନ ଠିଆ କରିଛି । 'ପଠାନ' ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ୯୬୪ କୋଟି ଟଙ୍କା ସଂଗ୍ରହ କରିଛି ଏବଂ ୧୦୦୦ କୋଟି କ୍ଲବରେ ସାମିଲ ହେବାକୁ ଆଉ ଅଳ୍ପ ଦୂର ରହିଛି। ଏଥିସହିତ ଭାରତୀୟ ବକ୍ସ ଅଫିସରେ 'ପଠାନ' ୫୦୦ କୋଟି ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ବିଦେଶରେ ମଧ୍ୟ ଏହାର କ୍ରେଜ୍‌ ରହିଛି। 

ଦର୍ଶକଙ୍କ ଭଲପାଇବା ଦେଖି ନିର୍ମାତା ଏକ ନିଷ୍ପତ୍ତି ନେଇଛନ୍ତି। ନିର୍ମାତା ଫେବୃୟାରୀ ୧୭ରେ 'ପଠାନ'ର ଟିକେଟ୍‌କୁ ଶସ୍ତା କରିଦେଇଛନ୍ତି। ବାଣିଜ୍ୟ ବିଶ୍ଳେଷକ ତାରନ ଆଦର୍ଶ ଟୁଇଟ୍‌ରେ ଲେଖିଛନ୍ତି, 'ପଠାନ' ୫୦୦ କୋଟି ଅତିକ୍ରମ କରିବା ପରେ ଓ୍ବାଇଆର୍‌ଏଫ୍‌ ପଠାନ ଦିବସ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ପିଭିଆର୍‌, ଆଇନକ୍ସ, ସିନେପଲିସ୍‌ରେ ଟିକେଟ୍‌ ମୂଲ୍ୟ ୧୦୦ ଟଙ୍କା ରହିବ। ଏହାପରେ ଶାହରୁଖ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି । ଟିକେଟ ମୂଲ୍ୟ କମ୍ ହେବା ପରେ ଦର୍ଶକଙ୍କ ଭିଡ ଆହୁରି ଜମିବ ବୋଲି କୁହାଯାଉଛି । 

Powered by Froala Editor

Tags pathan

Related articles Odisha News Lens 4.1

  • ଅମୃତସରରେ ବଡ଼ ଧରଣର ବିସ୍ଫୋରଣ, ବୋମା ଖଞ୍ଜୁଥିଲା ବେଳେ ଛିଣ୍ଡିଗଲା ହାତ
    ଦେଶ-ଦେଶାନ୍ତର

    ଅମୃତସରରେ ବଡ଼ ଧରଣର ବିସ୍ଫୋରଣ, ବୋମା ଖଞ୍ଜୁଥିଲା ବେଳେ ଛିଣ୍ଡିଗଲା ହାତ

    13940
    May 27, 2025
  • ପାକିସ୍ତାନ ଉପରେ ବର୍ଷିଲେ ମୋଦୀ, କହିଲେ ଏହା.....
    ଦେଶ-ଦେଶାନ୍ତର

    ପାକିସ୍ତାନ ଉପରେ ବର୍ଷିଲେ ମୋଦୀ, କହିଲେ ଏହା.....

    14594
    May 27, 2025
  • ଜୁଲାଇ ୧ରୁ ତେଲ ପାଇବେନି ଏହି ଗାଡି
    ଦେଶ-ଦେଶାନ୍ତର

    ଜୁଲାଇ ୧ରୁ ତେଲ ପାଇବେନି ଏହି ଗାଡି

    14414
    May 26, 2025
  • ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା, କହିଲେ ପୂରା ପରିବାର ଡ୍ରାମା କରୁଛନ୍ତି
    ଦେଶ-ଦେଶାନ୍ତର

    ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା, କହିଲେ ପୂରା ପରିବାର ଡ୍ରାମା କରୁଛନ୍ତି

    13668
    May 26, 2025
  • ୫ମ ପିଢ଼ିର ଯୁଦ୍ଧ ବିମାନ ତିଆରି ପାଇଁ ଭାରତକୁ ମିଳିଲା ମଞ୍ଜୁରୀ
    ଦେଶ-ଦେଶାନ୍ତର

    ୫ମ ପିଢ଼ିର ଯୁଦ୍ଧ ବିମାନ ତିଆରି ପାଇଁ ଭାରତକୁ ମିଳିଲା ମଞ୍ଜୁରୀ

    14783
    May 27, 2025
  • ‘ହେରା ଫେରି ୩’ ଛାଡ଼ିଲେ ପରେଶ,୨୫ କୋଟିର ମାମଲା ଦାୟର କଲେ ଅକ୍ଷୟ
    ମନୋରଞ୍ଜନ

    ‘ହେରା ଫେରି ୩’ ଛାଡ଼ିଲେ ପରେଶ,୨୫ କୋଟିର ମାମଲା ଦାୟର କଲେ ଅକ୍ଷୟ

    13958
    May 26, 2025
  • ଡିନୋ ମାରିଆଙ୍କୁ ସମନ ଜାରି କଲା ଇଓଡବ୍ଲ୍ୟୁ
    ମନୋରଞ୍ଜନ

    ଡିନୋ ମାରିଆଙ୍କୁ ସମନ ଜାରି କଲା ଇଓଡବ୍ଲ୍ୟୁ

    15471
    May 26, 2025
  • ଶାନ୍ତିରେ ରୁହ... ନଚେତ୍ ଗୁଳି ଖାଇବ...
    ଦେଶ-ଦେଶାନ୍ତର

    ଶାନ୍ତିରେ ରୁହ... ନଚେତ୍ ଗୁଳି ଖାଇବ...

    14445
    May 26, 2025
  • ଜ୍ୟୋତିଙ୍କୁ ସୁରକ୍ଷା ଦେଉଥିଲେ ଏକେ-47 ବନ୍ଧୁକଧାରୀ
    ଦେଶ-ଦେଶାନ୍ତର

    ଜ୍ୟୋତିଙ୍କୁ ସୁରକ୍ଷା ଦେଉଥିଲେ ଏକେ-47 ବନ୍ଧୁକଧାରୀ

    13464
    May 26, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା, କହିଲେ ପୂରା ପରିବାର ଡ୍ରାମା କରୁଛନ୍ତି

    13668
    May 26, 2025
  • ଦେଶ-ଦେଶାନ୍ତର

    ଜୁଲାଇ ୧ରୁ ତେଲ ପାଇବେନି ଏହି ଗାଡି

    14414
    May 26, 2025
  • ଦେଶ-ଦେଶାନ୍ତର

    ଆତଙ୍କବାଦ ଦମନ ନେଇ ସର୍ଦ୍ଦାର ପଟେଲଙ୍କୁ ମନେ ପକାଇଲେ ମୋଦୀ

    14470
    May 27, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16623
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16914
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15455
    Apr 03, 2021

ବିଶେଷ

  • ଏହି ଖାଦ୍ୟ ଗରମ କରି ଖାଇଲେ ସୃଷ୍ଟି ହୋଇଥାଏ ମାରାତ୍ମକ rogo

    13988
    May 26, 2025
  • ପିଲାଙ୍କ ସୋସିଆଲ ସ୍କିଲ୍‌ ବଢାଇବେ କେମିତି ଜାଣନ୍ତୁ ...

    14660
    May 26, 2025
  • ସର୍ବଦା ବଜାରରୁ କିଣି ଆଣି ଘରେ ଲଗାନ୍ତୁ ମନିପ୍ଲାଣ୍ଟ

    14657
    May 25, 2025
  • ହୃଦଘାତ ପୂର୍ବରୁ ମିଳିଥାଏ ଏହି ସଂକେତ

    14442
    May 25, 2025
  • ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ କଲରା

    14405
    May 23, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16282
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13998
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14794
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15320
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାକିସ୍ତାନ ଉପରେ ବର୍ଷିଲେ ମୋଦୀ, କହିଲେ ଏହା.....

    14594
    May 27, 2025
  • ଅମୃତସରରେ ବଡ଼ ଧରଣର ବିସ୍ଫୋରଣ, ବୋମା ଖଞ୍ଜୁଥିଲା ବେଳେ ଛିଣ୍ଡିଗଲା ହାତ

    13940
    May 27, 2025
  • ‘ହେରା ଫେରି ୩’ ଛାଡ଼ିଲେ ପରେଶ,୨୫ କୋଟିର ମାମଲା ଦାୟର କଲେ ଅକ୍ଷୟ

    13958
    May 26, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In