Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Thursday, March 30, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ...

  • ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ...

  • କୁନି ହାତରେ ଶକ୍ତିଶାଳୀ ଭାର

  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ...

  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ ...

  • ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

  • ୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା

  • ପୋଷା କୁକୁର ପାଇଁ ନଦୀକୁ ଡେଇଁଲା ସ୍ତ୍ରୀ, ...

  • ପପାୟା ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

  • ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ›› ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ସୁରକ୍ଷା ବ୍ୟବସ୍ଥା କଡାକଡି

ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ସୁରକ୍ଷା ବ୍ୟବସ୍ଥା କଡାକଡି

2023-02-07 16:37:53
14167
Share:
Facebook
Twitter
E-Mail
WhatsApp
Telegram
 ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ସୁରକ୍ଷା ବ୍ୟବସ୍ଥା କଡାକଡି

ମୁମ୍ବାଇ : ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆକ୍ରମଣ ହେବାର ଆଶଙ୍କା ପରେ ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇ ଯାଇଛନ୍ତି। ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସୂଚନାନୁଯାୟୀ, ସୋମବାର ଦିନ ଇରଫାନ ଅହମ୍ମଦ ନାମକ ଜଣେ ବ୍ୟକ୍ତି ଫୋନ୍ କରି ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ଧମକ ଦେବା ସହ ଅଭିଯୁକ୍ତ ନିଜକୁ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ପରିଚୟ ଦେଇଥିଲା। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବଇ ଗସ୍ତ କରିବା ସହ ସେଠାରେ କିଛି କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ରହିଛି। ମୁମ୍ବଇ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତୀୟ ନୌସେନାର ମୁମ୍ବଇର କୋଲାବା ସ୍ଥିତ ବେସ୍‌‌ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ୧୦ ଫେବ୍ରୁଆରୀ ପର୍ଯ୍ୟନ୍ତ ଏଠାରେ ଡ୍ରୋନ କିମ୍ବା ଅନ୍ୟ କୌଣସି ଉଡ଼ାଣ କାର୍ୟ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟାରେ ମହାରାଷ୍ଟ୍ରର ନାଗପୁରର ଦୁଇଟି ଡାକ୍ତରଖାନାକୁ ବୋମା ବିସ୍ଫୋରଣ ନେଇ ଧମକ ଦିଆଯାଇଥିଲା। ଏ ସମ୍ପର୍କରେ ନାଗପୁର ପୁଲିସ ଷ୍ଟେସନ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ ଆସିଥିଲା। ଅଭିଯୁକ୍ତକୁ ଏପର୍ୟ୍ୟନ୍ତ ଚିହ୍ନଟ କରାଯାଇ ନାହିଁ, ପୁଲିସ ଏହାର ତଦନ୍ତ କରୁଛି।

Powered by Froala Editor

Tags Bombay airport

Related articles Odisha News Lens 3.2

  • ପୋଷା କୁକୁର ପାଇଁ ନଦୀକୁ ଡେଇଁଲା ସ୍ତ୍ରୀ, ସ୍ତ୍ରୀକୁ ବଞ୍ଚାଇବାକୁ ଡେଇଁଲେ ସ୍ୱାମୀ ଓ ...
    ଦେଶ-ଦେଶାନ୍ତର

    ପୋଷା କୁକୁର ପାଇଁ ନଦୀକୁ ଡେଇଁଲା ସ୍ତ୍ରୀ, ସ୍ତ୍ରୀକୁ ବଞ୍ଚାଇବାକୁ ଡେଇଁଲେ ସ୍ୱାମୀ ଓ ...

    13916
    Mar 29, 2023
  • ପପାୟା ଟ୍ରିରେ ଭୟାବହ ଅଗ୍ନିକାଣ୍ଡ
    ଦେଶ-ଦେଶାନ୍ତର

    ପପାୟା ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

    13369
    Mar 29, 2023
  • ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ଅମୃତପାଲ
    ଦେଶ-ଦେଶାନ୍ତର

    ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ଅମୃତପାଲ

    14438
    Mar 29, 2023
  • ୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା
    ଅପରାଧ

    ୫୦ ଲକ୍ଷ ପାଇଁ ୧୫ ବର୍ଷର ନାବାଳକକୁ ହତ୍ୟା

    13690
    Mar 29, 2023
  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି
    ବିଶେଷ

    ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13693
    Mar 30, 2023
  • ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୧୬ ଚିହ୍ନଟ
    ଦେଶ-ଦେଶାନ୍ତର

    ଆଜି ଦେଶରେ ଦୈନିକ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୧୬ ଚିହ୍ନଟ

    14346
    Mar 30, 2023
  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ
    ବିଶେଷ

    ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    14889
    Mar 30, 2023
  •  ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି
    ବିଶେଷ

    ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

    14120
    Mar 30, 2023
  • କୁନି ହାତରେ ଶକ୍ତିଶାଳୀ ଭାର
    ବିଶେଷ

    କୁନି ହାତରେ ଶକ୍ତିଶାଳୀ ଭାର

    15012
    Mar 30, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    14889
    Mar 30, 2023
  • ବିଶେଷ

    କୁନି ହାତରେ ଶକ୍ତିଶାଳୀ ଭାର

    15012
    Mar 30, 2023
  • ବିଶେଷ

    ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13693
    Mar 30, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • କୁନି ହାତରେ ଶକ୍ତିଶାଳୀ ଭାର

    15012
    Mar 30, 2023
  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13693
    Mar 30, 2023
  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    14889
    Mar 30, 2023
  • ଖରାଦିନେ ହଜମ ଶକ୍ତି ବୃଦ୍ଧି କରାଏ ଦହି

    14120
    Mar 30, 2023
  • ଆକ୍ୱାରିୟମ୍‌ରେ ଏହି ମାଛ ରଖନ୍ତୁ, ବଢ଼ିବ ଧନ ସମ୍ପତ୍ତି

    14235
    Mar 29, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19516
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19799
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19924
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    21514
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପପାୟା ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

    13369
    Mar 29, 2023
  • ପୋଷା କୁକୁର ପାଇଁ ନଦୀକୁ ଡେଇଁଲା ସ୍ତ୍ରୀ, ସ୍ତ୍ରୀକୁ ବଞ୍ଚାଇବାକୁ ଡେଇଁଲେ ସ୍ୱାମୀ ଓ ପୁଅ

    13916
    Mar 29, 2023
  • ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ଅମୃତପାଲ

    14438
    Mar 29, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In