Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, October 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ ...

  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ...

  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ...

  • ରାଷ୍ଟ୍ରପତି ଭବନ ଉପରେ ହୁତି ...

  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ...

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, ...

  • ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ...

  • ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ...

  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ...

ବାଣିଜ୍ୟ
Home ›› ବାଣିଜ୍ୟ ››ସୁସ୍ଥ ଜୀବନଶୈଳୀ ଉପରେ ଆମୱେ ଇଣ୍ଡିଆର ଗୁରୁତ୍ୱ; ଆରମ୍ଭ କରୁଛି ‘ସ୍ୱାସ୍ଥ୍ୟ ଓ ଶରୀର ରକ୍ଷା’ ସଚେତନତା ଅଭିଯାନ

ସୁସ୍ଥ ଜୀବନଶୈଳୀ ଉପରେ ଆମୱେ ଇଣ୍ଡିଆର ଗୁରୁତ୍ୱ; ଆରମ୍ଭ କରୁଛି ‘ସ୍ୱାସ୍ଥ୍ୟ ଓ ଶରୀର ରକ୍ଷା’ ସଚେତନତା ଅଭିଯାନ

2021-05-21 10:25:24
16215
Share:
Facebook
Twitter
E-Mail
WhatsApp
Telegram
ସୁସ୍ଥ ଜୀବନଶୈଳୀ ଉପରେ ଆମୱେ ଇଣ୍ଡିଆର ଗୁରୁତ୍ୱ; ଆରମ୍ଭ କରୁଛି ‘ସ୍ୱାସ୍ଥ୍ୟ ଓ ଶରୀର ରକ୍ଷା’ ସଚେତନତା ଅଭିଯାନ

ଭୁବନେଶ୍ୱର : ପୁଷ୍ଟିସାଧନ ଜରିଆରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଉପରେ ସ୍ପଷ୍ଟ ଭାବରେ ଗୁରୁତ୍ୱ ଦେଇ ସୁସ୍ଥ ଜୀବନ ଯାପନକୁ ନିରନ୍ତର ଭାବେ ପ୍ରୋତ୍ସାହିତ କରୁଥିବା ଭାରତର ଅନ୍ୟତମ ଅଗ୍ରଣୀ ଏଫଏମସିଜି ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମୱେ ଇଣ୍ଡିଆ, ‘ସ୍ୱାସ୍ଥ୍ୟ ଓ ଶରୀର ରକ୍ଷା’କୁ ଉତ୍ସାହିତ କରିବା ସକାଶେ  ଏକ ସଚେତନତା ଅଭିଯାନ ଶୁଭାରମ୍ଭ କରିଛି । ଭାରତରେ ଆମୱେର ୨୩ତମ ବର୍ଷ ପୂର୍ତ୍ତି ଅବସରରେ ଆରମ୍ଭ କରାଯାଇଥିବା ଏହି ଅଭିଯାନ ଏକ ସୁସ୍ଥ ଜୀବନଯାପନ ଗଢିତୋଳିବା କ୍ଷେତ୍ରରେ ସଠିକ ପୁଷ୍ଟିସାଧନ କିଭଳି ସହାୟକ ହୋଇପାରିବ, ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ରଖିଛି । ଏହି ଅଭିଯାନ କାଳରେ ବହୁ ଚିକିତ୍ସକ ଏବଂ ପୁଷ୍ଟିସାଧନ ବିଶାରଦଙ୍କ ସହିତ ଏକାଧିକ ପର୍ଯ୍ୟାୟ ଭର୍ଚୁଆଲ ଅଧିବେଶନ ଆୟୋଜନ କରାଯାଉଛି । ସମଗ୍ର ଭାରତରେ ଏହା ୧୦୦୦ରୁ ଅଧିକ ଅଧିବେଶନ ଆୟୋଜନ କରିବା ସହିତ ଆମୱେର ୫.୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ବିକ୍ରେତା / ଖୁଚୁରା ବିକ୍ରେତା ଏବଂ ସେମାନଙ୍କ ଗ୍ରାହକଙ୍କ ନିକଟରେ ପହଞ୍ଚିପାରିଛି । 

ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ସମ୍ପର୍କରେ ପ୍ରକାଶ କରି ଆମୱେ ଇଣ୍ଡିଆର ସିଇଓ ଅଂଶୁ ବୁଧରାଜା କହିଛନ୍ତି, “ସଂପ୍ରତି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଅନ୍ୟ ପ୍ରତ୍ୟେକ ବିଷୟଠାରୁ ସର୍ବାଧିକ ପ୍ରାଧାନ୍ୟ ଲାଭ କରୁଛି ଏବଂ ସେହି ସମୟରେ ଜଣକର ସାମଗ୍ରିକ ସ୍ୱାସ୍ଥ୍ୟକୁ ସହାୟତା କରିବାକୁ ପୁଷ୍ଟିସାଧନ ପରିପୂରକ ଆହରଣ କରିବା ନେଇ ସଚେତନତା ବୃଦ୍ଧି ମଧ୍ୟ ବର୍ତ୍ତମାନ ସମୟ ମୁତାବକ ହୋଇଛି । ସଂପ୍ରତି କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଜଣେ ୨୦୨୦ରେ ନିଜର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ସହାୟକ ହେବାକୁ ଯେତିକି ପୁଷ୍ଟିସାଧନ ପରିପୂରକ ଗ୍ରହଣ କରୁଥିଲେ, ସଂପ୍ରତି ସେମାନଙ୍କ ମଧ୍ୟରୁ ୫୦% ନିଜର ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିରେ ସହାୟକ ହେବାକୁ ପୁଷ୍ଟିସାଧନ ପରିପୂରକ ଗ୍ରହଣ କରୁଛନ୍ତି । ଆଗକୁ ଦୀର୍ଘକାଳ ପାଇଁ ଏହି ଧାରା ଅବ୍ୟାହତ ରହିବ । ଭିଟାମିନ ଏବଂ ଖାଦ୍ୟଗତ ପରିପୂରକ ବଜାରରେ ଆମୱେର ଅପ୍ରତିଦ୍ୱନ୍ଦ୍ୱୀ ସ୍ଥିତି ରହିଥିବାରୁ ଆମେ ଉପଭୋକ୍ତାଙ୍କର ପରିବର୍ତ୍ତିତ ଚାହିଦା ପୂରଣ କରିବା ଦିଗରେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଚଳିତ ବର୍ଷ ଆମମାନଙ୍କ ପାଇଁ ପୁଷ୍ଟିସାଧନ ସହିତ ନିଜର ଯତ୍ନ, ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଏବଂ ଶରୀର ରକ୍ଷା ଅଗ୍ରାଧିକାର ବିଷୟ ହୋଇ ରହିବ ଏବଂ ଏହା ଆଧାରରେ ଆମେ ଭାରତରେ ଆମର ୨୩ତମ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କୁ ଉତ୍ତମ ଏବଂ ସୁସ୍ଥ ଜୀବନ ବଞ୍ଚିବା ଦିଗରେ ସହାୟତା କରିବାକୁ ‘ସ୍ୱାସ୍ଥ୍ୟ ଓ ଶରୀରରକ୍ଷା’ ସଚେତନତା ଅଭିଯାନ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛୁ । ଏଥିସହିତ ଉପଭୋକ୍ତାଙ୍କର ପରିବର୍ତ୍ତିତ ଚାହିଦା ଏବଂ ଜୀବନଶୈଳୀ ମୁତାବକ ସେମାନଙ୍କୁ ସଂପୂର୍ଣ୍ଣ ନୂତନ, ବିଶ୍ୱ ଶ୍ରେଣୀର ମାନଗତ ଉତ୍ପାଦ ଯୋଗାଇଦେଇ ଉପଭୋକ୍ତାଙ୍କ ପାଇଁ ଆମର ବ୍ରାଣ୍ଡ୍‍ ପ୍ରତିଶ୍ରୁତି ବାସ୍ତବରେ ଅନୁପାଳନ ଜାରି ରଖିବା ଦିଗରେ କାର୍ଯ୍ୟ କରୁଛୁ । ପୁଷ୍ଟିସାଧନ ଏବଂ ଯଥାସମ୍ଭବ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଶରୀର ରକ୍ଷା ଅଭ୍ୟାସରେ ବିକାଶ ଉପରେ ସଚେତନତା ପରିବ୍ୟାପ୍ତ କରିବାକୁ ଆମେ ବହୁବିଧ ଡିଜିଟାଲ ପ୍ରୟାସ କାର୍ଯ୍ୟକାରୀ କରୁଛୁ ।”

ଏହି ପ୍ରଚାର ଅଭିଯାନର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ଆମୱେ ଇଣ୍ଡିଆ, ପୂର୍ବ ଓ ପଶ୍ଚିମର ବରିଷ୍ଠ ଭାଇସ ପ୍ରେସିଡେଣ୍ଟ ଚନ୍ଦ୍ର ଭୂଷଣ ଚକ୍ରବର୍ତ୍ତୀ କହିଛନ୍ତି, “ସାଂପ୍ରତିକ ସ୍ୱାସ୍ଥ୍ୟଗତ ଦୃଶ୍ୟପଟ୍ଟ ପରିପ୍ରେକ୍ଷୀରେ ଯଥାସମ୍ଭବ ଉପାୟରେ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଜକୁ ସୁରକ୍ଷିତ ରଖିବା ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ପ୍ରତିଷେଧମୂଳକ ସ୍ୱାସ୍ଥ୍ୟଯତ୍ନ ଏବଂ ବ୍ୟକ୍ତିକେନ୍ଦ୍ରିକ ପୁଷ୍ଟିସାଧନଗତ ସମାଧାନ ଲୋଡିବା ବର୍ତ୍ତମାନର ଉପଭୋକ୍ତାଙ୍କ ମଧ୍ୟରେ ଆତ୍ମ ଯତ୍ନର ଏକ ପ୍ରମୁଖ ଅଂଶ ପାଲଟିଛି । ସଚେତନତା ସୃଷ୍ଟି, ସାଧାରଣରେ ସୃଷ୍ଟି ହେଉଥିବା ଭ୍ରାନ୍ତଧାରଣା ଦୂର କରିବା ଏବଂ ସଠିକ ଖାଦ୍ୟ ଆହରଣ ଉପରେ ଗୁରୁତ୍ୱ ଦେଇ ଏକ ସୁସ୍ଥ ଜୀବନ ଯାପନ ପନ୍ଥାକୁ ସରଳ କରିବା ଦିଗରେ ଆମ ସହିତ ହାତ ମିଳାଇଥିବା ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ ବିଶାରଦମାନଙ୍କ ନିକଟରେ ଆମେ କୃତଜ୍ଞ । ଏହି ସମସ୍ତ ପ୍ରୟାସ ଜରିଆରେ ଆମେ ଆମର ଆମୱେ ପ୍ରତ୍ୟକ୍ଷ ବିକ୍ରେତା / ଖୁଚୁରା ବିକ୍ରେତା ଏବଂ ସେମାନଙ୍କ ଗ୍ରାହକଙ୍କୁ ଏକ ସୁସ୍ଥ, ଫିଟ୍‍ ଏବଂ ଶରୀର ରକ୍ଷାକାରୀ ଜୀବନ ନିର୍ବାହ କରିବା ଦିଗରେ ଉତ୍ସାହିତ କରୁଛୁ ।”

ଅଭିଯାନ ଅଧୀନରେ ସାଂପ୍ରତିକ ସମୟର ଆବଶ୍ୟକତା ଅନୁଯାୟୀ ସମୁଚିତ ସୂଚନା ପ୍ରଦାନ କରିବାଏବଂ ଏକ ସମତୁଲ ଜୀବନ ଯାପନର ବର୍ଦ୍ଧିତ ଆବଶ୍ୟକତା ପୂରଣ ତଥା ପ୍ରତିଷେଧମୂଳକ ସ୍ୱାସ୍ଥ୍ୟଯତ୍ନ ଏବଂ ପୁଷ୍ଟିସାଧନ ପରିପୂରକ ଆହରଣର ଭୂମିକା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବାକୁ ଡାକ୍ତର ଏବଂ ପୁଷ୍ଟିସାଧନ ବିଶାରଦମାନେ ସାମିଲ ହେଉଛନ୍ତି । ଏହି ସ୍ୱାସ୍ଥ୍ୟ ବିଶାରଦମାନେ ଏକ ସୁସ୍ଥ ଏବଂ ଶରୀର ରକ୍ଷାକାରୀ ଜୀବନଶୈଳୀର ଗୁରୁତ୍ୱ ସମ୍ପର୍କରେ ସେମାନଙ୍କ ଅଭିଜ୍ଞତା ଓ ମତାମତ ସହଭାଗିତା କରିଛନ୍ତି । ପୂର୍ବାଞ୍ଚଳରେ ହାତକୁ ନିଆଯାଇଥିବା ଏହିଭଳି କେତେକ ପ୍ରୟାସଗୁଡିକ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ବିଶ୍ୱ ଆସ୍‍ଥମା ଦିବସ, ଦାନ୍ତ ସ୍ୱାସ୍ଥ୍ୟ ଉପରେ ଗରୁତ୍ୱ ଦେଇ ବିଶ୍ୱ ହସ ଦିବସ, ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଅଭିଯାନ, ମାତୃ ଦିବସ ପାଳନ ଏବଂ ବାସଗୃହ,ସ୍ୱାସ୍ଥ୍ୟ ଓ ଶରୀର ରକ୍ଷା ଅଭିଯାନ ଆଦି ଅନ୍ୟତମ । ଆମର ଅମୱେ ପ୍ରତ୍ୟକ୍ଷ ବିକ୍ରେତା/ ଖୁଚୁରା ବିକ୍ରେତା ଏବଂ ସେମାନଙ୍କର ଗ୍ରାହକମାନେ ଏହାର ସ୍ୱଳ୍ପ ଓ ଦୀର୍ଘ କାଳୀନ ଫାଇଦା ସହିତ ଏହାର ସ୍ୱାସ୍ଥ୍ୟଗତ ଏବଂ ଶରୀରରକ୍ଷା ଭିତ୍ତିକ ଜୀବନ ଯାପନ ସମ୍ପର୍କରେ ଅଧିକ ଜାଣିବାକୁ କାର୍ଯ୍ୟକ୍ରମଗୁଡିକରେ ସାମିଲ ହୋଇଥିଲେ । 



Powered by Froala Editor

Tags amway

Related articles Odisha News Lens 4.1

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ...
    ବାଣିଜ୍ୟ

    କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ...

    14286
    Oct 15, 2026
  •  ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ...
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ...

    15456
    Oct 15, 2026
  • ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼

    14803
    Oct 16, 2026
  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା
    ଅପରାଧ

    ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13729
    Oct 16, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....
    ବିଶେଷ

    କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14768
    Oct 16, 2026
  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ ...
    ଦେଶ-ଦେଶାନ୍ତର

    ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ ...

    13793
    Oct 16, 2026
  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି
    ଦେଶ-ଦେଶାନ୍ତର

    ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13806
    Oct 15, 2026
  •  ଇମ୍ରାନ ଖାନଙ୍କୁ  ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ

    14626
    Oct 15, 2026
  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା
    ଦେଶ-ଦେଶାନ୍ତର

    ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା

    13510
    Oct 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ...

    14286
    Oct 15, 2026
  • ଅପରାଧ

    ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13729
    Oct 16, 2026
  • ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ଅଧିକାର ଶେଷ ହୋଇଯାଏ

    15456
    Oct 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17185
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17879
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17829
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18250
    Sep 06, 2023

ବିଶେଷ

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14768
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14622
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14728
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15730
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14404
    Sep 27, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14286
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13980
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15102
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15809
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜ୍ଞାନେଶଙ୍କ ସୁରକ୍ଷା ପାଇଁ ରାଜଧାନୀ ଦିଲ୍ଲୀକୁ ଭାରତ-ପାକିସ୍ତାନ ସୀମାରେ ପରିଣତ କରିଦେଇଛନ୍ତି ସରକାର: ଅଭିଜିତ

    13793
    Oct 16, 2026
  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14286
    Oct 15, 2026
  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13729
    Oct 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In