Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Friday, January 27, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ମୋଦୀ ...

  • ଆଶ୍ଚର୍ଯ୍ୟଜନକ ଘଟଣା: ଶ୍ୱଶୁରଙ୍କ ପତ୍ନୀ ...

  • କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ...

  • ଭାରତକୁ ଆସିବ ଚିତା ବାଘ

  • ଆମେରିକା ସେନାର ଆକ୍ରମଣ; ୧୦ ଆତଙ୍କବାଦୀ ...

  • ପୁଣି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୧୧ ...

  • ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ

  • ଅଧିକ ମାତ୍ରାରେ ଜିରା ସେବନ ସ୍ୱାସ୍ଥ୍ୟ ...

  • ଦରଘାରେ ରାଖୀ ସାୱନ, ପଢ଼ନ୍ତୁ କ’ଣ ମନାସିଲେ

  • ବକ୍ସ ଅଫିସ୍‌ରେ ରାଜ କରୁଛି ‘ପଠାନ୍‌’, ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୬.୬ ପ୍ରତିଶତ ହାରରେ ପ୍ରଗତି କରୁଛି ଭାରତୀୟ ଅର୍ଥ ବ୍ୟବସ୍ଥା

୬.୬ ପ୍ରତିଶତ ହାରରେ ପ୍ରଗତି କରୁଛି ଭାରତୀୟ ଅର୍ଥ ବ୍ୟବସ୍ଥା

2023-01-15 11:28:57
13884
Share:
Facebook
Twitter
E-Mail
WhatsApp
Telegram
୬.୬ ପ୍ରତିଶତ ହାରରେ ପ୍ରଗତି କରୁଛି ଭାରତୀୟ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ : ଭାରତୀୟ ଅର୍ଥ ବ୍ୟବସ୍ଥାକୁ ନେଇ ବିଶ୍ୱବ୍ୟାଙ୍କ ପୁଣି ଥରେ ଆସ୍ଥା ପ୍ରକଟ କରିଛି। ବିଶ୍ୱବ୍ୟାଙ୍କ କହିଛି; ଗୋଟିଏ ପଟେ ବିଶ୍ବର ଅର୍ଥନୀତି ମାନ୍ଦାବସ୍ଥା ମୁହାଣରେ ଛିଡା ହୋଇଥିବା ବେଳେ ଭାରତୀୟ ଅର୍ଥ ବ୍ୟବସ୍ଥା ୬.୬ ପ୍ରତିଶତ ହାରରେ ପ୍ରଗତି କରୁଛି। ଯଦି ଆଉ ଗୋଟିଏ ଝଟକା ଲାଗିବ ବୈଶ୍ୱିକ ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥା ଖାଇକୁ ଖସି ପଡିବ। କାରଣ ବିଶ୍ୱର ସବୁ ଅର୍ଥବ୍ୟବସ୍ଥା ଏବେ ଦୁର୍ବଳ। ଆମେରିକା ହେଉ କି ୟୁରୋପ ଅଥବା ଚୀନ୍‌; ବିକାଶ ହାର ବଢାଇବା ଏବେ ସମସ୍ତଙ୍କ ଲାଗି ଚିନ୍ତାର କାରଣ ହୋଇ ପଡିଛି। ଦକ୍ଷିଣ ଏସିଆ ଉପରେ ମାନ୍ଦାବସ୍ଥାର ଏତେଟା ପ୍ରଭାବ ପଡି ନପାରେ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି; କାରଣ ଏହି କ୍ଷେତ୍ରରେ ଭାରତ ଭଳି ଅର୍ଥ ବ୍ୟବସ୍ଥା ରହିଛି । ଭାରତୀୟ ଅର୍ଥ ବ୍ୟବସ୍ଥା ଉପରେ ଆରମ୍ଭରୁ ବିଶ୍ୱ ବ୍ୟାଙ୍କର ଭରସା ରହିଛି। ଏଣୁ ଜାରି ଆର୍ଥିକ ବର୍ଷ ୨୦୨୨-୨୩ରେ ଭାରତର ବିକାଶ ହାର ୬.୪ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଉଛି। ସେହିପରି ଆଗାମୀ ଆର୍ଥିକ ବର୍ଷ ନିମନ୍ତେ ବିକାଶ ଅନୁମାନକୁ ମଧ୍ୟ ବିଶ୍ୱବ୍ୟାଙ୍କ ବଢାଇଛନ୍ତି। ଦକ୍ଷିଣ ଏସିଆର ମୋଟ ଉତ୍ପାଦନରେ ୭୫ ପ୍ରତିଶତ ଯୋଗଦାନ ଭାରତର ରହୁଛି।
ଏଣୁ ଜାରି ଆର୍ଥିକ ବର୍ଷର ପ୍ରଥମ ଷାଣ୍ମାସିକରେ ଭାରତର ବିକାଶ ହାର ୯.୭ ପ୍ରତିଶତ ରହିଛି। ଭାରତରେ ନିବେଶ ଓ ବ୍ୟବହାରର ଦୃଢ ଆଧାର ରହିଛି। ଏଣୁ ଆଗାମୀ ଆର୍ଥିକ ବର୍ଷରେ ମଧ୍ୟ ଭାରତ ବିଶ୍ୱର ବିକାଶଶୀଳ ଅର୍ଥ ବ୍ୟବସ୍ଥାଙ୍କ ମଧ୍ୟରେ ସବୁଠୁ ଦ୍ରୁତ ବିକାଶ ହାସଲ କରିବ । ତେବେ ଭାରତର ବିକାଶ ଯାତ୍ରାରେ ମୁଦ୍ରାସ୍ଫୀତି ଓ ନିଅଣ୍ଟିଆ ବାଣିଜ୍ୟ ବଡ଼ ପ୍ରତିବନ୍ଧକ। ପଟେ ମୁଦ୍ରାସ୍ଫୀତି ଉପଭୋକ୍ତା ବ୍ୟବହାର ଉପରେ ପ୍ରଭାବ ପକାଉଥିବାବେଳେ ବାଣିଜ୍ୟ ନିଅଣ୍ଟ ଦେଶର ରାଜସ୍ୱ ହ୍ରାସ କରୁଛି। ଗତ ନଭେମ୍ବର ମାସରେ ମୁଦ୍ରାସ୍ଫୀତି ୬ ପ୍ରତିଶତ ଆଖପାଖରେ ଥିଲା ା ମୁଦ୍ରାସ୍ଫୀତି ଯୋଗୁ ଆରବିଆଇଙ୍କୁ ରେପୋ ରେଟରେ ୨.୨୫ ପ୍ରତିଶତ ବୃଦ୍ଧି କରିବାକୁ ପଡିଛି। ଅନ୍ୟପଟେ ୨୦୧୯ରୁ ଏ ପର୍ୟ୍ୟନ୍ତ ଦେଶର ବାଣିଜ୍ୟିକ ନିଅଣ୍ଟ ୨ ଗୁଣାରୁ ଅଧିକ ହୋଇ ଗଲାଣି। ଏହି ରାଜସ୍ୱ ନିଅଣ୍ଟ ପେଟ୍ରୋଲିୟମ ଉତ୍ପାଦ ଓ ଖଣିଜ ଆମଦାନୀ ଲାଗି ବଢି ବଢି ଚାଲିଛି। ଏଥିରେ ପେଟ୍ରୋଲିୟମ ଉତ୍ପାଦ ଲାଗି ୭.୬ ବିଲିୟନ ଡଲାରର ବାଣିଜ୍ୟିକ ନିଅଣ୍ଟ ହୋଇଥିବା ବେଳେ ଖଣିଜ ଆମଦାନୀ ପାଇଁ ୪.୨ ବିଲିୟନ ଡଲାରର ନିଅଣ୍ଟିଆ ଦେଖାଯାଇଛି।

Powered by Froala Editor

Tags World bank

Related articles Odisha News Lens 3.2

  • ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ
    ବିଶେଷ

    ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ

    13479
    Jan 27, 2023
  • ଦରଘାରେ ରାଖୀ ସାୱନ, ପଢ଼ନ୍ତୁ କ’ଣ ମନାସିଲେ
    ମନୋରଞ୍ଜନ

    ଦରଘାରେ ରାଖୀ ସାୱନ, ପଢ଼ନ୍ତୁ କ’ଣ ମନାସିଲେ

    13490
    Jan 27, 2023
  • ପୁଣି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୧୧ ମୃତ
    ଦେଶ-ଦେଶାନ୍ତର

    ପୁଣି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୧୧ ମୃତ

    13788
    Jan 27, 2023
  •  ଆଶ୍ଚର୍ଯ୍ୟଜନକ ଘଟଣା: ଶ୍ୱଶୁରଙ୍କ ପତ୍ନୀ ହେଲେ ବୋହୂ
    ଦେଶ-ଦେଶାନ୍ତର

    ଆଶ୍ଚର୍ଯ୍ୟଜନକ ଘଟଣା: ଶ୍ୱଶୁରଙ୍କ ପତ୍ନୀ ହେଲେ ବୋହୂ

    14215
    Jan 27, 2023
  • ଆମେରିକା ସେନାର ଆକ୍ରମଣ; ୧୦ ଆତଙ୍କବାଦୀ ମୃତ
    ଦେଶ-ଦେଶାନ୍ତର

    ଆମେରିକା ସେନାର ଆକ୍ରମଣ; ୧୦ ଆତଙ୍କବାଦୀ ମୃତ

    14931
    Jan 27, 2023
  • ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ମୋଦୀ ଦେଲେ ଏହି ଟିପ୍ସ
    ଦେଶ-ଦେଶାନ୍ତର

    ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ମୋଦୀ ଦେଲେ ଏହି ଟିପ୍ସ

    15351
    Jan 27, 2023
  • ଅଧିକ ମାତ୍ରାରେ ଜିରା ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତି
    ବିଶେଷ

    ଅଧିକ ମାତ୍ରାରେ ଜିରା ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତି

    13760
    Jan 27, 2023
  • ଭାରତକୁ ଆସିବ ଚିତା ବାଘ
    ଦେଶ-ଦେଶାନ୍ତର

    ଭାରତକୁ ଆସିବ ଚିତା ବାଘ

    15293
    Jan 27, 2023
  • କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱାଇସି
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱାଇସି

    14521
    Jan 27, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତକୁ ଆସିବ ଚିତା ବାଘ

    15293
    Jan 27, 2023
  • ମନୋରଞ୍ଜନ

    ବକ୍ସ ଅଫିସ୍‌ରେ ରାଜ କରୁଛି ‘ପଠାନ୍‌’, ପ୍ରଥମ ଦିନରେ କେତେ ରୋଜଗାର କଲା ଜାଣନ୍ତୁ

    14816
    Jan 26, 2023
  • ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱାଇସି

    14521
    Jan 27, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ଶୀତଦିନେ ଖାଆନ୍ତୁ ଏହି ଖାଦ୍ୟ

    13479
    Jan 27, 2023
  • ଅଧିକ ମାତ୍ରାରେ ଜିରା ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତି

    13760
    Jan 27, 2023
  • ବ୍ରଣରେ ଲଗାନ୍ତୁନି ହାତ

    15525
    Jan 26, 2023
  • ବଜାରକୁ ଆସିଛି ‘ଓରନାମେଣ୍ଟାଲ ସନ-ଗ୍ଲାସ’

    15594
    Jan 26, 2023
  • ଶୀତଦିନେ ନିଜ ଡାଏଟରେ ସାମିଲ କରନ୍ତୁ ଚିନାବାଦାମ

    14504
    Jan 24, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    18545
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    18816
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    18950
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    20544
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଶ୍ଚର୍ଯ୍ୟଜନକ ଘଟଣା: ଶ୍ୱଶୁରଙ୍କ ପତ୍ନୀ ହେଲେ ବୋହୂ

    14215
    Jan 27, 2023
  • ଦରଘାରେ ରାଖୀ ସାୱନ, ପଢ଼ନ୍ତୁ କ’ଣ ମନାସିଲେ

    13490
    Jan 27, 2023
  • ପୁଣି ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୧୧ ମୃତ

    13788
    Jan 27, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In